ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋରଦାର: ନୂଆ ରୂପରେ ସଜେଇ ହେବ ରାଜଧାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ହେବ ବିଶ୍ୱକପ୍ ହକି। ଏହାର ସଫଳ ଆୟୋଜନ ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆଜି ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରକୁ ନୂଆ ରୂପରେ ସଜାଯିବ। ଶିଶୁ ଭବନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଅଣ୍ଡର କେବଲିଂ କରାଯିବ। ବେହେରାସାହି ଓ ୭ମ ବାଟାଲିଅନରେ ହେବ ଫୁଟ୍ ଓଭରବ୍ରିଜ୍।  ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଅଧିକ […]

y0wvw0RaNm

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 06:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ହେବ ବିଶ୍ୱକପ୍ ହକି। ଏହାର ସଫଳ ଆୟୋଜନ ପାଇଁ ଲାଗି ପଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆଜି ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରକୁ ନୂଆ ରୂପରେ ସଜାଯିବ। ଶିଶୁ ଭବନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଅଣ୍ଡର କେବଲିଂ କରାଯିବ। ବେହେରାସାହି ଓ ୭ମ ବାଟାଲିଅନରେ ହେବ ଫୁଟ୍ ଓଭରବ୍ରିଜ୍।  ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଅଧିକ ୩ ଶହ ସିଟି ବସ୍ ଚଳାଚଳ କରାଯିବ।

Related story