କରାଟେ କୋଚ୍‌ ହରିପ୍ରସାଦ ପଟ୍ଟନାୟକଙ୍କୁ ଏମ୍‌.ବି ସ୍ମାରକୀ କଳିଙ୍ଗରତ୍ନ କ୍ରୀଡା ପୁରସ୍କାର

ଭୁବନେଶ୍ୱର: କରାଟେ କୋଚ୍‌ ହରିପ୍ରସାଦ ପଟ୍ଟନାୟକ ପାଇବେ ଏମ୍‌.ବି ସ୍ମାରକୀ କଳିଙ୍ଗରତ୍ନ କ୍ରୀଡା ପୁରସ୍କାର। ରଗବୀ ଫୁଲବଲ ପାଇଁ ହମ୍ପୁ ମାଝି, କରାଟେ ପାଇଁ ପାୟଲ ବରାଳ, ଫୁଟବଲ ପାଇଁ ରାମେଶ୍ୱର ପହି, ଭାରୋତ୍ତୋଳନ ପାଇଁ ସାଧୁ ସୋରେନ୍‌ ଆଦି ୫ ଜଣ ତୃଣମୂଳସ୍ତରର ଖେଳାଳିଙ୍କୁ ଏମ୍.ବି କ୍ରୀଡା ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ୫ ଜଣ ଖେଳାଳିଙ୍କୁ ୧୦ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯିବ।

hara

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 10:59 PM IST

Related story