ଗାଙ୍ଗୁଲିଙ୍କ ବଳିଦାନ ଯୋଗୁଁ ରାତାରାତି ଧୋନୀ ପାଲଟିଗଲେ ଷ୍ଟାର୍‌: ସେହୱାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ସଫଳ ଅଧିନାୟକ ଭାବେ ମହେନ୍ଦ୍ରେ ସିଂ ଧୋନୀ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ଦୁଇ ଦୁଇଟି ବିଶ୍ୱକପ ଟାଇଟଲ ହାସଲ କରିଛି। ଯେଉଁଥିପାଇଁ ସାରାବିଶ୍ୱରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ରହିଛନ୍ତି। ହେଲେ ଧୋନୀଙ୍କ ବିଷୟରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସେହୱାଗ ଏକ ଖୁଲାସା କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଧୋନୀଙ୍କ ସଫଳତାର ପଛରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଅବଦାନ ଅଧିକ ରହିଛି। […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 04:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ସଫଳ ଅଧିନାୟକ ଭାବେ ମହେନ୍ଦ୍ରେ ସିଂ ଧୋନୀ ଅନେକ କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ଦୁଇ ଦୁଇଟି ବିଶ୍ୱକପ ଟାଇଟଲ ହାସଲ କରିଛି। ଯେଉଁଥିପାଇଁ ସାରାବିଶ୍ୱରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ରହିଛନ୍ତି। ହେଲେ ଧୋନୀଙ୍କ ବିଷୟରେ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସେହୱାଗ ଏକ ଖୁଲାସା କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଧୋନୀଙ୍କ ସଫଳତାର ପଛରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଅବଦାନ ଅଧିକ ରହିଛି। ସେହୱାଗ ଏହାମଧ୍ୟ କହିଛନ୍ତି ଯେ ବହୁତ କମ ଏମିତି ଅଧିନାୟକ ଥିବେ ଯେଉଁମାନେ ନିଜେ ଖେଳୁଥିବା ସ୍ଥାନରେ କୌଣସି ନୂଆ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ଦିଅନ୍ତି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ୨୦୦୫ ମସିହା ଏପ୍ରିଲ ୫ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଧୋନୀଙ୍କୁ ୩ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଏହି ସ୍ଥାନରେ ପୂର୍ବରୁ ଅଧିନାୟକ ଗାଙ୍ଗୁଲି ନିଜେ ଖେଳୁଥିବା ବେଳେ ସେହି ମ୍ୟାଚ୍‌ରେ କିନ୍ତୁ ସେ ଧୋନୀଙ୍କୁ ବ୍ୟାଟିଂ ପାଇଁ ସୁଯୋଗ ଦେଇଥିଲେ। ଏବଂ ଏହି ମ୍ୟାଚ୍‌ରେ ଧୋନୀ ୧୪୮ରନ ଏକ ବିଶାଳ ପାଳି ଖେଳିଥିଲେ। ଏବଂ ଏହି ମ୍ୟାଚ୍‌ ପରେ ଧୋନୀ ରାତାରାତି ଷ୍ଟାର ପାଲଟି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story