ଆଜିଠାରୁ ଅଣ୍ଡର-17 ଫିଫା ବିଶ୍ୱକପ: ରାତି ୮ଟାରେ ଶକ୍ତିଶାଳୀ ଆମେରିକାକୁ ଭେଟିବ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ଅଣ୍ଡର ସେଭେନଟିନ୍ ଫୁଟବଲ ବିଶ୍ୱକପ୍। ଭାରତ ପାଇଁ ଏହା ଐତିହାସିକ ମୁହୂର୍ତ୍ତ।। କଲମ୍ବିଆ ଓ ଘାନା ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯାଉଥିବା ସହ ଉଦଘାଟନୀ ଦିବସର ଦ୍ୱିତୀୟ ମ୍ୟାଚରେ ଆମେରିକାକୁ ଭେଟିବ ହୋଷ୍ଟ ଟିମ୍‌ ଭାରତ। ପ୍ରଥମ ଥର ଲାଗି ଅଣ୍ଡର-17 ଫିଫା ବିଶ୍ୱକପ ଆୟୋଜନ କରୁଛି ଭାରତ। ଲୋକପ୍ରିୟତା ଦୃଷ୍ଟିରୁ ସାରା ଦେଶରେ କ୍ରିକେଟ ଏକ ଧର୍ମ ପାଲଟିଥିବା ସତ୍ତ୍ୱେ ଅଣ୍ଡର ସେଭେଣ୍ଟିନ ଫିଫା ବିଶ୍ୱକପ୍ ଲାଗି […]

IndiaU171

IndiaU171

Rakesh Mallick
  • Published: Friday, 06 October 2017
  • Updated: 06 October 2017, 04:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେଉଛି ଅଣ୍ଡର ସେଭେନଟିନ୍ ଫୁଟବଲ ବିଶ୍ୱକପ୍। ଭାରତ ପାଇଁ ଏହା ଐତିହାସିକ ମୁହୂର୍ତ୍ତ।। କଲମ୍ବିଆ ଓ ଘାନା ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯାଉଥିବା ସହ ଉଦଘାଟନୀ ଦିବସର ଦ୍ୱିତୀୟ ମ୍ୟାଚରେ ଆମେରିକାକୁ ଭେଟିବ ହୋଷ୍ଟ ଟିମ୍‌ ଭାରତ। ପ୍ରଥମ ଥର ଲାଗି ଅଣ୍ଡର-17 ଫିଫା ବିଶ୍ୱକପ ଆୟୋଜନ କରୁଛି ଭାରତ। ଲୋକପ୍ରିୟତା ଦୃଷ୍ଟିରୁ ସାରା ଦେଶରେ କ୍ରିକେଟ ଏକ ଧର୍ମ ପାଲଟିଥିବା ସତ୍ତ୍ୱେ ଅଣ୍ଡର ସେଭେଣ୍ଟିନ ଫିଫା ବିଶ୍ୱକପ୍ ଲାଗି ସବୁଆଡ଼େ ଉତ୍ସାହ। ନୂଆଦିଲ୍ଲୀରେ ନିଜ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଆମେରିକାକୁ ଭେଟିବ ଭାରତ। ରାତି ୮ଟାରେ ହେବ ଏହି ମ୍ୟାଚ। କ୍ୟାପଟେନ ଅମର ଜିତ ସିଂହ କହିଛନ୍ତି, ନିଜର ଶତ ପ୍ରତିଶତ ପ୍ରଦର୍ଶନ ଦେଖାଇବାକୁ ସେମାନେ ପଡିଇାକୁ ଓହ୍ଲାଇବେ। ଘରୋଇ ପରିବେଶର ଫାଇଦା ଉଠାଇ ଆମେରିକାକୁ କଡ଼ା ଚ୍ୟାଲେଞ୍ଜ ଦେବ ଭାରତ।
ଏହି ଫିଫା ଇଭେଣ୍ଟ ଦେଶରେ ଫୁଟବଲର ଭାଗ୍ୟ ବଦଳାଇ ଦେବ ବୋଲି ଆଶା କରାଯାଉଛି। ଆୟୋଜକ ଭାବେ ଟୁର୍ଣ୍ଣାମେଣ୍ଟ ଖେଳିବାର ସିଧାସଳଖ ଟିକଟ ପାଇଥିଲା ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story