ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାର ୧୬୦ ପଏଣ୍ଟ ପାଇ ୧୫୫ ସ୍ଥାନକୁ ଉଠିଛି ଭାରତୀୟ ଫୁଟବଲ ଟିମ। ପୁଣେରେ ଖେଳାଯାଉଥିବା ୨୦୧୮ ଫିଫା ୱାର୍ଲ୍ଡ କପ କ୍ୱାଲିଫାୟରରେ ନେପାଳକୁ ଦୁଇ ଗୋଲରେ ପରାଜିତ କରିବା ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଗତ ଜୁଲାଇରେ ଭାରତ ପିଫା ମାନ୍ୟତାର ଭାରତ ୧୫ଟି ସ୍ଥାନ ଖସି ୧୫୬ତମ ସ୍ଥାନରେ ରହିଥିଲା। ଆସନ୍ତା ୮ ତାରିଖରେ ୱାର୍ଲ୍ଡ କପ କ୍ୱାଲିଫାୟର ମ୍ୟାଚ ବେଙ୍ଗାଲୁରୁରେ ହେବ। ଏଥିରେ ଭାରତ ବିଜୟୀ ହେଲେ ୨୦୧୮ ୱାର୍ଲ୍ଡ କପ ଖେଳିବା ଆଶା କରାଯାଉଛି।
ସୂଚନାଯୋଗ୍ୟ, ଫିଫା ମାନ୍ୟତାର ଶୀର୍ଷରେ ୧୪୪୨ ପଏଣ୍ଟ ପାଇ ଆଜେଣ୍ଟିନା ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବେଲଜିୟମ (୧୨୬୯ ପଏଣ୍ଟ), ତୃତୀୟ ସ୍ଥାନରେ ଜର୍ମାନୀ (୧୨୪୮ ପଏଣ୍ଟ), ଚତୁର୍ଥ ସ୍ଥାନରେ କଲୋମ୍ବିଆ (୧୨୨୪ ପଏଣ୍ଟ) ଓ ପଞ୍ଚମ ସ୍ଥାନରେ ବ୍ରାଜିଲ (୧୨୦୯ ପଏଣ୍ଟ) ରହିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Viral
ଅଟୋକୁ ଧକ୍କା ଦେଲା କାର୍, ପୁଲିସ୍ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ
ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।