ମେ' ୧୭ ପର୍ଯ୍ୟନ୍ତ ଘୁଞ୍ଚିଲା ଏଫଆଇଏଚ୍ ପ୍ରୋ ଲିଗ୍‌

ଲୌସାନେ: କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପ୍ରୋ ଲିଗକୁ ଏବେ ମେ’ ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ଏଥିରେ ଭାରତର ମ୍ୟାଚ୍ ମଧ୍ୟ ସାମିଲ୍ ଅଛି। ଏଫଆଇଏଚ୍ ଗତ ଶନିବାର ପ୍ରୋ ଲିଗର ସବୁ ମ୍ୟାଚକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଥିଲା। କିନ୍ତୁ ଏବେ ଏହାକୁ ଆହୁରି ମାସେ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଏଫଆଇଏଚ୍ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ ମହାମାରୀର ତାଜା ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆମେ […]

fih-pro-league

fih-pro-league

Ranjit Kumar Jena
  • Published: Thursday, 19 March 2020
  • Updated: 19 March 2020, 09:35 PM IST

Sports

Latest News

ଲୌସାନେ: କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ପ୍ରୋ ଲିଗକୁ ଏବେ ମେ' ୧୭ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ଏଥିରେ ଭାରତର ମ୍ୟାଚ୍ ମଧ୍ୟ ସାମିଲ୍ ଅଛି। ଏଫଆଇଏଚ୍ ଗତ ଶନିବାର ପ୍ରୋ ଲିଗର ସବୁ ମ୍ୟାଚକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଥିଲା। କିନ୍ତୁ ଏବେ ଏହାକୁ ଆହୁରି ମାସେ ଘୁଞ୍ଚାଇ ଦିଆଯାଇଛି।

ଏ ନେଇ ଏଫଆଇଏଚ୍ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ ମହାମାରୀର ତାଜା ଘଟଣାକ୍ରମକୁ ଦୃଷ୍ଟିରେ ରଖି ଆମେ ହକି ପ୍ରୋ ଲିଗକୁ ସ୍ଥଗିତ କରିବାର ସମୟସୀମାକୁ ମେ' ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ। ଭାରତୀୟ ପୁରୁଷ ଟିମକୁ ଏପ୍ରିଲ୍ ୨୫ ଓ ୨୬ ତାରିଖରେ ଜର୍ମାନୀ ବିପକ୍ଷରେ ବର୍ଲିନରେ ଦୁଇଟି ମ୍ୟାଚ୍ ଖେଳିବାର ଥିଲା। ଏହା ପରେ ଭାରତ ମେ' ୨୩ ଓ ୨୪ ତାରିଖରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚର ଆୟୋଜନ କରିବ ଏବଂ ଜୁନ୍ ୫ ଓ ୬ ତାରିଖରେ ଆର୍ଜେଣ୍ଟିନାକୁ ଭେଟିବ।

ଭାରତ ଏଫଆଇଏଚ୍ ପ୍ରୋ ଲିଗରେ ତା'ର ଅନ୍ତିମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଖେଳିବ, ଯାହା ଭାଲେନ୍ସିଆରେ ଜୁନ୍ ୧୩ ଓ ୧୪ ତାରିଖରେ ଆୟୋଜିତ ହେବ। ନ୍ୟୁଜିଲ୍ୟାଣ୍ଡ୍ ଓ ଅଷ୍ଟ୍ରେଲିଆ ଟିମ୍ ତା'ର ପରବର୍ତ୍ତୀ ମ୍ୟାଚ୍ ପାଇଁ ୟୁରୋପ୍ ଗସ୍ତ ନକରିବାକୁ ପୂର୍ବରୁ ହିଁ ନିଷ୍ପତ୍ତି ନେଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story