ଫିଫା ମାନ୍ୟତା: ୧୫୫ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାର ୧୬୦ ପଏଣ୍ଟ ପାଇ ୧୫୫ ସ୍ଥାନକୁ ଉଠିଛି ଭାରତୀୟ ଫୁଟବଲ ଟିମ। ପୁଣେରେ ଖେଳାଯାଉଥିବା ୨୦୧୮ ଫିଫା ୱାର୍ଲ୍ଡ କପ କ୍ୱାଲିଫାୟରରେ ନେପାଳକୁ ଦୁଇ ଗୋଲରେ ପରାଜିତ କରିବା ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଗତ ଜୁଲାଇରେ ଭାରତ ପିଫା ମାନ୍ୟତାର ଭାରତ ୧୫ଟି ସ୍ଥାନ ଖସି ୧୫୬ତମ ସ୍ଥାନରେ ରହିଥିଲା। ଆସନ୍ତା ୮ ତାରିଖରେ ୱାର୍ଲ୍ଡ କପ କ୍ୱାଲିଫାୟର ମ୍ୟାଚ ବେଙ୍ଗାଲୁରୁରେ ହେବ। ଏଥିରେ ଭାରତ […]

indian-football-sad-700

indian-football-sad-700

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 03:33 PM IST

Sports

Latest News

indian-football-sad-700ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାର ୧୬୦ ପଏଣ୍ଟ ପାଇ ୧୫୫ ସ୍ଥାନକୁ ଉଠିଛି ଭାରତୀୟ ଫୁଟବଲ ଟିମ। ପୁଣେରେ ଖେଳାଯାଉଥିବା ୨୦୧୮ ଫିଫା ୱାର୍ଲ୍ଡ କପ କ୍ୱାଲିଫାୟରରେ ନେପାଳକୁ ଦୁଇ ଗୋଲରେ ପରାଜିତ କରିବା ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଗତ ଜୁଲାଇରେ ଭାରତ ପିଫା ମାନ୍ୟତାର ଭାରତ ୧୫ଟି ସ୍ଥାନ ଖସି ୧୫୬ତମ ସ୍ଥାନରେ ରହିଥିଲା। ଆସନ୍ତା ୮ ତାରିଖରେ ୱାର୍ଲ୍ଡ କପ କ୍ୱାଲିଫାୟର ମ୍ୟାଚ ବେଙ୍ଗାଲୁରୁରେ ହେବ। ଏଥିରେ ଭାରତ ବିଜୟୀ ହେଲେ ୨୦୧୮ ୱାର୍ଲ୍ଡ କପ ଖେଳିବା ଆଶା କରାଯାଉଛି।

ସୂଚନାଯୋଗ୍ୟ, ଫିଫା ମାନ୍ୟତାର ଶୀର୍ଷରେ ୧୪୪୨ ପଏଣ୍ଟ ପାଇ ଆଜେଣ୍ଟିନା ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବେଲଜିୟମ (୧୨୬୯ ପଏଣ୍ଟ), ତୃତୀୟ ସ୍ଥାନରେ ଜର୍ମାନୀ (୧୨୪୮ ପଏଣ୍ଟ), ଚତୁର୍ଥ ସ୍ଥାନରେ କଲୋମ୍ବିଆ (୧୨୨୪ ପଏଣ୍ଟ) ଓ ପଞ୍ଚମ ସ୍ଥାନରେ ବ୍ରାଜିଲ (୧୨୦୯ ପଏଣ୍ଟ) ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story