୨୦୨୦ ଅଲିମ୍ପିକ୍ସ ପାଇଁ ଚୟନକର୍ତ୍ତା ଟିମରେ ଓଡ଼ିଆ ଅଲିମ୍ପିଆନ୍ ଅନୁରାଧା

ଭୁବନେଶ୍ୱର: ‘ଗେଲ୍ ଦ ଫାଟେଷ୍ଟ ଇଣ୍ଡିଆନ’ କାର୍ଯ୍ୟକ୍ରମର ଏକ ଟିମରେ ଚୟନକର୍ତ୍ତା ଭାବେ ସ୍ଥାନ ପାଇଛନ୍ତି ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ। ଟୋକିଓରେ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ ପାଇଁ ତୃଣମୂଳସ୍ତରରୁ ଆଥଲେଟିକ୍ସ ଇଭେଣ୍ଟରେ ୧୨-୧୪ ବର୍ଷର ପ୍ରତିଭାକୁ ଚିହ୍ନଟ କରିବା ପାଇଁ ତାଙ୍କ ଟିମକୁ ଦାୟିତ୍ୱ ଦିଆଯାଇଛି। ଏହି ଟିମ ଉଡନ୍ତା ଶିଖ୍ ମିଲଖା ସିଂହଙ୍କ ଅଧୀନରେ କାର୍ଯ୍ୟ କରିବ। ଏଥିରେ ଓଡ଼ିଶାର ଅନୁରାଧାଙ୍କ ସମେତ ଦୈଡ଼ରାଣୀ ପିଟି ଉଷା, ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ […]

anuradha biswal

anuradha biswal

Rakesh Mallick
  • Published: Wednesday, 06 January 2016
  • Updated: 07 January 2016, 03:39 AM IST

Sports

Latest News

ଭୁବନେଶ୍ୱର: ‘ଗେଲ୍ ଦ ଫାଟେଷ୍ଟ ଇଣ୍ଡିଆନ’ କାର୍ଯ୍ୟକ୍ରମର ଏକ ଟିମରେ ଚୟନକର୍ତ୍ତା ଭାବେ ସ୍ଥାନ ପାଇଛନ୍ତି ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ। ଟୋକିଓରେ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ ପାଇଁ ତୃଣମୂଳସ୍ତରରୁ ଆଥଲେଟିକ୍ସ ଇଭେଣ୍ଟରେ ୧୨-୧୪ ବର୍ଷର ପ୍ରତିଭାକୁ ଚିହ୍ନଟ କରିବା ପାଇଁ ତାଙ୍କ ଟିମକୁ ଦାୟିତ୍ୱ ଦିଆଯାଇଛି।

ଏହି ଟିମ ଉଡନ୍ତା ଶିଖ୍ ମିଲଖା ସିଂହଙ୍କ ଅଧୀନରେ କାର୍ଯ୍ୟ କରିବ। ଏଥିରେ ଓଡ଼ିଶାର ଅନୁରାଧାଙ୍କ ସମେତ ଦୈଡ଼ରାଣୀ ପିଟି ଉଷା, ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ସ୍ଥାନ ପାଇଛନ୍ତି। ଅୟୋଜକ ଗେଲ୍ କମ୍ପାନୀ ୧୦୦ ମିଟର, ୨୦୦ ମିଟର, ୪୦୦ମିଟର ଦୌଡ଼ ଓ ଲଙ୍ଗ ଜମ୍ପରେ ଉତ୍କର୍ସ ହାସଲ କରିଥିବା ପ୍ରତିଭାଙ୍କୁ ଅଗ୍ରାଧିକାର ଦେବ। ଏଥିପାଇଁ ଗେଲ କମ୍ପାନୀ ପକ୍ଷରୁ ୧୧ଟି ସହର ଓ ୫୫ଟି ଜିଲ୍ଲାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story