ହୋପ୍‌ମ୍ୟାନ କପ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ଫେଡେରର

ବାସେଲ: ସୁଇଜରଲ୍ୟାଣ୍ଡ ଟେନିସ୍‌ ଖେଳାଳି ରୋଜର ଫେଡେରର ଜର୍ମାନୀରେ ହେବାକୁ ଥିବା ହୋପ୍‌ମ୍ୟାନ୍‌ କପ୍‌ରେ ଟେନିସ୍‌ ଜଗତକୁ ପ୍ରତ୍ୟାବର୍ତ୍ତନ କରିବେ। ଏ କଥା ଆଜି ନିଜେ ଫେଡେରର କହିଛନ୍ତି। ୱିମ୍ବଲଡନ୍‌ ଟୁର୍ଣ୍ଣାମେଣ୍ଟ ପରେ ୧୭ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଏହି ଖେଳାଳି ଆଣ୍ଠି ଆଘାତ ପାଇଁ ପେସାଦାର ଖେଳରୁ ଦୂରେଇ ରହିଥିଲେ। ପ୍ରତ୍ୟାବର୍ତ୍ତନ ସମ୍ପର୍କରେ  ନିଜ ଟ୍ୱିଟ୍‌ ପେଜରେ ଜଣାଇଛନ୍ତି ଫେଡେରର।

federer

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 06:23 PM IST

ବାସେଲ: ସୁଇଜରଲ୍ୟାଣ୍ଡ ଟେନିସ୍‌ ଖେଳାଳି ରୋଜର ଫେଡେରର ଜର୍ମାନୀରେ ହେବାକୁ ଥିବା ହୋପ୍‌ମ୍ୟାନ୍‌ କପ୍‌ରେ ଟେନିସ୍‌ ଜଗତକୁ ପ୍ରତ୍ୟାବର୍ତ୍ତନ କରିବେ। ଏ କଥା ଆଜି ନିଜେ ଫେଡେରର କହିଛନ୍ତି।

ୱିମ୍ବଲଡନ୍‌ ଟୁର୍ଣ୍ଣାମେଣ୍ଟ ପରେ ୧୭ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଏହି ଖେଳାଳି ଆଣ୍ଠି ଆଘାତ ପାଇଁ ପେସାଦାର ଖେଳରୁ ଦୂରେଇ ରହିଥିଲେ।

ପ୍ରତ୍ୟାବର୍ତ୍ତନ ସମ୍ପର୍କରେ  ନିଜ ଟ୍ୱିଟ୍‌ ପେଜରେ ଜଣାଇଛନ୍ତି ଫେଡେରର।

Related story