ହକି ଇଣ୍ଡିଆ ଲିଗ୍: ଜେପି ୱାରିୟର୍ସଠାରୁ ହାରିଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆର ୧୮ତମ ମ୍ୟାଚ୍‌ରେ ଜେପି ୱାରିୟର୍ସଠାରୁ ୪-୧ରେ ହାରିଲା କଳିଙ୍ଗ ଲାନସର୍ସ। ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସକୁ ଭେଟିଥିବା ଜେପି ୱାରିୟର୍ସ ପ୍ରଥମରୁ ହିଁ ଭାରି ପଡିଥିଲା ଏହି ଦଳ ଉପରେ। କଳିଙ୍ଗ ଲାନସର୍ସର ଏହା ୭ମ ମ୍ୟାଚ୍‌ରୁ ତୃତୀୟ ପରାଜୟ। ପୂର୍ବରୁ କଳିଙ୍ଗ ଲାନସର୍ସ ୟୁପି ଓ ରାଞ୍ଚିଠାରୁ ପରାଜିତ ହୋଇଥିଲା। ପଞ୍ଜାବ ଦୁଇଟି ଫିଲ୍ଡ ଗୋଲ କରିଥିବା ବେଳେ କଳିଙ୍ଗ ଲାନସର୍ସ ପେନାଲ୍ଟି କର୍ଣ୍ଣରୁ ଗୋଟିଏ ଗୋଲ ଦେଇଥିଲେ। ଏହି […]

hil

hil

Rakesh Mallick
  • Published: Sunday, 07 February 2016
  • Updated: 08 February 2016, 02:17 AM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆର ୧୮ତମ ମ୍ୟାଚ୍‌ରେ ଜେପି ୱାରିୟର୍ସଠାରୁ ୪-୧ରେ ହାରିଲା କଳିଙ୍ଗ ଲାନସର୍ସ। ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସକୁ ଭେଟିଥିବା ଜେପି ୱାରିୟର୍ସ ପ୍ରଥମରୁ ହିଁ ଭାରି ପଡିଥିଲା ଏହି ଦଳ ଉପରେ। କଳିଙ୍ଗ ଲାନସର୍ସର ଏହା ୭ମ ମ୍ୟାଚ୍‌ରୁ ତୃତୀୟ ପରାଜୟ। ପୂର୍ବରୁ କଳିଙ୍ଗ ଲାନସର୍ସ ୟୁପି ଓ ରାଞ୍ଚିଠାରୁ ପରାଜିତ ହୋଇଥିଲା।

ପଞ୍ଜାବ ଦୁଇଟି ଫିଲ୍ଡ ଗୋଲ କରିଥିବା ବେଳେ କଳିଙ୍ଗ ଲାନସର୍ସ ପେନାଲ୍ଟି କର୍ଣ୍ଣରୁ ଗୋଟିଏ ଗୋଲ ଦେଇଥିଲେ। ଏହି ପରାଜୟ ସହ ଲନସର୍ସ ସେମି ଫାଇନାଲ ଆଶା ଉଜ୍ଜ୍ୱଳ ରହିଛି। ଦଳ ୭ଟି ମ୍ୟାଚରୁ ୩ଟିରେ ପରାଜିତ ହୋଇ ୨୨ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି।

ଆସନ୍ତାକାଲି ରାଞ୍ଚିକୁ ଭେଟିବ କଳିଙ୍ଗ ଲାନସର୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story