ଜାଡ଼େଜାଙ୍କୁ କୋହଲି ଚାପୁଡ଼ା ମାରିବା ଉଚିତ: କୁନି ପୁଅର କାନ୍ଦ ଭାଇରାଲ୍‌

<p>[vc_video link=&quot;&quot; align=&quot;center&quot;]</p> <p>ଚାମ୍ପିୟନ୍ସ ଟ୍ରଫିରେ ଲଜ୍ଜାଜନକ ପରାଜୟ ପରେ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି ଟିମ୍ ଇଣ୍ଡିଆକୁ। ଫାଇନାଲ୍&zwnj; ମ୍ୟାଚ୍&zwnj;ରେ ଯେଉଁଭଳି ଟିମ୍&zwnj; ଇଣ୍ଡିଆ ପ୍ରଦର୍ଶନ କଲା ଏହାକୁ ନେଇ ସାରା ଦେଶ ମର୍ମାହତ। ବିଶେଷ ଭାବେ କ୍ରିକେଟ୍&zwnj;ପ୍ରେମୀଙ୍କୁ ଏହା ନିରାଶ କରିଛି। ଫାଇନାଲ୍&zwnj; ମ୍ୟାଚ୍&zwnj; ପାଇଁ ସମସ୍ତେ ବେଶ ଆଶାବାଦୀ ଥିଲେ ହେଲେ ଭାରତ ବୋଲିଂ ବ୍ୟାଟିଂ ଓ ଫିଲ୍ଡିଂ, ସମସ୍ତ ବିଭାଗରେ ଫେଲ୍&zwnj; ହୋଇଥିଲା। ବୋଲିଂରେ ଭାରତ ପ୍ରଭାବଶାଳୀ ହୋଇନଥିବା ବେଳେ ବ୍ୟାଟିଂରେ ଜଣକ ପରେ ଜଣେ ଆଉଟ୍&zwnj; ହୋଇ ପାକିସ୍ତାନ ଆଗରେ ଆତ୍ମସମର୍ପଣ କରିଥିଲେ। ଯାହା ଭାରତୀୟ କ୍ରିକେଟ୍&zwnj; ଫ୍ୟାନ୍&zwnj;ଙ୍କୁ ଅନେକ କଷ୍ଟ ଦେଇଥିଲା। ମ୍ୟାଚ୍&zwnj;ର ଶେଷ ପର୍ଯ୍ୟାୟରେ ଅଲରାଉଣ୍ଡର ପାଣ୍ଡ୍ୟା ଯେଉଁଭଳି ଆକର୍ଷଣୀୟ ପାଳି ଖଳୁଥିଲେ ଭାରତପାଇଁ ଆଶାରକିରଣ ସୃଷ୍ଟି ହୋଇଥିଲା। କିନ୍ତୁ ହଠାତ ସେ ରନ୍&zwnj; ଆଉଟ୍&zwnj; ହୋଇଯାଇଥିଲେ ଯାହା ସମସ୍ତଙ୍କୁ ବେଶ ନିରାଶ କରିଥିଲା। କାରଣ କ୍ରିଜ୍&zwnj;ର ଅନ୍ୟପଟେ ଥିବା ଜାଡେଜା ଚାହିଁଥିଲେ ସେ ପାଣ୍ଡ୍ୟାଙ୍କୁ ରନ୍&zwnj;ଆଉଟ୍&zwnj;ରୁ ବଞ୍ଚାଇ ପାରିଥାନ୍ତେ। ହେଲେ ସେ ନିଜେ ସୁରକ୍ଷିତ ରହିବେ ବୋଲି ପଣ୍ଡ୍ୟାଙ୍କୁ ରନ୍&zwnj; ଆଉଟ୍&zwnj; କରାଇଥିଲେ। ଆଉ ଏହି ରନ୍&zwnj;ଆଉଟ୍&zwnj; ପରେ ସମସ୍ତେ ସ୍ତବ୍ଦ୍&zwnj; ହୋଇଯାଇଥିଲେ। ପ୍ୟାଣ୍ଡ୍ୟା ଏକମାତ୍ର ଖେଳାଳି ଭାବେ ବିସ୍ଫୋରକ ଖେଳ ପ୍ରଦର୍ଶନ କରୁଥିଲେ। ପକିସ୍ତାନର ସମସ୍ତ ବୋଲରଙ୍କୁ ସେ ନିର୍ଦ୍ଧୁମ ପ୍ରହାର କରିଚାଲିଥିଲେ। ଠିକ୍&zwnj; ଏହି ସମୟର ରନ୍&zwnj; ଆଉଟ୍&zwnj; ଭାରତର ଆଶାକୁ ଧୁଳିସାତ କରିଦେଇଥିଲା। ଏହାପରେ ଅନେକ୍&zwnj; କ୍ରିକେଟ୍&zwnj; ଫ୍ୟାନ୍&zwnj; ଦୁଖଃରେ ଭାଙ୍ଗି ପଡିଥିଲେ। ଏଭଳି ପରିସ୍ଥିତିରେ ଜଣେ କୁନି ପ୍ରଶଂସକ କାନ୍ଦୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଯାହା ଭାରତ ପରାଜୟର ଦୁଃଖକୁ ଗଭୀର ଭାବରେ ବୟାନ କରିଛି। ମ୍ୟାଚରେ ଜାଡେଜାଙ୍କ ଖରାପ ପ୍ରଦର୍ଶନ ପାଇଁ ବିରାଟ କୋହଲି ତାଙ୍କୁ ଚାପୁଡା ମାରିବା ଉଚିତ୍&zwnj; କହି ସେ କାନ୍ଦିଚାଲିଥିଲେ। ମାଙ୍କ ଅନେକ ବୁଝାଇବା ପରେ ମଧ୍ୟ ତାଙ୍କ ମନରୁ ଭାରତର ହାରିବା କଷ୍ଟ କମୁନଥିଲା ଓ ସେ ସେମିତି କାନ୍ଦି ଚାଲିଥିଲେ।</p>

Ordigital Desk
  • Published: Tuesday, 20 June 2017
  • Updated: 20 June 2017, 06:38 PM IST

Sports

Latest News

<p>[vc_video link=&quot;&quot; align=&quot;center&quot;]</p><p>ଚାମ୍ପିୟନ୍ସ ଟ୍ରଫିରେ ଲଜ୍ଜାଜନକ ପରାଜୟ ପରେ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି ଟିମ୍ ଇଣ୍ଡିଆକୁ। ଫାଇନାଲ୍&zwnj; ମ୍ୟାଚ୍&zwnj;ରେ ଯେଉଁଭଳି ଟିମ୍&zwnj; ଇଣ୍ଡିଆ ପ୍ରଦର୍ଶନ କଲା ଏହାକୁ ନେଇ ସାରା ଦେଶ ମର୍ମାହତ। ବିଶେଷ ଭାବେ କ୍ରିକେଟ୍&zwnj;ପ୍ରେମୀଙ୍କୁ ଏହା ନିରାଶ କରିଛି। ଫାଇନାଲ୍&zwnj; ମ୍ୟାଚ୍&zwnj; ପାଇଁ ସମସ୍ତେ ବେଶ ଆଶାବାଦୀ ଥିଲେ ହେଲେ ଭାରତ ବୋଲିଂ ବ୍ୟାଟିଂ ଓ ଫିଲ୍ଡିଂ, ସମସ୍ତ ବିଭାଗରେ ଫେଲ୍&zwnj; ହୋଇଥିଲା। ବୋଲିଂରେ ଭାରତ ପ୍ରଭାବଶାଳୀ ହୋଇନଥିବା ବେଳେ ବ୍ୟାଟିଂରେ ଜଣକ ପରେ ଜଣେ ଆଉଟ୍&zwnj; ହୋଇ ପାକିସ୍ତାନ ଆଗରେ ଆତ୍ମସମର୍ପଣ କରିଥିଲେ। ଯାହା ଭାରତୀୟ କ୍ରିକେଟ୍&zwnj; ଫ୍ୟାନ୍&zwnj;ଙ୍କୁ ଅନେକ କଷ୍ଟ ଦେଇଥିଲା। ମ୍ୟାଚ୍&zwnj;ର ଶେଷ ପର୍ଯ୍ୟାୟରେ ଅଲରାଉଣ୍ଡର ପାଣ୍ଡ୍ୟା ଯେଉଁଭଳି ଆକର୍ଷଣୀୟ ପାଳି ଖଳୁଥିଲେ ଭାରତପାଇଁ ଆଶାରକିରଣ ସୃଷ୍ଟି ହୋଇଥିଲା। କିନ୍ତୁ ହଠାତ ସେ ରନ୍&zwnj; ଆଉଟ୍&zwnj; ହୋଇଯାଇଥିଲେ ଯାହା ସମସ୍ତଙ୍କୁ ବେଶ ନିରାଶ କରିଥିଲା। କାରଣ କ୍ରିଜ୍&zwnj;ର ଅନ୍ୟପଟେ ଥିବା ଜାଡେଜା ଚାହିଁଥିଲେ ସେ ପାଣ୍ଡ୍ୟାଙ୍କୁ ରନ୍&zwnj;ଆଉଟ୍&zwnj;ରୁ ବଞ୍ଚାଇ ପାରିଥାନ୍ତେ। ହେଲେ ସେ ନିଜେ ସୁରକ୍ଷିତ ରହିବେ ବୋଲି ପଣ୍ଡ୍ୟାଙ୍କୁ ରନ୍&zwnj; ଆଉଟ୍&zwnj; କରାଇଥିଲେ। ଆଉ ଏହି ରନ୍&zwnj;ଆଉଟ୍&zwnj; ପରେ ସମସ୍ତେ ସ୍ତବ୍ଦ୍&zwnj; ହୋଇଯାଇଥିଲେ। ପ୍ୟାଣ୍ଡ୍ୟା ଏକମାତ୍ର ଖେଳାଳି ଭାବେ ବିସ୍ଫୋରକ ଖେଳ ପ୍ରଦର୍ଶନ କରୁଥିଲେ। ପକିସ୍ତାନର ସମସ୍ତ ବୋଲରଙ୍କୁ ସେ ନିର୍ଦ୍ଧୁମ ପ୍ରହାର କରିଚାଲିଥିଲେ। ଠିକ୍&zwnj; ଏହି ସମୟର ରନ୍&zwnj; ଆଉଟ୍&zwnj; ଭାରତର ଆଶାକୁ ଧୁଳିସାତ କରିଦେଇଥିଲା। ଏହାପରେ ଅନେକ୍&zwnj; କ୍ରିକେଟ୍&zwnj; ଫ୍ୟାନ୍&zwnj; ଦୁଖଃରେ ଭାଙ୍ଗି ପଡିଥିଲେ। ଏଭଳି ପରିସ୍ଥିତିରେ ଜଣେ କୁନି ପ୍ରଶଂସକ କାନ୍ଦୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଯାହା ଭାରତ ପରାଜୟର ଦୁଃଖକୁ ଗଭୀର ଭାବରେ ବୟାନ କରିଛି। ମ୍ୟାଚରେ ଜାଡେଜାଙ୍କ ଖରାପ ପ୍ରଦର୍ଶନ ପାଇଁ ବିରାଟ କୋହଲି ତାଙ୍କୁ ଚାପୁଡା ମାରିବା ଉଚିତ୍&zwnj; କହି ସେ କାନ୍ଦିଚାଲିଥିଲେ। ମାଙ୍କ ଅନେକ ବୁଝାଇବା ପରେ ମଧ୍ୟ ତାଙ୍କ ମନରୁ ଭାରତର ହାରିବା କଷ୍ଟ କମୁନଥିଲା ଓ ସେ ସେମିତି କାନ୍ଦି ଚାଲିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos