ସଚିନ୍‌: ଏ ବିଲିୟନ ଡ୍ରିମ୍ସ ଫିଲ୍ମର ଭିଲିଆନ୍‌ଙ୍କ ଚର୍ଚ୍ଚିତ ବୟାନ, କହିଲେ କାହାଣୀ ମିଛ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ସଚିନ: ଏ ବିଲିୟନ ଡ୍ରିମ୍ସ ଫିଲ୍ମ ଏବେ ଚର୍ଚ୍ଚାରେ। ଏହି ଫିଲ୍ମ ରିଲିଜ୍‌ର ମାତ୍ର ୫ଦିନ ହୋଇଥିବା ବେଳେ ଏହାକୁ ଅନେକ ସଫଳତା ମିଳିସାରିଲାଣି। ସଚିନଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ୍‌ ସଚିନ୍‌ ପ୍ରଶଂସକଙ୍କୁ ବେଶ୍‌ ଛୁଇଁପାରିଛି। ଏହାସହ ଫିଲ୍ମରେ ଏମିତି କିଛି ରୋଚକ ତଥ୍ୟ ଅଛି ଯାହା ଅନେକଙ୍କୁ ଅଡୁଆରେ ପକାଇଛି। ଏହି ଫିଲ୍ମରେ ୨୦୦୭ ବିଶ୍ୱକପ ସଂପର୍କିତ ଏକ ଦୃଶ୍ୟ ଅଛି। ଯେଉଁଥିରେ ସଚିନ୍‌ ତତ୍‌କାଳୀନ କୋଚ୍‌ […]

sachin-a-billion-dreams-759

sachin-a-billion-dreams-759

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 11:25 PM IST

Sports

Latest News

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ସଚିନ: ଏ ବିଲିୟନ ଡ୍ରିମ୍ସ ଫିଲ୍ମ ଏବେ ଚର୍ଚ୍ଚାରେ। ଏହି ଫିଲ୍ମ ରିଲିଜ୍‌ର ମାତ୍ର ୫ଦିନ ହୋଇଥିବା ବେଳେ ଏହାକୁ ଅନେକ ସଫଳତା ମିଳିସାରିଲାଣି। ସଚିନଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ୍‌ ସଚିନ୍‌ ପ୍ରଶଂସକଙ୍କୁ ବେଶ୍‌ ଛୁଇଁପାରିଛି। ଏହାସହ ଫିଲ୍ମରେ ଏମିତି କିଛି ରୋଚକ ତଥ୍ୟ ଅଛି ଯାହା ଅନେକଙ୍କୁ ଅଡୁଆରେ ପକାଇଛି।

ଏହି ଫିଲ୍ମରେ ୨୦୦୭ ବିଶ୍ୱକପ ସଂପର୍କିତ ଏକ ଦୃଶ୍ୟ ଅଛି। ଯେଉଁଥିରେ ସଚିନ୍‌ ତତ୍‌କାଳୀନ କୋଚ୍‌ ଗ୍ରେଗ୍‌ ଚାପେଲଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ବିଷୟରେ ବିଶ୍ୱକପକୁ ଯିବା ପୂର୍ବରୁ ବୋର୍ଡ୍‌କୁ ଜଣାଇଥିଲେ। ହେଲେ ଏହି ଫିଲ୍ମ ଦେଖିବା ପରେ ଫିଲ୍ମର ଏକମାତ୍ର ଭିଲିଆନ୍‌ ଗ୍ରେଗ୍‌ ଚାପେଲ ଏହାକୁ ଖଣ୍ଡନ କରିଛନ୍ତି। ସେ ଏକ ଇଣ୍ଟଭ୍ୟୁରେ କହିଛନ୍ତି ଯେ ସତ କଣ ବିସିସିଆଇ ଜାଣିଛି। ତେଣୁ ସତ ଯଦି କେହି ଜାଣିବାକୁ ଚାହାଁନ୍ତି ତେବେ ସେ ବୋର୍ଡ ସହ ସମ୍ପର୍କ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story