ଆରମ୍ଭ ହେଲା ଇଣ୍ଡିଆନ୍ ପ୍ରିମିୟର ଫୁଟସାଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଫୁଟସାଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନ୍। ମୁମ୍ବାଇରେ ଏକ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଦଘାଟିତ ହୋଇଯାଇଛି। ଉଦ୍ଦଘାଟିନୀ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଓ ଅଭିନେତା ଟାଇଗର ସ୍ରୋଫ୍ ଯୋଗଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ଅନ୍ୟପଟେ ଲୋକପ୍ରିୟ ଖେଳ ଫୁଟବଲର ଛୋଟ ଭର୍ସନ ହେଉଛି ଏହି ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ୍। ଏଥିରେ ପ୍ରତି ଦଳରେ ପାଞ୍ଚ ପାଞ୍ଚ ଜଣ ଖେଳାଳି ଖେଳନ୍ତି।  ରୋନାଲ୍ଡିନୋ , […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁମ୍ବାଇରେ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଫୁଟସାଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସିଜନ୍। ମୁମ୍ବାଇରେ ଏକ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଉଦ୍ଦଘାଟିତ ହୋଇଯାଇଛି। ଉଦ୍ଦଘାଟିନୀ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଓ ଅଭିନେତା ଟାଇଗର ସ୍ରୋଫ୍ ଯୋଗଦେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଉଠାଇଥିଲେ। ଅନ୍ୟପଟେ ଲୋକପ୍ରିୟ ଖେଳ ଫୁଟବଲର ଛୋଟ ଭର୍ସନ ହେଉଛି ଏହି ଫୁଟସାଲ୍ ଟୁର୍ଣ୍ଣାମେଣ୍ଟ୍। ଏଥିରେ ପ୍ରତି ଦଳରେ ପାଞ୍ଚ ପାଞ୍ଚ ଜଣ ଖେଳାଳି ଖେଳନ୍ତି।  ରୋନାଲ୍ଡିନୋ , ରିଆନ ଗିବ୍ସ ଓ ରିକୋ ଜୁଲକରନିନୋଙ୍କ ଭଳି ଲୋକପ୍ରିୟ ତାରକା ଚଳିତ ସିଜନରେ ପଡିଆକୁ ଓହ୍ଲାଇବେ। ପ୍ରଥମ ସିଜନ ଭଳି ଚଳିତ ସିଜନକୁ ନେଇ ଦର୍ଶକ ମାନେ ବେଶ୍ ଉତ୍କଣ୍ଠାରେ ରହିଛନ୍ତି। ଚଳିତ ସିଜନର ମ୍ୟାଚ୍ ଗୁଡିକ ବିଶ୍ୱର ପ୍ରାୟ ୭୫ଟି ଦେଶରେ ପ୍ରସାରିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story