ଭୁବନେଶ୍ୱର: ଆସନ୍ତାକାଲି ମହିଳା ବିଶ୍ୱକପ ଗ୍ରାଣ୍ଡ ଫିନାଲେ। ଲର୍ଡସ ଠାରେ ଟାଇଟଲ ପାଇଁ ସାମ୍ନାସାମ୍ନି ହେବେ ଆୟୋଜକ ଇଂଲଣ୍ଡ ଏବଂ ଭାରତ। ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ଭାରତ ବିଶ୍ୱକପ ତାଜ୍ ପିନ୍ଧିବା ଲକ୍ଷ୍ୟରେ। ସେମିରେ ମହିଳା କ୍ରିକେଟର ନମ୍ବର ଓ୍ୱାନ ଟିମ୍ ଅଷ୍ଟ୍ରେଲିଆକୁ ହରାଇଥିବା ମିତାଲି ବାହିନୀର ମନୋବଳ ଏବେ ଉଚ୍ଚରେ। ଟୁର୍ଣ୍ଣାମେଣ୍ଟରେ ପୁରା ଫର୍ମରେ କ୍ୟାପଟେନ୍ ମିତାଲି। ଇଂଲଣ୍ଡ ବିପକ୍ଷରେ ମଧ୍ୟ ତାଙ୍କର ଏହି ପ୍ରଦର୍ଶନ ଜାରି ରହିବ ବୋଲି ଆଶା କରାଯାଉଛି। ପୁଣି ଲିଗ ମ୍ୟାଚରେ ଇଂଲଣ୍ଡକୁ ହରାଇଥିବାରୁ ଆଗ୍ରେସିଭ୍ ମୁଡ୍ରେ ରହିଛନ୍ତି ଭାରତୀୟ ଖେଳାଳି।
ଏଣେ ହୋମ ଗ୍ରାଉଣ୍ଡରେ ବିଶ୍ୱକପ୍ ତାଜ୍ ପିନ୍ଧିବା ଲକ୍ଷ୍ୟରେ ଇଂଲଣ୍ଡ ଟିମ୍। ଲିଗ୍ ମ୍ୟାଚ୍ରେ ଭାରତଠାରୁ ହାରିଥିଲେ ହେଁ ବାକି ମ୍ୟାଚରେ ଆକର୍ଷଣୀୟ ଖେଳ ଜାରି ରଖିଛି। ସେପଟେ ୧୨ବର୍ଷ ପରେ ଦ୍ୱିତୀୟ ଥର ଫାଇନାଲ ଖେଳୁଥିବା ଭାରତ ଟାଇଟଲ୍ ଜିତିବ ବୋଲି ଆଶା ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।