ସେମିଫାଇନାଲ ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ: ଟିକେଟ୍‌ ପାଇଁ ଲମ୍ବା ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଓ୍ୱାର୍ଡ ଲିଗ୍ ସେମିଫାଇନାଲକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ। କ୍ୱାର୍ଟରଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସକାଳୁସକାଳୁ ଟିକଟ ପାଇଁ କାଉଣ୍ଟରରେ ଲାଗିଥିଲା ଲମ୍ବା ଲାଇନ୍। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଇଣ୍ଡିଆ ଜିତିବ। ଲିଗ୍ ମ୍ୟାଚରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ସମସ୍ତଙ୍କ ନଜର ଥିଲା କ୍ୱାର୍ଟରଫାଇନାଲରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ। ତେବେ ଶକ୍ତିଶାଳୀ ବେଲଜିୟମ ବିରୋଧରେ ଲଗାତାର ଆକ୍ରମଣ ସହ ସଡନ୍‌ ଡେଥ୍‌ରେ ମାତ୍‌ ଦେଇ ଦର୍ଶକଙ୍କ ହୃଦୟକୁ ଜିତି […]

FANS-HWL-2017-listicle

FANS-HWL-2017-listicle

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହକି ଓ୍ୱାର୍ଡ ଲିଗ୍ ସେମିଫାଇନାଲକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ। କ୍ୱାର୍ଟରଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସକାଳୁସକାଳୁ ଟିକଟ ପାଇଁ କାଉଣ୍ଟରରେ ଲାଗିଥିଲା ଲମ୍ବା ଲାଇନ୍। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଇଣ୍ଡିଆ ଜିତିବ।

ଲିଗ୍ ମ୍ୟାଚରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ସମସ୍ତଙ୍କ ନଜର ଥିଲା କ୍ୱାର୍ଟରଫାଇନାଲରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ। ତେବେ ଶକ୍ତିଶାଳୀ ବେଲଜିୟମ ବିରୋଧରେ ଲଗାତାର ଆକ୍ରମଣ ସହ ସଡନ୍‌ ଡେଥ୍‌ରେ ମାତ୍‌ ଦେଇ ଦର୍ଶକଙ୍କ ହୃଦୟକୁ ଜିତି ନେଇଥିଲେ ଭାରତୀୟ ଖେଳାଳି। ତାପରେ ଷ୍ଟାଡିୟମ ଭିତରେ ଏବଂ ବାହାରେ ଜମିଥିଲା ଦର୍ଶକଙ୍କ ସେଲିବ୍ରେସନ୍।

ହକି ୱାର୍ଲଡ୍ ଲିଗ୍ କ୍ୱାର୍ଟର ଫାଇନାଲରେ ଟିମ ଇଣ୍ଡିଆ ବିଜୟ ପରେ, ଟ୍ୱିଟ୍ କରି ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ ଯୋଗେ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story