ଗୁରବାଜ ସିଂହଙ୍କ ଉପରୁ ୯ ମାସ ପ୍ରତିବନ୍ଧକ ଉଠାଇଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ବରିଷ୍ଠ ମିଡ୍ ଫିଲ୍ଡର ଗୁରବାଜ ସିଂହଙ୍କ ଉପରେ ଲାଗିଥିବା ୯ ମାସ ବାସନ୍ଦ ପ୍ରତିବନ୍ଧକୁ ଉଠାଇ ଦେଇଛି ହକି ଇଣ୍ଡିଆ। ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ବାସନ୍ଦ କରାଯାଇଥିଲା । ଏ ନେଇ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲେ। ଶନିବାର ଏହା ଉପରେ ବିଚାର କରି କୋର୍ଟ ତାଙ୍କ ବାସନ୍ଦାଦେଶକୁ ଅଗ୍ରାହ୍ୟ କରିଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ହକି ଇଣ୍ଡିଆର ଶୃଙ୍ଖଳା ରକ୍ଷାକାରୀ […]

gurbaj-singh-getty

gurbaj-singh-getty

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 02:00 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ବରିଷ୍ଠ ମିଡ୍ ଫିଲ୍ଡର ଗୁରବାଜ ସିଂହଙ୍କ ଉପରେ ଲାଗିଥିବା ୯ ମାସ ବାସନ୍ଦ ପ୍ରତିବନ୍ଧକୁ ଉଠାଇ ଦେଇଛି ହକି ଇଣ୍ଡିଆ। ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ବାସନ୍ଦ କରାଯାଇଥିଲା । ଏ ନେଇ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲେ। ଶନିବାର ଏହା ଉପରେ ବିଚାର କରି କୋର୍ଟ ତାଙ୍କ ବାସନ୍ଦାଦେଶକୁ ଅଗ୍ରାହ୍ୟ କରିଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ହକି ଇଣ୍ଡିଆର ଶୃଙ୍ଖଳା ରକ୍ଷାକାରୀ କମିଟି ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶକୁ ଉଠାଇ ଦେଇଛି। ଗୁରବାଜ୍ ସିଂହ ସୋମବାରଠାରୁ ଅନ୍ତର୍ଜାତୀୟ ଓ ଘରୋଇ ହକି ଖେଳି ପାରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଜୁଲାଇରେ ବେଲଜିୟମର ଅଣ୍ଟୱାର୍ପରେ ଖେଳାଯାଉଥିଲା ହକି ୱାର୍ଲ୍ଡ ଲିଗ୍ ସେମିଫାଇନାଲରେ ଦଳର କୋଚ୍ ଜୁଡ୍ ଫେଲିକ୍ସ ତାଙ୍କ ବିରୋଧରେ ବିଶୃଙ୍ଖଳା ଅଭିଯୋଗ ଆଣିଥିଲେ। ଏହା ଉପରେ ବିଚାର କରି ହକି ଇଣ୍ଡିଆ ତାଙ୍କ ଉପରେ ବାସନ୍ଦ ଲଗାଇ ଥିଲା । ଗୁରବାଜ ଦେଶ ଲାଗି ୨୦୦ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ବାସନ୍ଦ ଉଠିଯାଇଥିବାରୁ ଏବେ ଗୁରବାଜ ୨୦୧୬ରେ ହେବାକୁ ଥିବା ରିଓ ଅଲିମ୍ପିକ୍ ଖେଳିବାକୁ ରାସ୍ତା ଫିଟିଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story