ଫିଫା ୱାର୍ଲ୍ଡ କପ କ୍ୱାଲିଫାୟର: ୩-୦ରେ ଇରାନଠାରୁ ହାରିଲା ଭାରତ

ବେଙ୍ଗାଲୁରୁ: ୨୦୧୮ ଫିଫା ୱାର୍ଲ୍ଡ କପ୍ କ୍ୱାଲିଫାୟର ମ୍ୟାଚରେ ଇରାନଠାରୁ ୩-୦ ଗୋଲରେ ହାରି ଯାଇଛି ଭାରତ। ବେଙ୍ଗାଲୁରୁର ଶ୍ରୀ କାଣ୍ଟାରେଭା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ୨୯ ମିନିଟରେ ସର୍ଦର ଅଞ୍ଜମୁନ ପ୍ରଥମ ଗୋଲ ଦେଇ ଭା଼ରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ଭାରତ ମଧ୍ୟ ଜୋରଦାର ଆକ୍ରମଣ କରିଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା । ପରେ ଇରାନ ଦଳର ଆନ୍ଦ୍ରିକ ତୈମୋରିଆନ୍ ୪୭ ଓ ମେହଦୀ […]

sunil-chhetri-trn-700

sunil-chhetri-trn-700

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 09:01 AM IST

Sports

Latest News

ବେଙ୍ଗାଲୁରୁ: ୨୦୧୮ ଫିଫା ୱାର୍ଲ୍ଡ କପ୍ କ୍ୱାଲିଫାୟର ମ୍ୟାଚରେ ଇରାନଠାରୁ ୩-୦ ଗୋଲରେ ହାରି ଯାଇଛି ଭାରତ। ବେଙ୍ଗାଲୁରୁର ଶ୍ରୀ କାଣ୍ଟାରେଭା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ୨୯ ମିନିଟରେ ସର୍ଦର ଅଞ୍ଜମୁନ ପ୍ରଥମ ଗୋଲ ଦେଇ ଭା଼ରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ଭାରତ ମଧ୍ୟ ଜୋରଦାର ଆକ୍ରମଣ କରିଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା । ପରେ ଇରାନ ଦଳର ଆନ୍ଦ୍ରିକ ତୈମୋରିଆନ୍ ୪୭ ଓ ମେହଦୀ ତାରମୋନୀ ୫୧ ମିନିଟରେ ଦୁଇଟି ଗୋଲ ଦେଇ ଭାରତକୁ ପରାଜୟ ରାସ୍ତା ଦେଖାଇ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story