ଏଚ୍‌ଆଇଏଲ୍‌: ଆସନ୍ତାକାଲି ଦିଲ୍ଲୀ-କଳିଙ୍ଗ ମୁକାବିଲା

ଦିଲ୍ଲୀ: ଆସନ୍ତାକାଲି ଏଚ୍‌ଆଇଏଲ୍‌ର ୨୧ ତମ ମ୍ୟାଚ୍‌ ଦିଲ୍ଲୀ ୱେଭ ରାଇଡର୍ସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ହେବ। ଲାନସର୍ସ ୮ଟି ମ୍ୟାଚ୍‌ ଖେଳି ୪ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୨ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ଡ୍ର, ଏବଂ ୩ଟି ପରାଜୟ ସହ ୧୦ […]

hil

Rakesh Mallick
  • Published: Saturday, 11 February 2017
  • , Updated: 11 February 2017, 09:06 PM IST

ଦିଲ୍ଲୀ: ଆସନ୍ତାକାଲି ଏଚ୍‌ଆଇଏଲ୍‌ର ୨୧ ତମ ମ୍ୟାଚ୍‌ ଦିଲ୍ଲୀ ୱେଭ ରାଇଡର୍ସ ଓ କଳିଙ୍ଗ ଲାନସର୍ସ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ହେବ।

ଲାନସର୍ସ ୮ଟି ମ୍ୟାଚ୍‌ ଖେଳି ୪ଟି ବିଜୟ, ୩ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୨ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦିଲ୍ଲୀ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ ଓ ଡ୍ର, ଏବଂ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି।

Related story