ଭୁବନେଶ୍ୱର ପାଲଟିଲା ବିଶ୍ୱର କ୍ରୀଡ଼ା ରାଜଧାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଲିଗ୍ ଫାଇନାଲ୍ ପାଇଁ ଭୁବନେଶ୍ୱରରେ ବିଭିନ୍ନ ଦଳ ପହଞ୍ଚି ସାରିଛନ୍ତି। ବିଶ୍ୱର ବଛା ବଛା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଇଂଲଣ୍ଡ ଦଳର ସମସ୍ତ ଖେଳାଳି, କୋଚ୍ ଏବଂ ମ୍ୟାନେଜମେଣ୍ଟ କର୍ମକର୍ତ୍ତା କିଛି ସମୟ ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ହୋଟେଲ ଅଭିମୁଖେ ଯାଇଛନ୍ତି। ଇଂଲଣ୍ଡ ଟିମ୍ ପୂର୍ବରୁ ଆଜି ବେଲଜିୟମ୍ ଓ ଅଷ୍ଟ୍ରେଲିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭାରତୀୟ ଦଳ ଗତ ୨୨ ତାରିଖରୁ ଆସିଥିବାବେଳେ […]

kalinga-stadium-nayapalli-bhubaneshwar-stadiums-4cptm88

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 11:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଲିଗ୍ ଫାଇନାଲ୍ ପାଇଁ ଭୁବନେଶ୍ୱରରେ ବିଭିନ୍ନ ଦଳ ପହଞ୍ଚି ସାରିଛନ୍ତି। ବିଶ୍ୱର ବଛା ବଛା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଇଂଲଣ୍ଡ ଦଳର ସମସ୍ତ ଖେଳାଳି, କୋଚ୍ ଏବଂ ମ୍ୟାନେଜମେଣ୍ଟ କର୍ମକର୍ତ୍ତା କିଛି ସମୟ ପୂର୍ବରୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ହୋଟେଲ ଅଭିମୁଖେ ଯାଇଛନ୍ତି। ଇଂଲଣ୍ଡ ଟିମ୍ ପୂର୍ବରୁ ଆଜି ବେଲଜିୟମ୍ ଓ ଅଷ୍ଟ୍ରେଲିଆ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭାରତୀୟ ଦଳ ଗତ ୨୨ ତାରିଖରୁ ଆସିଥିବାବେଳେ ଏ ପର୍ଯ୍ୟନ୍ତ ମୋଟ ୪ଟି ଦଳ ଭୁବନେଶ୍ୱରରେ ପହଞ୍ଚିସାରିଲେଣି। ଆସନ୍ତାକାଲି ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ୍ ଓ ଜର୍ମାନୀ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story