କରୋନା ପାଇଁ ପୁଣି ୭୫ ଲକ୍ଷ ଟଙ୍କା ଦେଲା ହକି ଇଣ୍ଡିଆ, ଲାହୀରି ଦେଲେ ୭ ଲକ୍ଷ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତ ସରକାର ଯେଉଁ ଲଢ଼େଇ କରୁଛନ୍ତି, ସେଥିରେ ପୁଣିଥରେ ହକି ଇଣ୍ଡିଆ ସହଯୋଗର ହାତ ବଢ଼ାଇଛି। ପୂର୍ବରୁ କରୋନା ଲଢ଼େଇ ପାଇଁ ୨୫ ଲକ୍ଷ ଟଙ୍କା ଦେଇଥିବା ହକି ଇଣ୍ଡିଆ ଆଜି ପୁଣିଥରେ ପିଏମ କେୟାର୍ସ ଫଣ୍ଡକୁ ୭୫ ଲକ୍ଷ ଟଙ୍କା ଦାନ କରିଛି। ଅର୍ଥାତ ଏପ୍ରିଲ ୧ ଓ ଆଜିରୁ ଅନୁଦାନକୁ ମିଶାଇ ହକି ଇଣ୍ଡିଆ ୧ କୋଟି ଟଙ୍କା ଦେଇଛି। ପିଏମ କେୟାର୍ସ ଫଣ୍ଡକୁ ଅତିରିକ୍ତ ୭୫ […]

t

t

Hemant Lenka
  • Published: Saturday, 04 April 2020
  • Updated: 04 April 2020, 05:02 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ବିରୋଧରେ ଭାରତ ସରକାର ଯେଉଁ ଲଢ଼େଇ କରୁଛନ୍ତି, ସେଥିରେ ପୁଣିଥରେ ହକି ଇଣ୍ଡିଆ ସହଯୋଗର ହାତ ବଢ଼ାଇଛି। ପୂର୍ବରୁ କରୋନା ଲଢ଼େଇ ପାଇଁ ୨୫ ଲକ୍ଷ ଟଙ୍କା ଦେଇଥିବା ହକି ଇଣ୍ଡିଆ ଆଜି ପୁଣିଥରେ ପିଏମ କେୟାର୍ସ ଫଣ୍ଡକୁ ୭୫ ଲକ୍ଷ ଟଙ୍କା ଦାନ କରିଛି। ଅର୍ଥାତ ଏପ୍ରିଲ ୧ ଓ ଆଜିରୁ ଅନୁଦାନକୁ ମିଶାଇ ହକି ଇଣ୍ଡିଆ ୧ କୋଟି ଟଙ୍କା ଦେଇଛି।

ପିଏମ କେୟାର୍ସ ଫଣ୍ଡକୁ ଅତିରିକ୍ତ ୭୫ ଲକ୍ଷ ଟଙ୍କା ଦିଆଯିବାର ନିଷ୍ପତ୍ତି ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡ ନେଇଛି। ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମଦ କହିଛନ୍ତି, “ବର୍ତ୍ତମାନର ବିପତ୍ତି ସମୟରେ ଆମେ ସମସ୍ତେ ଏକାଠି ହୋଇ କରୋନା ବିରୋଧରେ ସରକାର ଜାରି ରଖିଥିବା ଲଢ଼େଇରେ ସାମିଲ ହେବା। କାରଣ ସରକାର କରୋନାକୁ ପରାସ୍ତ କରିବା ପାଇଁ ଅନେକ କିଛି କରୁଛନ୍ତି।

ବିଗତ ବର୍ଷଗୁଡ଼ିକରେ ଦେଶର ଲୋକମାନେ ଆମକୁ ସମର୍ଥନ କରିବା ସହ ସେମାନଙ୍କ ଉତ୍ସାହ ପାଇଁ ଆମେ ଅନେକ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରିଛୁ। ବର୍ତ୍ତମାନ ସମୟରେ ଦେଶବାସୀଙ୍କୁ ସହଯୋଗ କରିବାର ସମୟ ଆସିଛି। ଆମ ଦ୍ୱାରା ଯାହା ହେଇପାରିବ, ଆମେ ସେହି ଉପାୟରେ ଲୋକଙ୍କୁ ସାହାଯ୍ୟ କରିବୁ।”

ଅନ୍ୟପକ୍ଷରେ ଭାରତର ଷ୍ଟାର ଗଲ୍ଫ ଖେଳାଳି ଅର୍ଣ୍ଣିବାଣ ଲାହୀରି ବ୍ୟକ୍ତିଗତ ଭାବେ ପିଏମ କେୟାର୍ସ ଫଣ୍ଡକୁ ୭ ଲକ୍ଷ ଟଙ୍କା ଦେଇଛନ୍ତି। ସେହିପରି ୧୦୦ ପରିବାରକୁ ମଧ୍ୟ ସେ ଖାଇବାକୁ ଦେବେ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story