ପୂର୍ବତନ ଜାତୀୟ ବାସ୍କେଟବଲ୍ ଖେଳାଳି ନିରଞ୍ଜନଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପୂର୍ବତନ ରାଷ୍ଟ୍ରପତି ଭିଭି ଗିରିଙ୍କ ପାରିବାରିକ ସମ୍ପର୍କୀୟ ତଥା ଜାତୀୟ ବାସ୍କେଟବଲ ଖେଳାଳି ନିରଞ୍ଜନ ବେହେରା (୭୩ )ଙ୍କ ପରଲୋକ ହୋଇଛି। ବ୍ରହ୍ମପୁର ଟାଉନରେ ଜନ୍ମିତ ନିରଞ୍ଜନ ପିଲାଦିନୁ ବାସ୍କେଟବଲ ପ୍ରତି ଆଗ୍ରହ ଦେଖାଇଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ବାସ୍କେଟବଲ ଖେଳିବା ଲାଗି ପ୍ରେରଣା ଯୋଗାଇଥିଲେ। ଧୀରେ ଧୀରେ ନିରଞ୍ଜନ ସବଜୁନିୟର, ଜୁନିୟର ଓ ପରେ ସିନିୟର ବାସ୍କେଟବଲ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରି ଆଣିଥିଲେ ଗୌରବ। ୧୯୭୨ ମସିହାରେ […]

nirajan

nirajan

Ranjit Kumar Jena
  • Published: Thursday, 19 March 2020
  • Updated: 19 March 2020, 10:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପୂର୍ବତନ ରାଷ୍ଟ୍ରପତି ଭିଭି ଗିରିଙ୍କ ପାରିବାରିକ ସମ୍ପର୍କୀୟ ତଥା ଜାତୀୟ ବାସ୍କେଟବଲ ଖେଳାଳି ନିରଞ୍ଜନ ବେହେରା (୭୩ )ଙ୍କ ପରଲୋକ ହୋଇଛି। ବ୍ରହ୍ମପୁର ଟାଉନରେ ଜନ୍ମିତ ନିରଞ୍ଜନ ପିଲାଦିନୁ ବାସ୍କେଟବଲ ପ୍ରତି ଆଗ୍ରହ ଦେଖାଇଥିଲେ। ଏହା ଦେଖି ପରିବାର ଲୋକେ ତାଙ୍କୁ ବାସ୍କେଟବଲ ଖେଳିବା ଲାଗି ପ୍ରେରଣା ଯୋଗାଇଥିଲେ। ଧୀରେ ଧୀରେ ନିରଞ୍ଜନ ସବଜୁନିୟର, ଜୁନିୟର ଓ ପରେ ସିନିୟର ବାସ୍କେଟବଲ ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରି ଆଣିଥିଲେ ଗୌରବ।

୧୯୭୨ ମସିହାରେ ସେ ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଖେଳାଳି ହିସାବରେ ଚାକିରି ପାଇ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ସହିତ ଷ୍ଟିଲପ୍ଲାଣ୍ଟ ସ୍ପୋର୍ଟ୍ସ ବୋର୍ଡ ଦଳରେ ମଧ୍ୟ ସ୍ଥାନ ପାଇ ରାଉରକେଲାକୁ ଗର୍ବିତ କରିଥିଲେ। ନିରଞ୍ଜନ କେବଳ ବାସ୍କେଟବଲ ଖେଳାଳି ନୁହଁନ୍ତି, ବରଂ ସେ ହ୍ୟାଣ୍ଡବଲରେ ମଧ୍ୟ ରାଜ୍ୟରେ ଅନେକ ସଫଳତା ପାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ ଝିଅ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରକାଶିତ ହେଲା ପରେ ବ୍ରହ୍ମପୁର, ରାଉରକେଲା ସମେତ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଥିଲା।

ତାଙ୍କ ବିୟୋଗରେ ତାଙ୍କର ଖେଳାଳି ବନ୍ଧୁ ଅଶୋକ ସାହୁ, ଶରତ ଚନ୍ଦ୍ର ପାଢ଼ୀ, ପଞ୍ଚାନନ ଗନ୍ତାୟତ, ଅରବିନ୍ଦ ପାତ୍ର, ବୈଦନାଥ ମିଶ୍ର, ଏସଆର ଷଡଙ୍ଗୀ, ଅର୍ଜୁନ ଭୂୟାଁ, ବିଜୟ ସେଠୀ, ମିନତୀ ମହାପାତ୍ର, ସମ୍ପର୍କୀୟ ଭଉଣୀ ପ୍ରମିଳା ପାତ୍ରଙ୍କ ସମେତ ଖେଳାଳି ନିଖିଳ ପ୍ରଧାନ, ବାବୁଲି ପାଲ, ଅନନ୍ତ ସାମଲ, ସତ୍ୟନାରାୟଣ ପ୍ରଧାନ, ଏନସି ସାହୁ, ବୀରେନ୍ଦ୍ର ମହନ୍ତ, ବଳରାମ ମାଝୀ, ସନ୍ତୋଷ ମହାନ୍ତି, ପିକେ ଠାକୁର, ରଘୁନନ୍ଦନ ପାଢ଼ୀ, ଦୀନବନ୍ଧୁ ଲେଙ୍କା ଓ ପାନପୋଷ କ୍ରୀଡା ସଂଗଠନର ସମସ୍ତ ସଦସ୍ୟ ପ୍ରମୁଖ ନିରଞ୍ଜନଙ୍କ ପରିବାରକୁ ସାନ୍ତ୍ୱନା ଦେବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story