ସୂଚନାଯୋଗ୍ୟ, ଫିଫା ମାନ୍ୟତାର ଶୀର୍ଷରେ ୧୪୪୨ ପଏଣ୍ଟ ପାଇ ଆଜେଣ୍ଟିନା ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବେଲଜିୟମ (୧୨୬୯ ପଏଣ୍ଟ), ତୃତୀୟ ସ୍ଥାନରେ ଜର୍ମାନୀ (୧୨୪୮ ପଏଣ୍ଟ), ଚତୁର୍ଥ ସ୍ଥାନରେ କଲୋମ୍ବିଆ (୧୨୨୪ ପଏଣ୍ଟ) ଓ ପଞ୍ଚମ ସ୍ଥାନରେ ବ୍ରାଜିଲ (୧୨୦୯ ପଏଣ୍ଟ) ରହିଛି ।
ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାର ୧୬୦ ପଏଣ୍ଟ ପାଇ ୧୫୫ ସ୍ଥାନକୁ ଉଠିଛି ଭାରତୀୟ ଫୁଟବଲ ଟିମ। ପୁଣେରେ ଖେଳାଯାଉଥିବା ୨୦୧୮ ଫିଫା ୱାର୍ଲ୍ଡ କପ କ୍ୱାଲିଫାୟରରେ ନେପାଳକୁ ଦୁଇ ଗୋଲରେ ପରାଜିତ କରିବା ପରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଗତ ଜୁଲାଇରେ ଭାରତ ପିଫା ମାନ୍ୟତାର ଭାରତ ୧୫ଟି ସ୍ଥାନ ଖସି ୧୫୬ତମ ସ୍ଥାନରେ ରହିଥିଲା। ଆସନ୍ତା ୮ ତାରିଖରେ ୱାର୍ଲ୍ଡ କପ କ୍ୱାଲିଫାୟର ମ୍ୟାଚ ବେଙ୍ଗାଲୁରୁରେ ହେବ। ଏଥିରେ ଭାରତ […]
indian-football-sad-700