ଭାରତ-ପାକ୍ ସିରିଜ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ : ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ସମ୍ପର୍କରେ ଶେଷ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ। ଗୁରୁବାର ଏହା କହିଛନ୍ତି ବିସିସିଆଇର ସମ୍ପାଦକ ଅନୁରାଗ ଠାକୁର। ଆସନ୍ତା ମାସରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ୍ ଖେଳାଯିବା ନେଇ ସମସ୍ତପ୍ରକାର ସମ୍ଭାବ୍ୟ ଦିଗ ଉପରେ ଦୁଇ ଦେଶର କ୍ରିକେଟ ବୋର୍ଡର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ସୂଚନାଯୋଗ୍ୟ, ବିସିସିଆଇ ପାକିସ୍ତାନକୁ ଭାରତରେ ଖେଳିବାକୁ ଆମନ୍ତ୍ରଣ […]

ANURAGTHAKUR

ANURAGTHAKUR

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 04:28 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ସମ୍ପର୍କରେ ଶେଷ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ। ଗୁରୁବାର ଏହା କହିଛନ୍ତି ବିସିସିଆଇର ସମ୍ପାଦକ ଅନୁରାଗ ଠାକୁର। ଆସନ୍ତା ମାସରେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ୍ ଖେଳାଯିବା ନେଇ ସମସ୍ତପ୍ରକାର ସମ୍ଭାବ୍ୟ ଦିଗ ଉପରେ ଦୁଇ ଦେଶର କ୍ରିକେଟ ବୋର୍ଡର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି।

ସୂଚନାଯୋଗ୍ୟ, ବିସିସିଆଇ ପାକିସ୍ତାନକୁ ଭାରତରେ ଖେଳିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଛି। ୟୁଏଇରେ ସିରିଜ୍ ଖେଳିବା ପାଇଁ ପାକିସ୍ତାନ ତା’ର ପୂର୍ବ ଦାବିକୁ ଦୋହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos