ସ୍ୱାଧୀନତା ଦିବସରେ କ୍ରୀଡ଼ାବିତ୍ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପୂର୍ବତନ କ୍ରିକେଟର୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କବିତା ଦ୍ୱାରା ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବେଳେ ବିସିସିଆଇ ଏକ ଭିଡିଓ ଶେୟାର୍ କରିଛି, ଯେଉଁଥିରେ ଭାରତୀୟ କ୍ରିକେଟ୍ ଟିମର ସଦସ୍ୟମାନେ ସ୍ୱାଧୀନତା ଦିବସର ବଧେଇ ଜଣାଇଛନ୍ତି। #TeamIndia wishes everyone a very Happy Independence Day Jai […]

india1

india1

Ranjit Kumar Jena
  • Published: Thursday, 15 August 2019
  • Updated: 15 August 2019, 08:55 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପୂର୍ବତନ କ୍ରିକେଟର୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କବିତା ଦ୍ୱାରା ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବେଳେ ବିସିସିଆଇ ଏକ ଭିଡିଓ ଶେୟାର୍ କରିଛି, ଯେଉଁଥିରେ ଭାରତୀୟ କ୍ରିକେଟ୍ ଟିମର ସଦସ୍ୟମାନେ ସ୍ୱାଧୀନତା ଦିବସର ବଧେଇ ଜଣାଇଛନ୍ତି।

ଭିଡିଓରେ କ୍ୟାପଟେନ୍ ବିରାଟ୍ କୋହଲି, ରୋହିତ୍ ଶର୍ମା, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍ ଆୟର୍, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଖଲୀଲ ଅହମ୍ମଦଙ୍କ ବ୍ୟତୀତ କୋଚ୍ ରବି ଶାସ୍ତ୍ରୀଙ୍କୁ ଦେଖିବାକୁ ମିଳିଛି।

ସେହିପରି 'ଭାରତ ରତ୍ନ' ସଚିନ ତେନ୍ଦୁଲକର କହିଛନ୍ତି, ସାରା ବିଶ୍ୱରେ ଥିବା ଭାରତୀୟଙ୍କୁ ସ୍ୱାଧୀପତା ଦିବସର ଶୁଭକାମନା। ୭୨ ବର୍ଷରେ ଆମେ ଯାହା ହାସଲ କରିଛୁ, ସେଥିପାଇଁ ଆମେ ଗର୍ବିତ। ପିଲାମାନଙ୍କ ପିଲାଦିନକୁ ବିକଶିତ କରିବା ଦ୍ୱାରା ଆମେ ନିଜ ଦେଶକୁ ସୁସ୍ଥ, ଧନଶାଳୀ ଏବଂ ପରବର୍ତ୍ତୀ ପୀଢ଼ି ପାଇଁ ଖୁସି ରଖିପାରିବୁ।

ଗମ୍ଭୀର କହିଛନ୍ତି, ମେରେ ଲହୁ ସେ ଭିଗକର୍ ଭି, ୟେ ମିଟ୍ଟି ରେହନୀ ଚାହିୟେ, ମେ ରହୁ ୟା ନା ରହୁ, ମେରା ଦେଶ ରନା ଚାହିୟେ। ୭୩ତମ ସ୍ୱାଧୀନତା ଦିବସରେ ଆମେ ଆମ ଦେଶର ପ୍ରଗତି ଏବଂ ଶାନ୍ତିର କାମନା କରୁଛୁ। ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭକାମନା। ଜୟ ହିନ୍ଦ।

ସେହିପରି ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ, ମହିଳା ରେସଲର୍ ଗୀତା ଫୋଗତ୍, ସାକ୍ଷୀ ମଲିକ୍, ରୋହିତ୍ ଶର୍ମା, ବିରାଟ୍ କୋହଲି ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story