ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ: ଅଷ୍ଟ୍ରେଲିଆ ସହ ଡ୍ର' କଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ: ଦୁଇଟି ଗୋଲରେ ପଛୁଆ ରହିବା ପରେ ଭାରତୀୟ ମହିଳା ହକି ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ରାଉଣ୍ଡ ରବିନ୍ ମ୍ୟାଚରେ ବିଶ୍ୱର ଦୁଇ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୨-୨ ଗୋଲରେ ଡ୍ର’ରେ ରୋକିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ବନ୍ଦନା କାଟାରିୟା (୩୬ତମ) ଓ ଗୁରଜିତ୍ କୌର୍ (୫୯ତମ) ଗୋଲ୍ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେଟଲିନ୍ ନୋବ୍ସ (୧୪ତମ) ଓ ଗ୍ରେସ୍ ଷ୍ଟିୱାର୍ଟ (୪୩ତମ) ଗୋଲ୍ ଦେଇଥିଲେ। […]

women-hockey

women-hockey

Ranjit Kumar Jena
  • Published: Sunday, 18 August 2019
  • Updated: 18 August 2019, 07:28 PM IST

ଟୋକିଓ: ଦୁଇଟି ଗୋଲରେ ପଛୁଆ ରହିବା ପରେ ଭାରତୀୟ ମହିଳା ହକି ଟିମ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଏଠାରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟର ରାଉଣ୍ଡ ରବିନ୍ ମ୍ୟାଚରେ ବିଶ୍ୱର ଦୁଇ ନମ୍ବର ଟିମ୍ ଅଷ୍ଟ୍ରେଲିଆକୁ ୨-୨ ଗୋଲରେ ଡ୍ର'ରେ ରୋକିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ବନ୍ଦନା କାଟାରିୟା (୩୬ତମ) ଓ ଗୁରଜିତ୍ କୌର୍ (୫୯ତମ) ଗୋଲ୍ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେଟଲିନ୍ ନୋବ୍ସ (୧୪ତମ) ଓ ଗ୍ରେସ୍ ଷ୍ଟିୱାର୍ଟ (୪୩ତମ) ଗୋଲ୍ ଦେଇଥିଲେ। ଶନିବାର ଭାରତ ତା'ର ପ୍ରଥମ ମ୍ୟାଚରେ ଆୟୋଜକ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଥିଲା।

ବିଶ୍ୱର ୧୦ ନମ୍ବର ଟିମ୍ ଭାରତ ମ୍ୟାଚରେ ଆକ୍ରମଣାତ୍ମକ ଆରମ୍ଭ କରିଥିଲା। କିନ୍ତୁ ୧୪ତମ ମିନିଟରେ ଅଷ୍ଟ୍ରେଲିଆକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, ଯାହାକୁ ନୋବ୍ସ ଗୋଲରେ ପରିଣତ କରି ଟିମକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟର୍ ପର୍ଯ୍ୟନ୍ତ ମ୍ୟାଚ୍ ଅଷ୍ଟ୍ରେଲିଆ କବଜାରେ ଥିଲା।

ତୃତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆ ଟିମର ଦବଦବା ରହିଥିଲା। ଏହା ମଧ୍ୟରେ ଟିମକୁ ଏକାଧିଖ ପେନାଲ୍ଟି କର୍ଣ୍ଣର ମଧ୍ୟ ମିଳିଥିଲା, କିନ୍ତୁ ଭାରତୀୟ ଗୋଲକିପର ସବିତା ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ଆକ୍ରମଣକୁ ରୋକିଥିଲେ। ୩୬ତମ ମିନିଟରେ ବନ୍ଦନା ଗୋଟିଏ ଗୋଲ୍ ଦେଇ ସ୍କୋରକୁ ୧-୧ରେ ବରାବର କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ୪୩ତମ ମିନିଟରେ ଗ୍ରେସ୍ ଷ୍ଟିୱାର୍ଟଙ୍କ ଗୋଲ୍ ଦ୍ୱାରା ସ୍କୋରକୁ ୨-୧ରେ ପହଞ୍ଚାଇଥିଲେ।

ଭାରତୀୟ ଖେଳାଳିମାନେ ଗୋଲ୍ ପରିଶୋଧ କରିବାକୁ ଜୋରଦାର ପ୍ରୟାସ କରିଥିଲେ। ମ୍ୟାଚର ୫୯ତମ ମିନିଟରେ ଟିମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଡ୍ରାଗ୍-ଫ୍ଲିକର୍ ଗୁରଜିତ୍ ଗୋଲ୍ କରିବାରେ ସଫଳ ହୋଇଥିଲେ। ଏଥିସହ ଭାରତ ମ୍ୟାଚକୁ ୨-୨ ଗୋଲରେ ଡ୍ର' କରିଥିଲା। ଭାରତ ତା'ର ତୃତୀୟ ତଥା ଅନ୍ତିମ ରାଉଣ୍ଡ ମ୍ୟାଚରେ ମଙ୍ଗଳବାର ଚୀନକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story