ପ୍ରାକ୍ଟିସ୍‌ ବେଳେ ଗଳି ପଡ଼ିବ ବୋଲି ବାହାଘର ମୁଦିକୁ ବେକରେ ମାଳା କରି ପିନ୍ଧିଲେ ବିରାଟ

ନୂଆଦିଲ୍ଲୀ: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଜାନୁଆରୀ ଅର୍ଥାତ୍ ଆସନ୍ତାକାଲିଠୁ ଟେଷ୍ଟ ସିରିଜ୍ ଖେଳିବେ। ଟିମ୍ ଇଣ୍ଡିଆ ସେଠାରେ ୩ଟି ଟେଷ୍ଟ,୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି ଖେଳିବ। ଏଥିପାଇଁ ଦଳ ଦକ୍ଷିଣ ଆଫ୍ରିକାରେ ୨୪ ଫେବୃଆରୀ ପର୍ଯ୍ୟନ୍ତ ରହିବ। ଟେଷ୍ଟ ମ୍ୟାଚ୍‌ ପାଇଁ ବିରାଟ ବାହିନୀ କଠିନ ପରିଶ୍ରମ କରୁଛି। ସବୁ ଖେଳାଳି ଏବେ ଅଧିକରୁ ଅଧିକ ସମୟ ଅଭ୍ୟାସରେ ବିତାଉଛନ୍ତି। ନବବିବାହିତ ବିରାଟ ମଧ୍ୟ ପ୍ରାକ୍ଟିସ୍‌ରେ ଆଦୌ ଅବହେଳା କରୁନାହାଁନ୍ତି। ସେ […]

kohali

kohali

Rakesh Mallick
  • Published: Thursday, 04 January 2018
  • Updated: 04 January 2018, 03:22 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଜାନୁଆରୀ ଅର୍ଥାତ୍ ଆସନ୍ତାକାଲିଠୁ ଟେଷ୍ଟ ସିରିଜ୍ ଖେଳିବେ। ଟିମ୍ ଇଣ୍ଡିଆ ସେଠାରେ ୩ଟି ଟେଷ୍ଟ,୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି ଖେଳିବ। ଏଥିପାଇଁ ଦଳ ଦକ୍ଷିଣ ଆଫ୍ରିକାରେ ୨୪ ଫେବୃଆରୀ ପର୍ଯ୍ୟନ୍ତ ରହିବ। ଟେଷ୍ଟ ମ୍ୟାଚ୍‌ ପାଇଁ ବିରାଟ ବାହିନୀ କଠିନ ପରିଶ୍ରମ କରୁଛି। ସବୁ ଖେଳାଳି ଏବେ ଅଧିକରୁ ଅଧିକ ସମୟ ଅଭ୍ୟାସରେ ବିତାଉଛନ୍ତି। ନବବିବାହିତ ବିରାଟ ମଧ୍ୟ ପ୍ରାକ୍ଟିସ୍‌ରେ ଆଦୌ ଅବହେଳା କରୁନାହାଁନ୍ତି। ସେ ନେଟ୍‌ରେ ଜୋରସୋର ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଅଭ୍ୟାସ ବେଳେ ପ୍ରଶଂସକମାନେ ତାଙ୍କଠାରେ ଏକ ନୂଆ ଜିନିଷ ଦେଖିବାକୁ ପାଇଛନ୍ତି।

ସେ ନୂଆ  ଜିନିଷଟି ହେଉଛି ବିରାଟଙ୍କ ଲକେଟ୍‌। ପ୍ରାକ୍ଟିସ୍‌ ସମୟରେ ବିରାଟ ତାଙ୍କ ବିବାହ ମୁଦିକୁ ଲକେଟ୍ କରି ଗଳାରେ ପିନ୍ଧୁଥିବା ଦେଖିବାକୁ ମିଳିଛି। ଏହା ତାଙ୍କ ପ୍ରଶଂସକମାନଙ୍କୁ ଖୁବ୍ ପସନ୍ଦ ଆସିଛି। ସେଥିପାଇଁ କିଛି ପ୍ରଶଂସକ ତାଙ୍କ ସହ ସେଲଫି ନେଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ସେଲଫିରେ ବିରାଟଙ୍କ ଲକେଟ୍‌ ସ୍ପଷ୍ଟ ଦେଖାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story