ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ:ଯେଉଁଥିରେ ରହିଛି ଏକାଧିକ ରେକର୍ଡ, ଯାହା କୌଣସି ଭାରତୀୟ କରିପାରିନାହାଁନ୍ତି

ଭୁବନେଶ୍ୱର: ଟିମ୍‌ ଇଣ୍ଡିଆର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ସର୍ବଦା ନିଜର ବିସ୍ଫୋରକ ଖେଳ ପାଇଁ ବେଶ୍‌ ଜଣାଶୁଣା। ବ୍ୟାଟିଂ ହେଉ କିମ୍ବା ବୋଲିଂ ସବୁଥିରେ ସେ ମାହିର। ନିଜର ଆକ୍ରମଣାତ୍ମକ ଖେଳ ପାଇଁ ସେ ସର୍ବଦା ଚର୍ଚ୍ଚିତ ରହିଥାନ୍ତି। ଏଭଳି ଆଉ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଶ୍ରୀଲଙ୍କାର ପାଲିକେଲ ଟେଷ୍ଟରେ। ଏହି ଟେଷ୍ଟରେ ସେ ବିସ୍ଫୋରକ ୧୦୮ ରନର ପାଳି ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ମାତ୍ର ୯୬ ବଲ୍‌ରେ ୧୦୮ […]

pandya1

pandya1

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 04:11 PM IST

Sports

Latest News

ଭୁବନେଶ୍ୱର: ଟିମ୍‌ ଇଣ୍ଡିଆର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ସର୍ବଦା ନିଜର ବିସ୍ଫୋରକ ଖେଳ ପାଇଁ ବେଶ୍‌ ଜଣାଶୁଣା। ବ୍ୟାଟିଂ ହେଉ କିମ୍ବା ବୋଲିଂ ସବୁଥିରେ ସେ ମାହିର। ନିଜର ଆକ୍ରମଣାତ୍ମକ ଖେଳ ପାଇଁ ସେ ସର୍ବଦା ଚର୍ଚ୍ଚିତ ରହିଥାନ୍ତି। ଏଭଳି ଆଉ ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଶ୍ରୀଲଙ୍କାର ପାଲିକେଲ ଟେଷ୍ଟରେ।

ଏହି ଟେଷ୍ଟରେ ସେ ବିସ୍ଫୋରକ ୧୦୮ ରନର ପାଳି ଖେଳି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ମାତ୍ର ୯୬ ବଲ୍‌ରେ ୧୦୮ ରନ୍‌ କରିଛନ୍ତି ଯେଉଁଥିରେ ରହିଛି ୭ଟି ବିଶାଳ ଛକା। ତାଙ୍କର ଏହି ଶତକୀୟ ପାଳି ମଧ୍ୟରେ ସେ ଗୋଟିଏ ଓଭରରୁ ୨୬ ରନ ହାସଲ କରି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଯାହା ଏପର୍ଯ୍ୟନ୍ତ କୌଣସି ଭାରତୀୟ କରିପାରିନାହାଁନ୍ତି।

ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଲ ଦେବ ଟେଷ୍ଟ ମ୍ୟାଚରେ ଏକ ଓଭରରୁ ସର୍ବାଧିକ ୨୪ରନ୍‌ ହାସଲ କରିଥିଲେ। ଯାହା ପାଣ୍ଡ୍ୟା ଏହି ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଏହାସହ ଟେଷ୍ଟ ମ୍ୟଚ୍‌ରେ ଗୋଟିଏ ଓଭରରେ ହ୍ୟାଟ୍ରିକ୍‌ ଛକା ମାରିବାରେ ମଧ୍ୟ ଧୋନୀ ଓ କପିଲ ଦେବଙ୍କ ସମକକ୍ଷ ହୋଇଛନ୍ତି। ଏହାପୂର୍ବରୁ କପିଲ ଦେବ ଓ ଧୋନୀଙ୍କ ନାଁରେ ଗୋଟିଏ ଓଭରରେ ହ୍ୟାଟ୍ରିକ ଛକା ମିରିବାର ରେକର୍ଡ ଥିଲା।

କେବଳ ଏତିକି ନୁହେଁ ଚଳିତ ବର୍ଷ ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ପାଣ୍ଡ୍ୟାଙ୍କ ନାଁରେ ରହିଛି। ସେ ଏପର୍ଯ୍ୟନ୍ତ ସର୍ବାଧିକା ୨୬ଟି ଛକା ମାରିଥିବା ବେଳେ , ବିରାଟ କୋହଲି ୧୯, ରାବିନ୍ଦ୍ର ଜାଡ଼େଜା ୧୪, ଧୋନୀ ୧୩ ଓ ଯୁବରଜା ୧୦ ଟି ଛକା ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story