ଚେନ୍ନାଇ ସୁପର କିଙ୍ଗସ ସହ ହରଭଜନଙ୍କ ଆଇପିଏଲ ଚୁକ୍ତି ଶେଷ

ନୂଆଦିଲ୍ଲୀ: ଭେଟରାନ ସ୍ପିନର ହରଭଜନ ସିଂହଙ୍କ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ ଚୁକ୍ତି ଆଜି ଶେଷ ହୋଇଛି। ଏ ସମ୍ପର୍କରେ ଭଜି ନିଜେ ଟ୍ୱିଟ କରି ସୂଚନା ଦେଇଥିବା ବେଳେ ଚେନ୍ନାଇକୁ ଶୁଭେଚ୍ଛା ଜଣାଇଛନ୍ତି। ହରଭଜନ କହିଛନ୍ତି, ସିଏସକେ ସହ ଖେଳି ବହୁ ଭଲ ଅଭଜ୍ଞା ସାଉଁଟିଛି। ଚେନ୍ନାଇ ସୁପର କିଙ୍ଗସ ସହ ଆଜି ମୋର ଚୁକ୍ତି ଶେଷ ହୋଇଛି। ଚେନ୍ନାଇ ଟିମ୍‌ରେ ଥିବା ବେଳେ ଅନେକ ସ୍ମରଣୀୟ ଘଟଣା ଘଟିଛି ଓ ଅନେକ ବନ୍ଧୁତା […]

h

h

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 06:33 PM IST

Sports

Latest News

ନୂଆଦିଲ୍ଲୀ: ଭେଟରାନ ସ୍ପିନର ହରଭଜନ ସିଂହଙ୍କ ଆଇପିଏଲ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ ଚୁକ୍ତି ଆଜି ଶେଷ ହୋଇଛି। ଏ ସମ୍ପର୍କରେ ଭଜି ନିଜେ ଟ୍ୱିଟ କରି ସୂଚନା ଦେଇଥିବା ବେଳେ ଚେନ୍ନାଇକୁ ଶୁଭେଚ୍ଛା ଜଣାଇଛନ୍ତି। ହରଭଜନ କହିଛନ୍ତି, ସିଏସକେ ସହ ଖେଳି ବହୁ ଭଲ ଅଭଜ୍ଞା ସାଉଁଟିଛି।

ଚେନ୍ନାଇ ସୁପର କିଙ୍ଗସ ସହ ଆଜି ମୋର ଚୁକ୍ତି ଶେଷ ହୋଇଛି। ଚେନ୍ନାଇ ଟିମ୍‌ରେ ଥିବା ବେଳେ ଅନେକ ସ୍ମରଣୀୟ ଘଟଣା ଘଟିଛି ଓ ଅନେକ ବନ୍ଧୁତା ସୃଷ୍ଟି ହୋଇଛି। ସିଏସକେ ସହ ଥିବା ବେଳେ ଘଟିଥିବା ଅନେକ ସ୍ମରଣୀୟ ମୁହୂର୍ତ୍ତ ଦୀର୍ଘ ବର୍ଷ ଧରି ମନେ ରହିବ।

ଚେନ୍ନାଇ ସହ ଦୁଇ ବର୍ଷ ରହିଥିବାରୁ ମୁଁ ଟିମ ମ୍ୟାନେଜମେଣ୍ଟ, ଷ୍ଟାଫ ଓ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଉଛି। ଦଳକୁ ମୋ ତରଫରୁ ଶୁଭେଚ୍ଛା ବୋଲି ଭଜି ଟ୍ୱିଟ କରିଛନ୍ତି। ଭଜି ୨୦୨୦ ଆଇପିଏଲରେ ବ୍ୟକ୍ତିଗତ କାରଣ ପାଇଁ ଯୋଗ ଦେଇ ନଥିଲେ। କରୋନା ଯୋଗୁ ଆଇପିଏଲର ୧୩ତମ ସଂସ୍କରଣ ଦୁବାଇରେ ଖେଳା ଯାଇଥିଲା। ୨୦୧୮ରେ ଆଇପିଏଲ ଜିତିଥିବା ଚେନ୍ନାଇ ଟିମ୍‌ରେ ହରଭଜନ ରହିଥିଲେ। ୨୦୧୯ରେ ମଧ୍ୟ ସେ ଚେନ୍ନାଇକୁ ପ୍ରତିନିଧିତ୍ୱ କରିଥିଲେ।

ଆଇପିଏଲ ଆରମ୍ଭରୁ ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ। ହେଲେ ୨୦୧୮ରେ ଚେନ୍ନାଇ ତାଙ୍କୁ କିଣିଥିଲେ। ସେ ଆଇପିଏଲରେ ୧୬୦ଟି ମ୍ୟାଚ୍‌ ଖେଳି ୧୫୦ଟି ୱିକେଟ ନେଇଛନ୍ତି। ଭାରତ ପାଇଁ ଭଜି ୧୦୩ଟି ଟେଷ୍ଟ, ୨୩୬ଟି ଦିନିକିଆ ଓ ୨୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୬ ଟି-୨୦ ବିଶ୍ୱକପରେ ସେ ଶେଷଥର ପାଇଁ ଭାରତୀୟ ଦଳରେ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story