ଗାଲେ ଟେଷ୍ଟ ହାରିଲା ଭାରତ, ଦୁଇ ଅଙ୍କ ଛୁଇଁ ପାରିଲେନି ୭ ଖେଳାଳି

ଗାଲେ: ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଜିତିବା ମ୍ୟାଚକୁ ଶ୍ରୀଲଙ୍କା ଠାରୁ ହାରି ଯାଇଛି ଭାରତ। ପ୍ରଥମ ଟେଷ୍ଟ ମ୍ୟାଚ୍ ଶେଷ ହେବାର ଦିନକ ପୂର୍ବରୁ ୬୩ ରନରେ ଶ୍ରୀଲଙ୍କାଠାରୁ ହାରିଯାଇଛି ଭାରତ। ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୮୩ ରନରେ ଅଲ୍ ଆଉଟ ହୋଇଯାଇଥିଲା। ଭାରତ ପ୍ରଥମ ଇନିଂସରେ ୩୭୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଣୁ ଭାରତ ଏକପାଖିଆ ଭାବେ ଏହି ମ୍ୟାଚ୍ ଜିତି ଯିବ ବୋଲି କୁହାଯାଉଥିଲା। କିନ୍ତୁ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୬୭ […]

Herath seven razes India for 112

Herath seven razes India for 112

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 09:50 AM IST

Sports

Latest News

Herath seven razes India for 112ଗାଲେ: ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଜିତିବା ମ୍ୟାଚକୁ ଶ୍ରୀଲଙ୍କା ଠାରୁ ହାରି ଯାଇଛି ଭାରତ। ପ୍ରଥମ ଟେଷ୍ଟ ମ୍ୟାଚ୍ ଶେଷ ହେବାର ଦିନକ ପୂର୍ବରୁ ୬୩ ରନରେ ଶ୍ରୀଲଙ୍କାଠାରୁ ହାରିଯାଇଛି ଭାରତ। ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୮୩ ରନରେ ଅଲ୍ ଆଉଟ ହୋଇଯାଇଥିଲା। ଭାରତ ପ୍ରଥମ ଇନିଂସରେ ୩୭୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଣୁ ଭାରତ ଏକପାଖିଆ ଭାବେ ଏହି ମ୍ୟାଚ୍ ଜିତି ଯିବ ବୋଲି କୁହାଯାଉଥିଲା। କିନ୍ତୁ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୩୬୭ ରନ୍ କରିଥିଲା ଓ ଭାରତକୁ ଏହି ଟେଷ୍ଟ୍ ମ୍ୟାଚ ଜିତିବା ପାଇଁ ୧୭୬ ରନର ଟାର୍ଗେଟ ଦେଇଥିଲା। ଏ ଟାର୍ଗେଟ ବେଶ ସହଜ ମନେ ହେଉଥିଲେ ହେଁ ଶ୍ରୀଲଙ୍କାର ବୋଲିଂ ଆଗରେ ଚକମା ଖାଇଯାଇଥିଲା ଭାରତ ଆଉ ପୂରା ଟିମ୍ ମାତ୍ର ୧୧୨ ରନ୍ (୪୯.୫ ଓଭରର) କରି ଅଲ୍ ଆଉଟ୍ ହୋଇଯାଇଥିଲା।

Herath seven razes India for 112 ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ସେମାନେ ହେଲେ ଲକେଶ ରାହୁଲ(୧୯ ବଲରୁ ୫ ରନ), ରୋହିତ ଶର୍ମା(୧୬ ବଲରୁ ୪ ରନ), ବିରାଟ କୋହିଲ(୧୪ ବଲରୁ ୩ ରନ),ରିଦ୍ଧିମାନ ଶାହା(୧୧ ବଲରୁ ୨ ରନ), ହରଭଜନ ସିଂ(୮ ବଲରୁ ୧ରନ), ଆର ଅଶ୍ୱିନୀ (୨୨ ବଲରୁ ୩ ରନ) ଓ ଭିଆର ଆରୋନ୍(୧୫ ବଲରୁ ୧ ରନ) କରିଥିଲେ। ଦୁଇ ଅଙ୍କ ଛୁଇଁ ଥିବା ବ୍ୟାଟ୍ସମ୍ୟାନ ହେଲେ ଶିଖର ଧୱନ(୧୧୯ ବଲରୁ ୨୮ ରନ), ଇଶାନ୍ତ ଶର୍ମା(୪୪ ବଲରୁ ୧୦ ରନ), ଆଜିଙ୍କ୍ୟ ରାହାଣେ(୯୭ ବଲରୁ ୩୬ ରନ) ଓ ଅମିତ ମିଶ୍ରା(୪୬ ବଲରୁ ୧୫ ରନ)। ଶ୍ରୀଲଙ୍କା ପକ୍ଷରୁ ରଙ୍ଗନା ହେରାଥ ୨୧ ଓଭର ବୋଲିଂ କରି ୪୮ ରନ ଦେଇ ୭ଟି ୱିକେଟ ହାସଲ କରିଥିବାବେଳେ ଶ୍ରୀଲଙ୍କାର ଅଲରାଉଣ୍ଡର ଥାରିଣ୍ଡୁ କୌଶଲ ୧୭.୫ ଓଭର ବୋଲିଂ କରି ୪୭ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଛି। ଦେଶବାସୀ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତର ଏହି ପରାଜୟ କ୍ରିକେଟପ୍ରେମୀଙ୍କୁ ହତୋତ୍ସାହିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story