ଫୁଟବଲ୍ ଖେଳରୁ ଗଲା ଜୀବନ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫୁଟବଲ ଖେଳୁଥିବା ବେଳେ ପଡିଅରେ ପଡି ଖେଳାଳିଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦାରେ। ବହଳଦା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନିଶ୍ଚିତପୁର ଏବଂ ଚିରୁଗୋଡା ମଧ୍ୟରେ ଖେଳ ଚାଲିଥିଲା।  ତେବେ ନିଶ୍ଚିନ୍ତପୁର ତରଫରୁ ଖେଳୁଥିବା ସୁନ୍ଦର ହାଁସଦା ହଠାତ୍ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ବହଳଦା ଡାକ୍ତରଖାନାକୁ ନିଆଯାଇଥିଲା ହେଁ ସେଠାରେ ତାଙ୍କୁ  ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ […]

footbal

footbal

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 02:00 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫୁଟବଲ ଖେଳୁଥିବା ବେଳେ ପଡିଅରେ ପଡି ଖେଳାଳିଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦାରେ। ବହଳଦା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନିଶ୍ଚିତପୁର ଏବଂ ଚିରୁଗୋଡା ମଧ୍ୟରେ ଖେଳ ଚାଲିଥିଲା।  ତେବେ ନିଶ୍ଚିନ୍ତପୁର ତରଫରୁ ଖେଳୁଥିବା ସୁନ୍ଦର ହାଁସଦା ହଠାତ୍ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ବହଳଦା ଡାକ୍ତରଖାନାକୁ ନିଆଯାଇଥିଲା ହେଁ ସେଠାରେ ତାଙ୍କୁ  ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story