ଡେବ୍ୟୁ ମ୍ୟାଚ୍‌ର ପ୍ରଥମ ଓଭରରେ ୨୧ ରନ୍‌ ଦେବା ପରେ ହାର୍ଦ୍ଦିକଙ୍କୁ କ’ଣ କହିଥିଲେ ଧୋନି ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଏବେ ନୂଆ ଷ୍ଟାର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଓଭରରେ ପାଣ୍ଡ୍ୟା ୨୧ ରନ୍‌ ବ୍ୟୟ କରିଥିଲେ। କ୍ରିସ୍‌ ଲେନ୍‌ ପାଣ୍ଡ୍ୟାଙ୍କ ଳାଇନ୍‌ ଲେନ୍ଥ ବିଗାଡି ଦେଇଥିଲେ। ଏପରି ସ୍ଥିତିରେ ପାଣ୍ଡ୍ୟା ବହୁତ ଚିନ୍ତିତ ହୋଇଯାଇଥିଲେ। କ’ଣ କରିବେ, କ’ଣ କରିବେ ନାହିଁ କିଛି ଭାବି ପାରୁ ନଥିଲେ। ଏହି ସମୟରେ ଧୋନି ତାଙ୍କୁ ଏପରି କିଛି କଥା […]

hardik_dhoni

hardik_dhoni

Rakesh Mallick
  • Published: Monday, 04 December 2017
  • Updated: 04 December 2017, 04:48 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଏବେ ନୂଆ ଷ୍ଟାର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ର ପ୍ରଥମ ଓଭରରେ ପାଣ୍ଡ୍ୟା ୨୧ ରନ୍‌ ବ୍ୟୟ କରିଥିଲେ। କ୍ରିସ୍‌ ଲେନ୍‌ ପାଣ୍ଡ୍ୟାଙ୍କ ଳାଇନ୍‌ ଲେନ୍ଥ ବିଗାଡି ଦେଇଥିଲେ। ଏପରି ସ୍ଥିତିରେ ପାଣ୍ଡ୍ୟା ବହୁତ ଚିନ୍ତିତ ହୋଇଯାଇଥିଲେ। କ’ଣ କରିବେ, କ’ଣ କରିବେ ନାହିଁ କିଛି ଭାବି ପାରୁ ନଥିଲେ। ଏହି ସମୟରେ ଧୋନି ତାଙ୍କୁ ଏପରି କିଛି କଥା କହିଥିଲେ, ଯାହା ଶୁଣିବା ପରେ ସେ ଶାନ୍ତ ହୋଇଯାଇଥିଲେ। ଆସନ୍ତୁ ଜାଣିବା ପାଣ୍ଡ୍ୟାଙ୍କ ଡେବ୍ୟୁ ମ୍ୟାଚ୍‌ର ପ୍ରଥମ ଓଭର ପରେ ଧୋନି ତାଙ୍କୁ କ’ଣ ଗୁରୁମନ୍ତ୍ର ଦେଇଥିଲେ।

ଏକ ସାକ୍ଷାତକରରେ ଏନେଇ ପାଣ୍ଡ୍ୟା ସେଦିନ ଧୋନି ଦେଇଥିବା ଗୁରୁମନ୍ତ୍ର ବିଷୟରେ କହିଛନ୍ତି। କଥାଟା ଏମିତି ଥିଲା। ୨୧ ରନ୍‌ ବ୍ୟୟ କରିବା ପରେ ପାଣ୍ଡ୍ୟା ବହୁତ ନର୍ଭସ୍‌ ହୋଇଯାଇଥିଲେ। ଏହି ସମୟରେ ଧୋନି ତାଙ୍କ ପାଖକୁ ଆସି କହିଥିଲେ ‘ଆଉ ଗୋଟେ ଓଭର ପକାଇବ’। ୧.୧ ଓଭର ବେଳକୁ ପାଣ୍ଡ୍ୟା ୨୮ ରନ୍‌ ବ୍ୟୟ କରି ସାରିଥିଲେ। ହେଲେ ପରେ ମ୍ୟାଚ୍‌ରେ ସେ ୭-୮ ରନ୍ ଆଭରେଜ୍‌ରେ ବୋଲିଂ କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଧୋନି କହିଥିଲେ, ‘ମୁଁ ଜାଣିଥିଲି ତୁ ଭଳ ବୋଲିଂ କରିବୁ’।

ସେହିପରି ଅନ୍ୟ ଏକ ସିରିଜରେ ପାଣ୍ଡ୍ୟା ଲେନ୍‌ଙ୍କୁ ଆଉଟ୍‌ କରିବା ପରେ ବହୁତ ଉତ୍ସାହିତ ହୋଇପଡିଥିଲେ। ସେତେବେଳେ ମାହି ତାଙ୍କ ପାଖକୁ ଯାଇ କହିଥିଲେ, ‘ଶେଷ ଥର ପାଇଁ ତୁମେ ଏମିତି କରୁଛ। ଏପରି କଲେ ତୁମ ଉପରେ ଫାଇନ୍‌ ଲାଗି ପାରେ ଅଥବା ପ୍ଲେଇଂ ଇଲେଭେନ୍‌ରୁ ବାଦ ପଡିପାର’।

ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା: ନିଜର ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ପାଣ୍ଡ୍ୟା ଏବେ ଚର୍ଚ୍ଚାରେ ଅଛନ୍ତି। ଶିଖର ଧୱନଙ୍କ କାରଣରୁ ସେ ଏପରି ହେୟାର ଷ୍ଟାଇଲ୍‌ କରିଥିବା କହିଛନ୍ତି। ସେ କହିଛନ୍ତି, “ମୁଁ ଧୱନଙ୍କୁ ମୋର କିଛି ବାଳ କାଟି ଦେବାକୁ କହିଥିଲି। ହେଲେ ସେ ଅଧିକା କାଟିଦେଲେ। ମୁଁ କହିଲି ଚାଲୋ ଠିକ୍‌ ହେ ଚଲେଗା।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story