ଦୀର୍ଘ ୧୫ ବର୍ଷ ପରେ ଆଜି ବି ମନେପଡେ ସେହି ମ୍ୟାଚ୍‌: ଭାରତ ପାଇଁ ଥିଲା ଏକ ଅଭୁଲା ଦିନ

ଭୁବନେଶ୍ୱର: ୨୦୦୨ ଆଜିର ଦିନ ଥିଲା ଭାରତୀୟ କ୍ରିକେଟ୍‌ ପାଇଁ ଏକ ଅଭୁଲା ଦିନ। ଯାହା ଭାରତୀୟ କ୍ରିକେଟ୍‌ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା। ଦୀର୍ଘ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ସେଦିନର ସ୍ମୃତି ଆଜି ବି ତାଜା ଭଳି ଲାଗୁଛି। କାରଣ ଆଜିର ଦିନରେ ଭାରତ ନେଟ୍‌ୱେଷ୍ଟ୍‌ ସିରିଜ୍‌ ବିଜୟୀ ହୋଇଥିଲା। ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡ ଲର୍ଡ୍ସ ଠାରେ ଖେଳାଯାଇଥିବା ଏହି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ହରାଇ ବିଜେତା ହୋଇଥିଲା। ଏହି ବିଜୟ […]

ganguly

ganguly

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 04:44 PM IST

Sports

Latest News

ଭୁବନେଶ୍ୱର: ୨୦୦୨ ଆଜିର ଦିନ ଥିଲା ଭାରତୀୟ କ୍ରିକେଟ୍‌ ପାଇଁ ଏକ ଅଭୁଲା ଦିନ। ଯାହା ଭାରତୀୟ କ୍ରିକେଟ୍‌ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଥିଲା। ଦୀର୍ଘ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ସେଦିନର ସ୍ମୃତି ଆଜି ବି ତାଜା ଭଳି ଲାଗୁଛି। କାରଣ ଆଜିର ଦିନରେ ଭାରତ ନେଟ୍‌ୱେଷ୍ଟ୍‌ ସିରିଜ୍‌ ବିଜୟୀ ହୋଇଥିଲା। ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡ ଲର୍ଡ୍ସ ଠାରେ ଖେଳାଯାଇଥିବା ଏହି ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ହରାଇ ବିଜେତା ହୋଇଥିଲା। ଏହି ବିଜୟ ଏଥିପାଇଁ ଗୁରୁତ୍ୱ ବହନ କରେ କାରଣ ପ୍ରଥମ ଥର କୌଣସି ଦିନିକିଆରେ ଭାରତ ୩୨୬ ରନକୁ ଚେଜ୍‌ କରିବାରେ ସଫଳ ହୋଇପାରିଥିଲା। ୩୨୬ ରନ୍‌ ଚେଜ୍‌ କରି ବିଜୟୀ ହେବା ସେତେବେଳେ ବିଶ୍ୱ କ୍ରିକେଟ୍‌ ପାଇଁ ଏକ ରେକର୍ଡଥିଲା। କେବଳ ଏତିକି ନୁହେଁ ଦୁଇଜଣ ଯୁବ କ୍ରିକେଟ୍‌ର ସେଦିନ ନିଜ ପ୍ରତିଭା ବଳରେ ସାରା ବିଶ୍ୱରେ ପରିଚିତ ହୋଇପାରିଥିଲେ। ଯୁବରାଜ ସିଂହ ଓ ମହମଦ୍‌ କୈଫ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ଭାରତକୁ ବିଜୟୀ କରିଥିଲା।

ଏହାପରେ ସେତେବେଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଖୁସି କହିଲେ ନସରେ। ସେ ଖୁସିରେ ଏତେ ଆତ୍ମହରା ହୋଇଯାଇଥିଲେ ଯେ ସମସ୍ତଙ୍କ ସମ୍ମୁଖରେ ନିଜ ପୋଷାକ ଖୋଲି ପ୍ରତିପକ୍ଷ ଖେଳାଳି ଫ୍ଲିଣ୍ଟଫ୍‌ଙ୍କୁ ଇଙ୍ଗିତ କରିଥିଲେ। କାରଣ ଏହା ପୂର୍ବରୁ ଏକ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ହରାଇବା ପରେ ଫ୍ଲିଣ୍ଟଫ୍‌ ନିଜ ପୋଷାକ ଖୋଲି ଭାରତୀୟ ଖେଳାଳିଙ୍କୁ ତାତ୍ସଲ୍ୟ କରିଥିଲେ। ଯାହାର ଜବାବ ଫାଇନାଲ୍‌ ମ୍ୟାଚ୍‌ରେ ଗାଙ୍ଗୁଲି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story