ଗାଙ୍ଗୁଲିଙ୍କୁ ଅଭିନନ୍ଦନ ଜଣାଇଲେ ସେହ୍ୱାଗ ଓ ଲକ୍ଷ୍ମଣ

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ତାଙ୍କୁ କ୍ରିକେଟ୍ ଜଗତ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଟ୍ୱିଟର ଜରିଆରେ ଗାଙ୍ଗୁଲିଙ୍କୁ ବଧେଇ ଜଣାଇଛନ୍ତି। ସେହ୍ୱାଗ ଲେଖିଛନ୍ତି, ଦାଦା ଆପଣଙ୍କୁ ଅଭିନନ୍ଦନ। “ବିଳମ୍ବ, କିନ୍ତୁ ଅନ୍ଧାର ନୁହେଁ। ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ଭଲ ସଙ୍କେତ। ଆଶା କରୁଛି ଯେ ଭାରତୀୟ କ୍ରିକେଟରେ […]

sehwag-laxman

sehwag-laxman

Ranjit Kumar Jena
  • Published: Tuesday, 15 October 2019
  • Updated: 15 October 2019, 07:18 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କ୍ୟାପଟେନ୍ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ। ଏହି ପରିପ୍ରେକ୍ଷୀରେ ତାଙ୍କୁ କ୍ରିକେଟ୍ ଜଗତ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ଟ୍ୱିଟର ଜରିଆରେ ଗାଙ୍ଗୁଲିଙ୍କୁ ବଧେଇ ଜଣାଇଛନ୍ତି। ସେହ୍ୱାଗ ଲେଖିଛନ୍ତି, ଦାଦା ଆପଣଙ୍କୁ ଅଭିନନ୍ଦନ। "ବିଳମ୍ବ, କିନ୍ତୁ ଅନ୍ଧାର ନୁହେଁ। ଭାରତୀୟ କ୍ରିକେଟ୍ ପାଇଁ ଏହା ଏକ ଭଲ ସଙ୍କେତ। ଆଶା କରୁଛି ଯେ ଭାରତୀୟ କ୍ରିକେଟରେ ଆପଣଙ୍କ ଯୋଗଦାନ ନିଶ୍ଚିତ ସଫଳ ରହିବ।"

ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ମଧ୍ୟ ଟ୍ୱିଟ୍ କରିଛନ୍ତି, ଖେଳାଳିରୁ କ୍ୟାପଟେନ୍ ଏବଂ ପରେ ବିସିସିଆଇ ଅଧ୍ୟକ୍ଷ ହେବା ନେଇ ଦାଦାଙ୍କୁ ଅଭିନନ୍ଦନ। ଜଣେ ସଫଳ କ୍ୟାପଟେନ୍ ବିସିସିଆଇର ମଙ୍ଗ ଧରିବା ଭାରତୀୟ କ୍ରିକେଟ୍ ପାଇଁ ଶୁଭ ସଙ୍କେତ। ଆଶା କରୁଛି, ଏଥିରେ ଇନୋଭେଟିଭ୍ ଏବଂ ଅତ୍ୟାବଶ୍ୟକ ଜିନିଷ ନିଶ୍ଚିତ ପୂରଣ ହେବ।

ପୂର୍ବତନ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଗାଙ୍ଗୁଲିଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଲକ୍ଷ୍ମଣ କହିଛନ୍ତି, ବିସିସିଆଇର ଅଧ୍ୟକ୍ଷ ହେବା ନେଇ ଆପଣଙ୍କୁ ଅଭିନନ୍ଦନ। ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଆପଣଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ନିଶ୍ଚିତ ଆଗକୁ ବଢ଼ିବ। ଆପଣଙ୍କୁ ନୂଆ ଭୂମିକା ପାଇଁ ଅଭିନନ୍ଦନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story