ହକି ଇଣ୍ଡିଆ ଲିଗ୍: ଫାଇନାଲରେ କଳିଙ୍ଗ ଲାନସର୍ସ-ଜେପି ୱାରିୟର୍ସ ମୁକାବିଲା

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ର ଚତୁର୍ଥ ସଂସ୍କରଣରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଛି କଳିଙ୍ଗ ଲାନସର୍ସ। ଶନିବାର ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ସେମି ଫାଇନାଲରେ କଳିଙ୍ଗ ଲାନସର୍ସ ଘରୋଇ ରାଞ୍ଚି ରେଜ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଦଳ ପରସ୍ପରକୁ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। ଫଳରେ ମ୍ୟାଚର ବିଜେତା ନିର୍ଦ୍ଧାରଣ କରିବା ଲାଗି ସୁଟ୍ ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ଆଉ ଏଥିରେ ବିଜୟୀ ହୋଇଥିଲା କଳିଙ୍ଗ ଲାନସର୍ସ। ଫାଇନାଲରେ କଳିଙ୍ଗ ଲାନସର୍ସ […]

kl-1421341416

kl-1421341416

Rakesh Mallick
  • Published: Saturday, 20 February 2016
  • Updated: 21 February 2016, 04:51 AM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ର ଚତୁର୍ଥ ସଂସ୍କରଣରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଛି କଳିଙ୍ଗ ଲାନସର୍ସ। ଶନିବାର ରାଞ୍ଚିରେ ଖେଳାଯାଇଥିବା ଦ୍ୱିତୀୟ ସେମି ଫାଇନାଲରେ କଳିଙ୍ଗ ଲାନସର୍ସ ଘରୋଇ ରାଞ୍ଚି ରେଜ୍‌କୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଦଳ ପରସ୍ପରକୁ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। ଫଳରେ ମ୍ୟାଚର ବିଜେତା ନିର୍ଦ୍ଧାରଣ କରିବା ଲାଗି ସୁଟ୍ ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା। ଆଉ ଏଥିରେ ବିଜୟୀ ହୋଇଥିଲା କଳିଙ୍ଗ ଲାନସର୍ସ। ଫାଇନାଲରେ କଳିଙ୍ଗ ଲାନସର୍ସ ଓ ଜେପି ୱାରିୟର୍ସ ପଞ୍ଜାବକୁ ଭେଟିବ। ପ୍ରଥମ ସେମିଫାଇନାଲରେ ଦିଲ୍ଲୀ ୱେଭରାଇଡର୍ସକୁ ୧-୩ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ଜେପି ୱାରିୟର ପଞ୍ଜାବ। ଏହି ମ୍ୟାଚ ରାଞ୍ଚିରେ ଆସନ୍ତାକାଲି ସନ୍ଧ୍ୟା ୫ ଟା ୩୦ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story