ନୂଆଦିଲ୍ଲୀ: ଆଜି ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପୂର୍ବତନ କ୍ରିକେଟର୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କବିତା ଦ୍ୱାରା ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବେଳେ ବିସିସିଆଇ ଏକ ଭିଡିଓ ଶେୟାର୍ କରିଛି, ଯେଉଁଥିରେ ଭାରତୀୟ କ୍ରିକେଟ୍ ଟିମର ସଦସ୍ୟମାନେ ସ୍ୱାଧୀନତା ଦିବସର ବଧେଇ ଜଣାଇଛନ୍ତି।
#TeamIndia wishes everyone a very Happy Independence Day
Jai Hind 🇮🇳#IndependenceDay pic.twitter.com/z2Ji00T2l0
— BCCI (@BCCI) August 14, 2019
ଭିଡିଓରେ କ୍ୟାପଟେନ୍ ବିରାଟ୍ କୋହଲି, ରୋହିତ୍ ଶର୍ମା, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍ ଆୟର୍, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଖଲୀଲ ଅହମ୍ମଦଙ୍କ ବ୍ୟତୀତ କୋଚ୍ ରବି ଶାସ୍ତ୍ରୀଙ୍କୁ ଦେଖିବାକୁ ମିଳିଛି।
Happy Independence Day to all Indians! Proud of what we’ve achieved in the last 72 years. Let us all Invest in Early Childhood Development .. this can keep our nation healthy, wealthy & happy for generations to come. pic.twitter.com/tsY87YLySu
— Sachin Tendulkar (@sachin_rt) August 15, 2019
ସେହିପରି 'ଭାରତ ରତ୍ନ' ସଚିନ ତେନ୍ଦୁଲକର କହିଛନ୍ତି, ସାରା ବିଶ୍ୱରେ ଥିବା ଭାରତୀୟଙ୍କୁ ସ୍ୱାଧୀପତା ଦିବସର ଶୁଭକାମନା। ୭୨ ବର୍ଷରେ ଆମେ ଯାହା ହାସଲ କରିଛୁ, ସେଥିପାଇଁ ଆମେ ଗର୍ବିତ। ପିଲାମାନଙ୍କ ପିଲାଦିନକୁ ବିକଶିତ କରିବା ଦ୍ୱାରା ଆମେ ନିଜ ଦେଶକୁ ସୁସ୍ଥ, ଧନଶାଳୀ ଏବଂ ପରବର୍ତ୍ତୀ ପୀଢ଼ି ପାଇଁ ଖୁସି ରଖିପାରିବୁ।
मेरे लहू से भीगकर भी, ये मिट्टी रहनी चाहिए; मैं रहूँ या न रहूँ, मेरा देश रहना चाहिए. 73वें स्वतंत्रता दिवस पर हम अपने देश की प्रगति और शांति की कामना करते हैं । आप सभी को स्वतंत्रता दिवस की हार्दिक शुभकामनाएँ ! जय हिंद 🇮🇳 #स्वतंत्रतादिवस pic.twitter.com/iU7QF3JvRV
— Gautam Gambhir (@GautamGambhir) August 15, 2019
ଗମ୍ଭୀର କହିଛନ୍ତି, ମେରେ ଲହୁ ସେ ଭିଗକର୍ ଭି, ୟେ ମିଟ୍ଟି ରେହନୀ ଚାହିୟେ, ମେ ରହୁ ୟା ନା ରହୁ, ମେରା ଦେଶ ରନା ଚାହିୟେ। ୭୩ତମ ସ୍ୱାଧୀନତା ଦିବସରେ ଆମେ ଆମ ଦେଶର ପ୍ରଗତି ଏବଂ ଶାନ୍ତିର କାମନା କରୁଛୁ। ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭକାମନା। ଜୟ ହିନ୍ଦ।
दे सलामी इस तिरंगे को,
जिससे तेरी शान है,
सर हमेशा ऊँचा रखना इसका,
जब तक दिल में जान है।
Happy #IndependenceDayIndia !
Jai Hind pic.twitter.com/5PNKqZTuzj— Virender Sehwag (@virendersehwag) August 15, 2019
This Indipendence day Let us all pledge to build our country with better healthcare, equal opportunities and education for all. Lets empower ourselves by empowering others as power is the ability to do good things for others. Jai Hind. 🙏🇮🇳 pic.twitter.com/FsFbUGV5OE
— yuvraj singh (@YUVSTRONG12) August 15, 2019
Wishing every Indian a Happy Independence Day. Let's work together towards progress of our country and create the India of our dreams. 🇮🇳 Jai Hind.
— Virat Kohli (@imVkohli) August 15, 2019
Happy Independence Day to my fellow Indians🇮🇳 Our nation has been through a lot this year,Mother Nature has been rough on us but the way we stood up & protected our wildlife is inspiring. Let’s continue to love & protect our animals & marine life. The circle of life is fragile
— Rohit Sharma (@ImRo45) August 15, 2019
आन देश की शान देश की, देश की हम संतान हैं,
तीन रंगों से रंगा तिरंगा, अपनी ये पहचान है!
वन्देमातरम !! स्वतंत्रता दिवस मुबारक हो !! 🇮🇳 🇮🇳💪🏻 pic.twitter.com/V5q3ILFbo2— Sakshi Malik (@SakshiMalik) August 15, 2019
सभी देशवासियों को #स्वतंत्रतादिवस की हार्दिक शुभकामनाएं जय हिंद जय भारत 🇮🇳🇮🇳 pic.twitter.com/1drgtylkB2
— geeta phogat (@geeta_phogat) August 15, 2019
ସେହିପରି ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ, ମହିଳା ରେସଲର୍ ଗୀତା ଫୋଗତ୍, ସାକ୍ଷୀ ମଲିକ୍, ରୋହିତ୍ ଶର୍ମା, ବିରାଟ୍ କୋହଲି ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।