ଫାଇନାଲ୍ ମ୍ୟାଚ୍ ଦେଖିବା ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚିଲେ ହରମନପ୍ରୀତଙ୍କ ପରିବାର

ମେଲବର୍ଣ୍ଣ: ଭାରତ ପ୍ରଥମଥର ଲାଗି ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ସହ ହେବ। ଏଭଳି ଏକ ବିଶେଷ ମୁହୂର୍ତ୍ତର ପ୍ରତ୍ୟକ୍ଷଦର୍ଶୀ ହେବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ମାତା-ପିତା। ହରମନପ୍ରୀତଙ୍କ ମାତା-ପିତା ଫାଇନାଲ୍ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି ଏବଂ ଷ୍ଟାଡିୟମରେ ପ୍ରଥମଥର ନିଜ ଝିଅକୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ପାଇବେ। ଏ ନେଇ ଖୋଦ୍ ହରମନପ୍ରୀତ ସୂଚନା ଦେଇଛନ୍ତି। କୌର୍ କହିଛନ୍ତି, […]

kaur-parents

kaur-parents

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 09:08 PM IST

Sports

Latest News

ମେଲବର୍ଣ୍ଣ: ଭାରତ ପ୍ରଥମଥର ଲାଗି ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ଫାଇନାଲରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ସହ ହେବ। ଏଭଳି ଏକ ବିଶେଷ ମୁହୂର୍ତ୍ତର ପ୍ରତ୍ୟକ୍ଷଦର୍ଶୀ ହେବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ମାତା-ପିତା। ହରମନପ୍ରୀତଙ୍କ ମାତା-ପିତା ଫାଇନାଲ୍ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛନ୍ତି ଏବଂ ଷ୍ଟାଡିୟମରେ ପ୍ରଥମଥର ନିଜ ଝିଅକୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ପାଇବେ। ଏ ନେଇ ଖୋଦ୍ ହରମନପ୍ରୀତ ସୂଚନା ଦେଇଛନ୍ତି।

କୌର୍ କହିଛନ୍ତି, ମୋ ମାତା-ପିତା ଏଠାରେ ଅଛନ୍ତି ଏବଂ ସେମାନେ ଗୁରୁବାର ମ୍ୟାଚ୍ ମଧ୍ୟ ଦେଖିକାକୁ ଚାହୁଁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଦେଖିପାରିଲେ ନାହିଁ। ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି, ସେତେବେଳେ ମୋ ବାପା ମୋତେ କ୍ରିକେଟ୍ ଖେଳୁଥିବାର ଦେଖିଥିଲେ। ମୋ ମା' ମୋତେ କେବେବି କ୍ରିକେଟ୍ ଖେଳୁଥିବାର ଦେଖିନାହାନ୍ତି। କିନ୍ତୁ ମୁଁ ଚାହୁଁଥିଲି ଯେ ସେ ମୋତେ କ୍ରିକେଟ୍ ଖେଳୁଥିବାର ଦେଖନ୍ତୁ ଏବଂ ଆଜି ସେହି ସୌଭାଗ୍ୟ ମୋତେ ମିଳିଛି।

ସେହିପରି ହରମନପ୍ରୀତ ଫାଇନାଲ୍ ମ୍ୟାଚକୁ ନେଇ କହିଛନ୍ତି, ଫାଇନାଲରେ ପହଞ୍ଚିବା ନେଇ ଆମେ ଆଶାବାଦୀ ଥିଲୁ। କାରଣ ଟିମର ସବୁ ଖେଳାଳିଙ୍କ ମନୋବଳ ଊର୍ଦ୍ଧ୍ୱରେ ଥିଲା। ଫାଇନାଲରେ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବୁ। ଯଦି ଆମେ ଏଠାରେ ବିଜେତା ହେଲୁ, ତାହେଲେ ଆମକୁ ନିଶ୍ଚିତ ଭାବେ ସମ୍ମାନ ମିଳି ଏବଂ ସ୍ୱଦେଶରେ ମଧ୍ୟ ଭରପୂର ଭଲପାଇବା ମିଳିବ ବୋଲି କୌର୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story