ପାକିସ୍ତାନରେ କୋହିଲ ମାନିଆ; କହିଲେ ବର୍ଷକ ପାଇଁ ଦେଇ ଆମର ପୂରା ଟିମ୍‌ ନେଇଯାଅ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିରୋଧରେ ଜୋରଦାର ବିଜୟ ପରେ ଏବେ ଭାରତୀୟ ଟିମ୍‌ ଓ ବିରାଟ କୋହଲିଙ୍କ ପ୍ରଶଂସା ଚାରିଆଡେ। କେବଳ ଭାରତରେ ନୁହେଁ, ପାକିସ୍ତାନରେ ମଧ୍ୟ ଭାରତୀୟ ଟିମ୍‌କୁ ବହୁତ ପ୍ରଶଂସା କରାଯାଉଛି। ପାକିସ୍ତାନର ଜଣେ ମହିଳା ସାମ୍ବାଦିକ ଏପରି କିଛି ଟ୍ୱିଟ୍‌ କରିଛନ୍ତି ଯାହା ପଢିଲେ ଆପଣ ବି ଭାରତୀୟ ଟିମ୍‌ର ପାରିବା ପଣିଆକୁ ସଲାମ କରିବେ। ନଜରାନା ଗଫ୍ଫାର ନାମକ ଏହି ମହିଳା ସାମ୍ବାଦିକ ଜଣଙ୍କ ଟ୍ୱିଟ୍‌ କରି ଭାରତୀୟ ଟିମ୍‌କୁ […]

virat-kohll

virat-kohll

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 02:17 PM IST

Sports

Latest News

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିରୋଧରେ ଜୋରଦାର ବିଜୟ ପରେ ଏବେ ଭାରତୀୟ ଟିମ୍‌ ଓ ବିରାଟ କୋହଲିଙ୍କ ପ୍ରଶଂସା ଚାରିଆଡେ। କେବଳ ଭାରତରେ ନୁହେଁ, ପାକିସ୍ତାନରେ ମଧ୍ୟ ଭାରତୀୟ ଟିମ୍‌କୁ ବହୁତ ପ୍ରଶଂସା କରାଯାଉଛି। ପାକିସ୍ତାନର ଜଣେ ମହିଳା ସାମ୍ବାଦିକ ଏପରି କିଛି ଟ୍ୱିଟ୍‌ କରିଛନ୍ତି ଯାହା ପଢିଲେ ଆପଣ ବି ଭାରତୀୟ ଟିମ୍‌ର ପାରିବା ପଣିଆକୁ ସଲାମ କରିବେ।

ନଜରାନା ଗଫ୍ଫାର ନାମକ ଏହି ମହିଳା ସାମ୍ବାଦିକ ଜଣଙ୍କ ଟ୍ୱିଟ୍‌ କରି ଭାରତୀୟ ଟିମ୍‌କୁ ବହୁତ ପ୍ରଶଂସା କରିଛନ୍ତି। ତାଙ୍କ ଟ୍ୱିଟ୍‌ ପାକିସ୍ତାନ ଟିମ୍‌କୁ ତାତ୍ସଲ୍ୟ କରିବା ଭଳି ହୋଇଛି। ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ‘ପୂରା ପାକିସ୍ତାନ ଟିମ୍‌କୁ ନେଇଯାଅ, ଆମକୁ ବିରାଟ କୋହଲିଙ୍କୁ ଗୋଟିଏ ବର୍ଷ ପାଇଁ ଦେଇଦିଅ’।

ନଜରାନାଙ୍କ ଏହି ଟ୍ୱିଟ୍‌ ଉପରେ ବହୁତ କମେଟ୍‌ ଆସିବାରେ ଲାଗିଛି। ଅଥର୍ବ ଚିତାଲେ ନାମକ ଜଣଷ ଟ୍ୱିଟର ୟୁଜର କମେଟ୍‌ ଦେଇ କହିଛନ୍ତି,“ଆମେ ଭିକାରୀଙ୍କୁ ଭାଉ ଦେଇ ନ ଥାଉ। କ୍ଷମା କରିବେ, ଏପରିକି ଜିମ୍ବାୱେ ମଧ୍ୟ ଆପଣଙ୍କ ଖେଳାଳିଙ୍କୁ ନେବ ନାହିଁ।”

ଅନ୍ୟ ଜଣେ ଟ୍ୱିଟର ୟୁଜର ଦିୱଜ୍ୟୋତି କେ ଚରଣ ଲେଖିଛନ୍ତି,“ଆମକୁ କୋହଲିଙ୍କୁ ବଞ୍ଚାଇକି ରଖିବାକୁ ପଡିବ, ନ ହେଲେ କେଉଁଦିନ ଏମାନେ ଅହମ୍ମଦ ଶହରାଜ ଓ ବିରାଟ କୋହଲିଙ୍କ ମଧ୍ୟରେ ଏକ୍ସଚେଞ୍ଜ କରିଦେବେ।

ଗତ ୪ ତାରିଖରେ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ୍‌ ବି ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନକୁ ୧୨୪ ରନ୍‌ରେ ପରାସ୍ତ କରିଥିଲା। ପୂରା ମ୍ୟାଚ୍‌ରେ ଭାରତର ଦବଦବା ଦେଖିବାକୁ ମିଳିଥିଲା। କେଉଁଠି ବି ଥରେ ଲାଗି ନ ଥିଲା ପାକିସ୍ତାନ ଟିମ୍‌ ମ୍ୟାଚ୍‌ ବଞ୍ଚାଇ ପାରିବ।

ପାକିସ୍ତାନର ଏପରି ପରାଜୟ ପରେ ପୂର୍ବତନ ଅଧିନାୟକ ତଥା ରାଜନେତା ଇମରାନ ଖାନ କହିଥିଲେ,“ପାକିସ୍ତାନକୁ ଏପରି ହାରୁଥିବା ଦେଖିବା ବହୁତ କଷ୍ଟଦାୟକ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story