ବଢ଼ୁଛି ଫିଫା ବିଶ୍ୱକପ୍‌ର କ୍ରେଜ୍‌: ଯୋଗ୍ୟତା ପାଇ ନଥିବା ଭାରତରେ ମଧ୍ୟ ଜୋସ୍‌ କାହିଁରେ କେତେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଫିଫା ବିଶ୍ୱକପ ଯୋଗ୍ୟତା ଅର୍ଜନ କରିନାହିଁ ସତ କିନ୍ତୁ ଫୁଟବଲ କ୍ରେଜ୍ କାହିଁରେ କଣ। ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଫୁଟବଲ କ୍ରେଜ୍।  କିଏ ନିଜ ଘରକୁ ଫେଭରେଟ୍ ଟିମର ଜର୍ସି ରଙ୍ଗରେ ରଙ୍ଗିନ କରୁଛି ତ, କିଏ ଫୁଟବଲ୍ କେକ୍ ତିଆରି କରୁଛି। ବିଭିନ୍ନ ସାଇଜ ଫୁଟବଲ କେକ୍ ତିଆରି ଚାଲିଛି, ଆଉ ଗ୍ରାହକ ବି କେକ୍ କିଣିବା ପାଇଁ ଅପେକ୍ଷା କରିଛନ୍ତି। ପଶ୍ଚିମବଙ୍ଗର ସିଲିଗୁଡିରେ ଏମିତି ଏକ ଅଭିନବ […]

fb

fb

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 06:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଫିଫା ବିଶ୍ୱକପ ଯୋଗ୍ୟତା ଅର୍ଜନ କରିନାହିଁ ସତ କିନ୍ତୁ ଫୁଟବଲ କ୍ରେଜ୍ କାହିଁରେ କଣ। ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଫୁଟବଲ କ୍ରେଜ୍।  କିଏ ନିଜ ଘରକୁ ଫେଭରେଟ୍ ଟିମର ଜର୍ସି ରଙ୍ଗରେ ରଙ୍ଗିନ କରୁଛି ତ, କିଏ ଫୁଟବଲ୍ କେକ୍ ତିଆରି କରୁଛି।Image result for fifa worldcup 2018 fever in india

ବିଭିନ୍ନ ସାଇଜ ଫୁଟବଲ କେକ୍ ତିଆରି ଚାଲିଛି, ଆଉ ଗ୍ରାହକ ବି କେକ୍ କିଣିବା ପାଇଁ ଅପେକ୍ଷା କରିଛନ୍ତି। ପଶ୍ଚିମବଙ୍ଗର ସିଲିଗୁଡିରେ ଏମିତି ଏକ ଅଭିନବ ଶୈଳୀରେ କେକ୍‌ ତିଆରି କରୁଛି ଏକ କେକ୍ ଫ୍ୟା୍କ୍ଟ୍ରି। ଫିଫା ବିଶ୍ୱକପ ମାନିଆ ଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି କେକ୍ ତିଆରି କରାଯାଉଥିବହା କହିଛନ୍ତି ଫ୍ୟା୍କ୍ଟ୍ରି ମାଲିକ। ଗ୍ରାହକ ବି ଖୁସ୍। ନିଜର ପ୍ରିୟ ଦଳକୁ ସପୋର୍ଟ କରିବା ସହ କେକ୍ କାଟି ଖୁସି ମନାଇବାର ଯୋଜନା କରିଛନ୍ତି ପ୍ରଶଂସକ।

ଫିଫା ବିଶ୍ୱକପକୁ ନେଇ ଆଉ ଏକ ସୂକ୍ଷ୍ମ କାରୁକାର୍ଯ୍ୟ। ଅଣ୍ଡା ଖୋଳରେ ଫିଫା ବିଶ୍ୱକପ୍ ଟ୍ରଫି। କେବଳ ଏତିକି ନୁହେଁ  ସାବୁନ ଓ ପେନ୍ସିଲ୍ ମୁନରେ ଲିଓନେଲ୍ ମେସିଙ୍କ ଚିତ୍ର ଆଙ୍କିଛନ୍ତି ତାମିଲନାଡୁର କୋଏମ୍ବୋଟୁରର ଜଣେ ମାଇକ୍ରୋ ଆଟିଷ୍ଟ ଡିଜାଇନର୍‌। ଫିଫା ବିଶ୍ୱକପର କ୍ରେଜକୁ ନେଇ ସେ ଏଭଳି ଏକ ଡିଜାଇନ କରିଛନ୍ତି। ଏହାସହ ସେ ଜଣେ ଲିଓନେଲ ମେସିଙ୍କ ଫ୍ୟାନ ହୋଇଥିବାରୁ ସାବୁନ ଏବଂ ପେନ୍ସିଲ୍ ମୁନରେ ମେସିଙ୍କ ଚିତ୍ରକୁ ରୂପ ଦେଇଛନ୍ତି।

Image result for fifa worldcup 2018 fever in india

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story