ଆଉଟ୍ ନଥିଲେ, ତଥାପି ପ୍ୟାଭିଲିୟନ୍ ଫେରିଲେ ଯୁବରାଜ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଯୁବରାଜ ସିଂହଙ୍କ ପାଇଁ ଗ୍ଲୋବାଲ୍ ଟି-୨୦ ଲିଗ୍ କ୍ୟାନାଡାର ଶୁଭାରମ୍ଭ ଭଲ ରହିନାହିଁ। ଗୁରୁବାର ଟରଣ୍ଟୋ ନ୍ୟାଶନାଲ୍ସ ପକ୍ଷରୁ ଖେଳୁଥିବା ଯୁବରାଜଙ୍କୁ ରନ୍ ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ଯୁବରାଜଙ୍କ ନେତୃତ୍ୱାଧୀନ ଟରଣ୍ଟୋ ନ୍ୟାଶନାଲ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ କ୍ରିସ୍ ଗେଲଙ୍କ ଭ୍ୟାଙ୍କୋଭର୍ ନାଇଟ୍ସକୁ ଭେଟିଥିଲା। ଏହି ମ୍ୟାଚରେ ଗେଲ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲ। ପ୍ରଥମେ […]

yuvi

yuvi

Ranjit Kumar Jena
  • Published: Friday, 26 July 2019
  • Updated: 26 July 2019, 05:37 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଯୁବରାଜ ସିଂହଙ୍କ ପାଇଁ ଗ୍ଲୋବାଲ୍ ଟି-୨୦ ଲିଗ୍ କ୍ୟାନାଡାର ଶୁଭାରମ୍ଭ ଭଲ ରହିନାହିଁ। ଗୁରୁବାର ଟରଣ୍ଟୋ ନ୍ୟାଶନାଲ୍ସ ପକ୍ଷରୁ ଖେଳୁଥିବା ଯୁବରାଜଙ୍କୁ ରନ୍ ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା। ଯୁବରାଜଙ୍କ ନେତୃତ୍ୱାଧୀନ ଟରଣ୍ଟୋ ନ୍ୟାଶନାଲ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ କ୍ରିସ୍ ଗେଲଙ୍କ ଭ୍ୟାଙ୍କୋଭର୍ ନାଇଟ୍ସକୁ ଭେଟିଥିଲା।

ଏହି ମ୍ୟାଚରେ ଗେଲ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲ। ପ୍ରଥମେ ବ୍ୟାଟିଂ କରୁଥିବା ଟରଣ୍ଟୋ ନ୍ୟାଶନାଲ୍ସ ଆରମ୍ଭରୁ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ୱିକେଟ୍ ହରାଇଥିଲା। ଅନ୍ୟତମ ଓପ୍ନର ରଡ୍ରିଗୋ ଟମାସ ଦ୍ରୁତ ୪୧ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଟରଣ୍ଟୋର ମିଡିଲ୍ ଅର୍ଡର ନିରାଶ କରିଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କ୍ୟାପଟେନ୍ ଯୁବରାଜ ନିରାଶ କରିଥିଲେ। ଯୁବରାଜ ୨୭ ବଲରେ ୧୪ ରନର ଧିମା ଖେଳିଥିଲେ ଏବଂ ଅଜବ ଢ଼ଙ୍ଗରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଇନିଂସର ଅଷ୍ଟମ ଓଭରରେ ରିଜୱାନ୍ ଚୀମାଙ୍କ ବଲ୍ ଯୁବରାଜଙ୍କ ବ୍ୟାଟରେ ବାଜି ୱିକେଟକିପରଙ୍କୁ ଗ୍ଲୋଭକୁ ଯାଇଥିଲା। କିପର ଟୋବିଆସ୍ ଭିସେ କ୍ୟାଚ୍ ଛାଡ଼ି ଦେଇଥିଲେ। କିନ୍ତୁ ବଲଟି ଷ୍ଟମ୍ପରେ ବାଜିଥିଲା। ଏହି ସମୟରେ ଯୁବିଙ୍କ ପାଦ କ୍ରିଜ୍ ଭିତରେ ଥିଲା, କିନ୍ତୁ ଥାର୍ଡ ଅମ୍ପାୟାରଙ୍କ ଦ୍ୱାରା ନିଷ୍ପତ୍ତି ଦିଆଯିବା ପୂର୍ବରୁ ଯୁବରାଜ ବାହାରକୁ ଚାଲିଯାଇଥିଲେ।

ଯୁବିଙ୍କ ଆଉଟ୍ ପରେ କାଇରନ୍ ପୋଲାର୍ଡ ବ୍ୟାଟିଂ କରିବାକୁ ଆସି ମାତ୍ର ୧୩ ବଲରେ ଦ୍ରୁତ ୩୦ ରନ୍ କରିଥିଲେ, ଯାହା ବଳରେ ଟିମ୍ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା। ଜବାବରେ ଗେଲଙ୍କ ଟିମ୍ ୧୭.୨ ଓଭରରେ ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story