ଆଉ ଅଳ୍ପ ସମୟ ପରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ଫାଇନାଲ୍‌: କାଉଣ୍ଟଡାଉନ୍‌ ଷ୍ଟାର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଉ ମାତ୍ର ଅଳ୍ପ ସମୟ ପରେ ଆରମ୍ଭ ହେବ ଫିଫା ଜୁନିୟର ବିଶ୍ୱକପର ଫାଇନାଲ ମ୍ୟାଚ। କୋଲକତାର ସଲ୍ଟ୍ ଲେକରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ସ୍ପେନ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ସନ୍ଧ୍ୟା ୮ଟାରେ ଏହି ପ୍ରତିଯୋଗିତାର ଗ୍ରାଣ୍ଡଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ସେମିଫାଇନାଲରେ ବ୍ରାଜିଲକୁ ଇଂଲଣ୍ଡ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଶକ୍ତିଶାଳୀ ବ୍ରାଜିଲକୁ ଚକମା ଦେଇ ପ୍ରଥମ ଥର ୧୭ ବର୍ଷରୁ କମ ଫିଫା ବିଶ୍ୱକପ ଫାଇନାଲରେ ଇଂଲଣ୍ଡ […]

saltlakestadium-759

saltlakestadium-759

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 06:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଉ ମାତ୍ର ଅଳ୍ପ ସମୟ ପରେ ଆରମ୍ଭ ହେବ ଫିଫା ଜୁନିୟର ବିଶ୍ୱକପର ଫାଇନାଲ ମ୍ୟାଚ। କୋଲକତାର ସଲ୍ଟ୍ ଲେକରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ସ୍ପେନ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ସନ୍ଧ୍ୟା ୮ଟାରେ ଏହି ପ୍ରତିଯୋଗିତାର ଗ୍ରାଣ୍ଡଫାଇନାଲ ମ୍ୟାଚ୍‌ ଆରମ୍ଭ ହେବ। ସେମିଫାଇନାଲରେ ବ୍ରାଜିଲକୁ ଇଂଲଣ୍ଡ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଶକ୍ତିଶାଳୀ ବ୍ରାଜିଲକୁ ଚକମା ଦେଇ ପ୍ରଥମ ଥର ୧୭ ବର୍ଷରୁ କମ ଫିଫା ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ପ୍ରବେଶ କରିବାରେ ସଫଳ ହୋଇଛିା ରିହାନ ବ୍ରିଉଷ୍ଟରଙ୍କ ହ୍ୟାଟ୍ରିକ ଗୋଲ ବଳରେ ଇଂଲଣ୍ଡ ୩-୧ ଗୋଲରେ ବ୍ରାଜିଲକୁ ପରାସ୍ତ କରିଥିଲା। ତାଙ୍କ  ପ୍ରଦର୍ଶନ ବଳରେ ପ୍ରଥମ ଥର ବିଶ୍ୱ ବିଜେତା ହେବାର ସ୍ୱପ୍ନ ଦେଖୁଛି ଇଂଲଣ୍ଡ। ସେହିପରି  ଦ୍ୱିତୀୟ ସେମିଫାଇନାଲରେ  ୩-୧ ଗୋଲରେ ମାଲିକୁ ପରାସ୍ତ କରିଥିବା ସ୍ପେନ ମଧ୍ୟ ଟାଇଟଲ ଦାବିଦାର ରହିଛି। ସ୍ପେନ ଦଳର ରକ୍ଷଣଭାଗ ବେଶ ଶକ୍ତଶାଳୀ ରହିଛି। ତେବେ ଇଂଲଣ୍ଡର ଆଟାକ୍ ଏବଂ ସ୍ପେନର ରକ୍ଷଣ ଭାଗ ମଧ୍ୟରେ କଡା ଟକ୍କର ହେବା ଆଶା କରାଯାଉଛି। ତେବେ ଫାଇନାଲ ମ୍ୟାଚ୍‌ ପାଇଁ କୋଲକାତରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story