ଫୁଟବଲ ତାରକା ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ : ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନିକଟରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ୧୧ ନଭେମ୍ବରରେ ଡିସଚାର୍ଜ କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ବୁଧବାର ମୃତ୍ୟୁ ହୋଇଯାଇଛି। ଏହି କିମ୍ୱଦନ୍ତୀ ଖେଳାଳିଙ୍କ ବିୟୋଗରେ ସମଗ୍ର କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି […]

maradona

maradona

Manoranjan Sial
  • Published: Wednesday, 25 November 2020
  • Updated: 25 November 2020, 10:51 PM IST

Sports

Latest News

ନୂଆଦିଲ୍ଲୀ : ଆର୍ଜେଣ୍ଟିନା ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଡିଏଗୋ ମାରାଡୋନାଙ୍କ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନିକଟରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପରେ ତାଙ୍କୁ ୧୧ ନଭେମ୍ବରରେ ଡିସଚାର୍ଜ କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ବୁଧବାର ମୃତ୍ୟୁ ହୋଇଯାଇଛି। ଏହି କିମ୍ୱଦନ୍ତୀ ଖେଳାଳିଙ୍କ ବିୟୋଗରେ ସମଗ୍ର କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି |

୧୯୭୬ ମସିହାରେ ମାରାଡୋନା ଫୁଟ୍‌ବଲ୍‌ ଦୁନିଆରେ ପାଦ ଥାପିଥିଲେ। ତାଙ୍କ ଅଧିନାୟକତ୍ୱରେ ୧୯୮୬ ମସିହାରେ ବିଶ୍ୱକପ୍‌ ଫୁଟ୍‌ବଲ୍‌ ଚାମ୍ପିୟନ ହୋଇଥିଲା ଆର୍ଜେଣ୍ଟିନା। ଏଥିରେ ମାରାଡୋନାଙ୍କ ପ୍ରମୁଖ ଭୁମିକା ରହିଥିଲା। ଫୁଟବଲ୍ ଦୁନିଆର ସବୁଠାରୁ ଚର୍ଚ୍ଚିତ ଚେହେରା ଏବଂ ବିବାଦୀୟ ନାମ ମଧ୍ୟରୁ ମାରାଡୋନା ଅନ୍ୟତମ। ସେ ଆର୍ଜେଣ୍ଟିନା ଫୁଟବଲ ଦଳ ପାଇଁ ମଧ୍ୟ ପ୍ରଶିକ୍ଷକ ଥିଲେ।

ଡିଏଗୋ ମାରାଡୋନା ୩୦ ଅକ୍ଟୋବର ୧୯୬୦ରେ ବୁଏନୋସ୍ ଆଇରେସରେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଚାରି ଭଉଣୀ ପରେ ସେ ପରିବାରର ପ୍ରଥମ ପୁଅ ଥିଲେ। ତାଙ୍କର ଦୁଇ ସାନ ଭାଇ ହୁଗୋ ଏବଂ ରାଓଲ୍ ମଧ୍ୟ ଅଛନ୍ତି।

ମାରାଡୋନାଙ୍କ ପ୍ରତିଭା ପ୍ରଥମେ ୮ ବର୍ଷ ବୟସରେ ତାଙ୍କ ଘର ନିକଟରେ ଥିବା ଏକ ସ୍ଥାନୀୟ ଫୁଟବଲ୍ କ୍ଲବ୍ ଏଷ୍ଟ୍ରେଲା ରୋଜାରେ ଦେଖିବାକୁ ମିଳିଥିଲା। ସେ ପ୍ରଥମେ ଏକ ସ୍ଥାନୀୟ ଦଳର ସଦସ୍ୟ ହୋଇଥିଲେ ଏବଂ ପରେ ବୁଏନୋସ୍ ଆଇରେସରେ ଆର୍ଜେଣ୍ଟିନୋର ଜୁନିଅର୍ସ କ୍ଲବର ଜୁନିୟର ଦଳରେ ସ୍ଥାନ ପାଇଥିଲେ। ସେ ବ୍ରାଜିଲର ରିଭେଲିନୋ ଏବଂ ମଞ୍ଚେଷ୍ଟର ୟୁନାଇଟେଡର ଜର୍ଜ ବେଷ୍ଟଙ୍କୁ ଆଦର୍ଶ ଭାବରେ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story