ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ଆଘାତ

ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍ ବିଜୟୀ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ସେୟାର କରିଥିବା କିଛି ଫଟୋ ଏବେ କ୍ରିକେଟ ପ୍ରେମୀଙ୍କ ଭିତରେ ହଲଚଲ ସୃଷ୍ଟି କରିଦେଇଛି। ୨୯ ବର୍ଷିୟ ଏହି ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି। ଏହି ସମୟରେ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ଛାଡ଼ି ଛନ୍ତି। ଏଥିରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଭଲ […]

Unmukta

Unmukta

Niranjan Mishra
  • Published: Saturday, 01 October 2022
  • Updated: 01 October 2022, 06:39 PM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡର-୧୯ ବିଶ୍ୱକପ୍ ବିଜୟୀ ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ସେୟାର କରିଥିବା କିଛି ଫଟୋ ଏବେ କ୍ରିକେଟ ପ୍ରେମୀଙ୍କ ଭିତରେ ହଲଚଲ ସୃଷ୍ଟି କରିଦେଇଛି। ୨୯ ବର୍ଷିୟ ଏହି ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି। ଏହି ସମୟରେ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ଛାଡ଼ି ଛନ୍ତି। ଏଥିରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଭଲ ଖବର ଏହା ଯେ, ଆଘାତ ସତ୍ତ୍ୱେ ତାଙ୍କ ଆଖି ସୁରକ୍ଷିତ ଅଛି। ଯଦି କିଛି ଅଘଟଣ ଘଟିଥାନ୍ତା, ତେବେ ତାଙ୍କ କ୍ୟାରିଅର ମଧ୍ୟ ଧୂଳିସାତ୍ ହୋଇଯାଇଥାନ୍ତା।

ତେବେ ତାଙ୍କ ଆଖିରେ ଏଭଳି ଆଘାତ କିପରି ଲାଗିଲା ତାହାର ଖୁଲାସା ହୋଇପାରିନି। ସେ ଫଟୋ ପୋଷ୍ଟ କରିବା ସହ ଉଲ୍ଲେଖ କରିଛନ୍ତି ଯେ, ‘ଜଣେ ଆର୍ଥଲେଟ ପାଇଁ ବାଟ ସୁଗମ ନୁହେଁ, ଅନେକ ଥର ବିଜୟ ସହ ଫେରିବାକୁ ହୋଇଥିବା ବେଳେ କେତେକସ୍ଥଳେ ନିରାଶା ମିଳିଥାଏ। ଏହାଛଡ଼ା ଅନେକ ବାର ସ୍କ୍ରାଚ୍ ଓ ଆଘାତ ନେଇ ଘରକୁ ଫେରିବାକୁ ପଡ଼ିଥାଏ। ଭଗବାନଙ୍କୁ ଧନ୍ୟବାଦ ଯେ, ସେ ଏକ ବଡ଼ ବିପଦରୁ ରକ୍ଷା କରିଦେଲେ।’

ସେ ତାଙ୍କ ପୋଷ୍ଟରେ ଖେଳାଳିମାନଙ୍କୁ ଖେଳିବା ବେଳେ ସାବଧାନତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ଶୁଭେଚ୍ଛୁଙ୍କ ଶୁଭକାମନା ନିମନ୍ତେ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ସୂଚନା ଥାଉକି, ସେ ବିଙ୍ଗ ବେସ୍ ଲିଗ୍(ବିବିଏଲ୍‌) ଖେଳିଥିବା ପ୍ରଥମ ଭାରତୀୟ।

https://twitter.com/UnmuktChand9/status/1576092211393220609?s=20&t=E3181eVQTamI3ZX4xZzH1A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story