ପାଣ୍ଡ୍ୟା ବିବାଦ ପରେ ଭାଇରାଲ ହେଲା ଡ୍ରାଭିଡ୍‌ଙ୍କ ଭିଡିଓ

ବେଙ୍ଗାଲୁରୁ: କରନ୍‌ ଜୋହରଙ୍କ ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ ଶୋ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିବା ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ହେବାପରେ ଏବେ ସେଭଳି ଏକ ଟିଭି ଶୋ’ରେ କ୍ରିକେଟ୍‌ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ଉପସ୍ଥିତ ବୁଦ୍ଧି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ଏମ୍‌ଟିଭି ପକ୍ଷରୁ ଏକ କାର୍ଯ୍ୟକ୍ରମରେ ତାଙ୍କ ମୁହଁରୁ କଥା ବାହାର କରିବାର ପ୍ରୟାସ କରାଯାଉଥିଲେ ମଧ୍ୟ ଚାଲାକ ଡ୍ରାଭିଡ୍‌ ଚତୁରତାର ସହିତ ଏଡ଼ାଇ ଯାଇଥିବାର ଭିଡିଓ ଏବେ ବେଶ୍‌ […]

dravid

dravid

Subrat Kumar Nayak
  • Published: Saturday, 12 January 2019
  • Updated: 12 January 2019, 10:57 AM IST

Sports

Latest News

ବେଙ୍ଗାଲୁରୁ: କରନ୍‌ ଜୋହରଙ୍କ ଟିଭି ଶୋ’ ‘କଫି ୱିଥ୍‌ କରନ୍‌’ ଶୋ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିବା ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟକୁ ନେଇ ବିବାଦ ହେବାପରେ ଏବେ ସେଭଳି ଏକ ଟିଭି ଶୋ’ରେ କ୍ରିକେଟ୍‌ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ଉପସ୍ଥିତ ବୁଦ୍ଧି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ଏମ୍‌ଟିଭି ପକ୍ଷରୁ ଏକ କାର୍ଯ୍ୟକ୍ରମରେ ତାଙ୍କ ମୁହଁରୁ କଥା ବାହାର କରିବାର ପ୍ରୟାସ କରାଯାଉଥିଲେ ମଧ୍ୟ ଚାଲାକ ଡ୍ରାଭିଡ୍‌ ଚତୁରତାର ସହିତ ଏଡ଼ାଇ ଯାଇଥିବାର ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ଜଣେ ଝିଅ ରାହୁଲଙ୍କୁ ପ୍ରଶ୍ନ କରୁଛନ୍ତି, ଆପଣ ଏମିତି ପ୍ରସିଦ୍ଧ ହେବାପରେ କେମିତି ଅନୁଭବ କରୁଛନ୍ତି ? ଆପଣଙ୍କର ଏତେ ସିଙ୍ଗାପୁର ଫ୍ୟାନ୍‌ ଅଛନ୍ତି। ରାହୁଲ ଉତ୍ତର ରଖୁଛନ୍ତି, ଆପଣଙ୍କୁ ଜାଣିବାକୁ ହେବ ଯେ ଆପଣ କ୍ରିକେଟ୍‌ ଖେଳୁଛନ୍ତି। ତାହା ହିଁ ଆପଣଙ୍କ ପାଇଁ ପ୍ରସିଦ୍ଧି ଆଣିଛି।

ଏହାପରେ ଭିଡିଓଟି ୧୦ ମିନିଟ୍‌ ଆଗକୁ ଚାଲିଯାଉଛି ଏବଂ ଡ୍ରାଭିଡ୍‌ କହୁଥିବାର ଶୁଣିବାକୁ ମିଳୁଛି, “ହଁ ସେ ରାହୁଲ ଡ୍ରାଭିଡ୍‌ ହିଁ ଥିଲା।” କ୍ୟାମେରାରେ ସବୁ ଦୃଶ୍ୟ ଶୁଟିଂ ହେଉଥିବା ଜାଣିନଥିବା ରାହୁଲ ଡ୍ରାଭିଡ୍‌ ଏବେ ଆହୁରି ସାଧାରଣ ପୋଜ୍‌ରେ ବସିବା ପାଇଁ କିଛି ଗୋଟେ ଖାଇବା ଆରମ୍ଭ କରୁଛନ୍ତି।

ଏହା ପରେ ଝିଅଟି ଆହୁରି ପାଖେଇ ଆସି ଅଧିକ ନିକଟତର ହେବାକୁ ଆରମ୍ଭ କରୁଛନ୍ତି ଏବଂ କହିବାକୁ ଆରମ୍ଭ କରୁଛନ୍ତି, “ମୁଁ ବେଶ୍‌ କିଛି ଦିନ ହେଲା ଆପଣଙ୍କର ପ୍ରଶଂସକ, ମ୍ୟାଲେସିଆ ଆସିବାରେ ମୋର ଏକମାତ୍ର ଉଦ୍ଦେଶ୍ୟ ଆପଣଙ୍କୁ ଭେଟିବା। ମୁଁ ଆପଣଙ୍କ ବେଙ୍ଗାଲୁରୁସ୍ଥିତ କଳଷଜ୍‌ ବି ଯାଇଥିଲି, ଆପଣ ବସୁଥିବା ଶ୍ରେଣୀରେ ବି ବସିଥିଲି ଅନୁଭବ କରିବା ପାଇଁ ଯେ ଆପଣଙ୍କ ପାଖରେ ବସିଲେ କେମିତି ଅନୁଭବ ହୁଏ। ମୁଁ ଆପଣଙ୍କ ସହିତ ହ୍ୟାଣ୍ଡସେକ୍‌ କରିବାକୁ ଚାହେଁ।”

ଏହାପରେ ଝିଅ ଜଣକ ରାହୁଲଙ୍କ ସହିତ ହ୍ୟାଣ୍ଡସେକ୍‌ କରିବା ସହିତ ଲଗାତାର ପ୍ରଶଂସା ଜାରି ରଖି କହୁଛନ୍ତି, “ଆପଣ କ୍ରିକେଟ୍‌ ଖେଳିବାବେଳୁ ମୁଁ ଆପଣଙ୍କ ପ୍ରଶଂସକ, ଆପଣଙ୍କୁ ଟିଭିରେ ସବୁବେଳେ ଦେଖେ, ମୁଁ ଆପଣଙ୍କ ଆଡ଼କୁ ଖୁବ୍‌ ଆକର୍ଷିତ...ଆଉ ସବୁବେଳେ ଗୋଟିଏ କଥା କହିବାକୁ ଚାହେଁ..”

ଏଇଠି ସେ ଅଟକି ଯାଇ ରାହୁଲଙ୍କୁ ପଚାରନ୍ତି, “ରାହୁଲ, ମୋତେ ବିବାହ କରିବାକୁ ଚାହିଁବ?” ରାହୁଲଙ୍କୁ ଏ ପ୍ରଶ୍ନ ଝଟ୍‌କା ଲାଗିଛି। ଝିଅ ଜଣକ ପ୍ଲିଜ୍‌ ପ୍ଲିଜ୍‌ କହିବାପରେ ଡ୍ରାଭିଡ୍‌ ଉତ୍‌କ୍ଷିପ୍ତ ହୋଇ କହୁଛନ୍ତି, “ତୁମେ କ’ଣ ପାଗଳ ହୋଇଯାଇଛ ନା କ’ଣ।”

ଏହାପରେ ଏକ ନାଟକୀୟ ମୋଡ଼ ନେଉଛ ଘଟଣା, ଯେତେବେଳେ ଯୁବତୀ ତାଙ୍କ ବାପାଙ୍କୁ ଡାକୁଛନ୍ତି ଏବଂ ସେ ସଚିନ୍‌ ସଚିନ୍‌ କହି ଡ୍ରାଭିଡ୍‌ଙ୍କୁ ବସିବାପାଇଁ ଅନୁରୋଧ କରୁଛନ୍ତି। ଡ୍ରାଭିଡ୍‌ଙ୍କୁ ବହୁ ଅନୁରୋଧ କରିବାପରେ ସେ ବସିବା ସହିତ ଯୁବତୀଙ୍କ ବୟସ ପଚାରୁଛନ୍ତି। ସେ ବୟସ ୨୦ କହିବାରୁ ଯୁବତୀଙ୍କୁ ଏବଂ ତାଙ୍କ ବାପାଙ୍କୁ ବୁଝଆଉଛନ୍ତି ତାଙ୍କ ବୟସ ଅନୁଯାୟୀ ସେ ପାଠ ପଢ଼ାରେ ଧ୍ୟାନ ଦିଅନ୍ତୁ ଏବଂ ଏହା ବିବାହ ବୟସ ନୁହେଁ।

ଅନେକ ଲୋକ ପାଣ୍ଡ୍ୟା ବିବାଦ ପରେ ଏହି ଭିଡିଓକୁ ଶେୟାର କରି କହୁଛନ୍ତି, ତୁମେ ଉଦାହରଣ ସୃଷ୍ଟି କରିପାରିବ ଯଦି ତାହା ତୁମ ଭିତରେ ଥିବ।
https://twitter.com/FlawedSenorita/status/1082988090291937280

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story