ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ସର୍ବ-ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ଟେନିସ୍ ଚାମ୍ପିୟନସିପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହେବ ସର୍ବ-ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ଟେନିସ୍ ଚାମ୍ପିୟନସିପ।  ୩ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବାହାରୁ ୪ଟି ଦଳ ଏବଂ ଓଡ଼ିଶାରୁ ୪ଟି ଦଳ ଭାଗ ନେବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଚାମ୍ପିୟନସିପ ହେବ।  ଭୁବନେଶ୍ୱର ଫୁଟବଲ ଟେନିସ ଆସୋସିଏସନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବ। ଏଥିପାଇଁ ଭୁବନେଶ୍ୱର ଫୁଟବଲ ଟେନିସ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 07:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହେବ ସର୍ବ-ଭାରତୀୟ ଆମନ୍ତ୍ରଣୀୟ ଫୁଟବଲ ଟେନିସ୍ ଚାମ୍ପିୟନସିପ।  ୩ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବାହାରୁ ୪ଟି ଦଳ ଏବଂ ଓଡ଼ିଶାରୁ ୪ଟି ଦଳ ଭାଗ ନେବେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଚାମ୍ପିୟନସିପ ହେବ।  ଭୁବନେଶ୍ୱର ଫୁଟବଲ ଟେନିସ ଆସୋସିଏସନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବ। ଏଥିପାଇଁ ଭୁବନେଶ୍ୱର ଫୁଟବଲ ଟେନିସ ଆସୋସିଏସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos