ଆଜିଠୁ ପ୍ରି-କ୍ୱାର୍ଟର୍‌: ଜିତିଲେ ଟ୍ରଫି ପାଇଁ ୩ ପାଦ ଦୂର, ହାରିଲେ ୪ ବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ବ ହେଉଛି ଫିଫା ବିଶ୍ୱକପର ଅସଲ ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡ  ଜିତିଲେ ଟ୍ରଫି ପାଇଁ ରହିବ ଆଉ ମାତ୍ର ୩ ଟି ପାହାଚ। ତେବେ ଆଜି ପ୍ରଥମ ଦିନରେ ଖେଳାଯିବ ଦୁଇଟି ହାଇଭୋଲଟେଜ୍ ମ୍ୟାଚ୍। ଭାରତୀୟ ସମୟ ସଂଧ୍ୟା ସାଢେ ୭ଟାରେ ଫ୍ରାନ୍ସ-ଆର୍ଜେଣ୍ଟିନା ଓ ରାତି ସାଢେ ୧୧ ଟାରେ ହେବ ପର୍ତ୍ତୁଗାଲ-ଉରୁରଗୁ ମୁକାବିଲା। ଆଜିଠୁ ଆରମ୍ଭ ହେଉଛି ବିଗ୍ ଫାଇଟ। ଟକ୍କର ଏମିତି ସେମିତି ନୁହେଁ, ସାମ୍ନାସାମ୍ନି ହେବେ ବିଶ୍ୱର ଶ୍ରେଷ୍ଠ […]

dev

dev

Rakesh Mallick
  • Published: Saturday, 30 June 2018
  • Updated: 01 July 2018, 07:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ବ ହେଉଛି ଫିଫା ବିଶ୍ୱକପର ଅସଲ ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡ  ଜିତିଲେ ଟ୍ରଫି ପାଇଁ ରହିବ ଆଉ ମାତ୍ର ୩ ଟି ପାହାଚ। ତେବେ ଆଜି ପ୍ରଥମ ଦିନରେ ଖେଳାଯିବ ଦୁଇଟି ହାଇଭୋଲଟେଜ୍ ମ୍ୟାଚ୍। ଭାରତୀୟ ସମୟ ସଂଧ୍ୟା ସାଢେ ୭ଟାରେ ଫ୍ରାନ୍ସ-ଆର୍ଜେଣ୍ଟିନା ଓ ରାତି ସାଢେ ୧୧ ଟାରେ ହେବ ପର୍ତ୍ତୁଗାଲ-ଉରୁରଗୁ ମୁକାବିଲା।Image result for france vs argentina

ଆଜିଠୁ ଆରମ୍ଭ ହେଉଛି ବିଗ୍ ଫାଇଟ। ଟକ୍କର ଏମିତି ସେମିତି ନୁହେଁ, ସାମ୍ନାସାମ୍ନି ହେବେ ବିଶ୍ୱର ଶ୍ରେଷ୍ଠ ୧୬ଟି ଟିମ୍। ଆଜି ପ୍ରଥମ ମ୍ୟାଚରେ ଫ୍ରାନ୍ସ-ଆର୍ଜେଣ୍ଟିନା ଓ ଦ୍ୱିତୀୟ ମ୍ୟାଚ୍‌ ପର୍ତ୍ତୁଗାଲ-ଉରୁଗୁଏ ମଧ୍ୟରେ ଖେଳାଯିବ। ଫ୍ରାନ୍ସ ବିଶ୍ୱକପରେ ଅନବିଟେନ୍‌, ତେଣୁ ଫେବରେଟ୍ ନିଶ୍ଚିତ ଭାବରେ ଫ୍ରାନ୍ସ। ପଲ ପୋଗବା, ଅଲିଭର ଗିରୋଡଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ସହ କିଲିୟାନଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ନିର୍ଭର କରିବ ଦଳ। ହେଲେ ଆର୍ଜେଣ୍ଟିନାକୁ ବିଲକୁଲ ଅଣଦେଖା କରାଯାଇପାରିବନି। ବହୁତ କିଛି ନିର୍ଭର କରୁଛି ମେସିଙ୍କ ଉପରେ। ମେସିଙ୍କ ମ୍ୟାଜିକ ଚାଲିବ ତ ପ୍ରତିପକ୍ଷ ଫ୍ରାନ୍ସ ପାଇଁ ଚିନ୍ତା ବଢ଼ିବ। ଆଞ୍ଜେଲ ଡି ମାରିଆ, ମାସ୍କ୍ରେନୋଙ୍କ ଉପରେ ମଧ୍ୟ ରହିବ ନଜର। ଅସଲ ଲଢେଇ ଆଜି ମେସି ବନାମ୍ ଗ୍ରିଜ୍‌ମ୍ୟାନ୍‌ଙ୍କ ଭିତରେ ଏଦଖିବାକୁ ମିଳିବ। Image result for portugal vs uruguay

ପର୍ତ୍ତୁଗାଲ-ଉରୁଗୁଏ ମ୍ୟାଚ୍‌ରେ ମଧ୍ୟ ଜୋରଦାର ଟକ୍କର ଦେଖିବାକୁ ମିଳିବ। ରୋନାଲ୍ଡୋ ଭର୍ସେସ୍ ଲୁଇସ୍ ସୁରେଜ ମୁହାଁମୁହିଁ ହେବେ। ବାର୍ସାଲୋନା ଏବଂ ରିଏଲ ମାଦ୍ରିଦର ଦୁଇ ଷ୍ଟାର ଷ୍ଟ୍ରାଇକର କେହି କାହାରିଠାରୁ କମ୍ ନୁହନ୍ତି। ବିଶ୍ୱକପରେ ଜଲାବା ଦେଖାଇଛନ୍ତି ରୋନାଲ୍ଡୋ। ସମାଲୋଚନଙ୍କ ମୁହଁ ବନ୍ଦ କରିଛନ୍ତି ସେ। ୩ଟି ମ୍ୟାଚରୁ ୪ଟି ଗୋଲ ସହ  ସବୁଠୁ ଆଗରେ ଅଛନ୍ତି ରୋନାଲ୍ଡ। ହେଲେ ପଡିଆରେ କିଏ କାହାକୁ ଚକମା ଦେବେ ସେ ନେଇ ବିଶ୍ୱବାସୀଙ୍କ ନଜର। ସେପଟେ କମ୍ ନୁହଁନ୍ତି ସୁରେଜ। ୩ ଟି ମ୍ୟାଚରୁ ୨ ଗୋଲ ଦେଇ ସାରିଲେଣି। ତେଣୁ ପରିବର୍ତ୍ତୀ ରାଉଣ୍ଡ ଅର୍ଥାତ କ୍ୱାର୍ଟରକୁ ଯିବାକୁ ହେଲେ ସୁରେଜଙ୍କୁ ସୁପର ଶୋ କରିବାକୁ ପଡିବ। ଏହି ରାଉଣ୍ଡରେ ଯେଉଁ ଦଳ ଜିତିବ ଟ୍ରଫି ଦୌଡରେ ରହିବ ଆଉ ଯେଉଁ ଦଳ ହାରିବ ସେହି ଦଳର ବିଶ୍ୱକପର ଆଶା ଧୂଳିସାତ ହେବ। ପୁଣି ଥରେ ଅପେକ୍ଷା କରିବାକୁ ପଡିବ ଆଉ ୪ ବର୍ଷ।

Image result for ronaldo and messi

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story