ହକି ୱାର୍ଲ୍ଡ ଲିଗ୍: ଉଦଘାଟନୀ ମ୍ୟାଚରେ ଭାରତ-ଆର୍ଜେଣ୍ଟିନା ମୁକାବିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଭାରତର ରାୟପୁରରେ ଖେଳାଯିବ ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ (ଏଚଡବ୍ଲୁଏଲ୍)। ଏହି ଲିଗର ଉଦଘାଟନୀ ମ୍ୟାଚ୍ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଅନ୍ତର୍ଜାତୀୟ ହକି ପରିଷଦ ବା ଏଫଆଇଏଚ୍ ପକ୍ଷରୁ ବୁଧବାର ଏହି ଲିଗ୍ ନେଇ ଜାରି କରାଯାଇଛି କାର୍ଯ୍ୟସୂଚୀ। ଏହି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ମ୍ୟାଚ୍ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଏହି ଦୁଇ ଦଳ ଗ୍ରୁପ୍ ବିରେ ସ୍ଥାନ ପାଇଛନ୍ତି। […]

hockey

hockey

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 03:38 PM IST

Sports

Latest News

[caption id="attachment_34883" align="alignleft" width="300"]hockey ଭାରତୀୟ ହକି ଦଳର ଫାଇଲ୍ ଫଟୋ[/caption]

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୨୭ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଭାରତର ରାୟପୁରରେ ଖେଳାଯିବ ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ (ଏଚଡବ୍ଲୁଏଲ୍)। ଏହି ଲିଗର ଉଦଘାଟନୀ ମ୍ୟାଚ୍ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଅନ୍ତର୍ଜାତୀୟ ହକି ପରିଷଦ ବା ଏଫଆଇଏଚ୍ ପକ୍ଷରୁ ବୁଧବାର ଏହି ଲିଗ୍ ନେଇ ଜାରି କରାଯାଇଛି କାର୍ଯ୍ୟସୂଚୀ। ଏହି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ମ୍ୟାଚ୍ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଏହି ଦୁଇ ଦଳ ଗ୍ରୁପ୍ ବିରେ ସ୍ଥାନ ପାଇଛନ୍ତି। ସେହିପରି ଏହି ଲିଗର ପ୍ରଥମ ଦିନରେ ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ଏହି ମ୍ୟାଚଟି ହେବ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲାଣ୍ଡ୍ ‌ଓ ଅଲିମ୍ପିକ୍ ଚାମ୍ପିଅନ୍ ଜର୍ମାନୀ ମଧ୍ୟରେ।

ନଭେମ୍ବର ୨୭ରେ ଆର୍ଜେଣ୍ଟିନା ସହିତ ଖେଳି ସାରିବା ପରେ ୨୮ ତାରିଖରେ ଭାରତୀୟ ଦଳ ଭେଟିବ ଜର୍ମାନୀକୁ। ନଭେମ୍ବର ୩୦ରେ ଭାରତ ତା’ର ଶେଷ ଗ୍ରୁପ୍ ମ୍ୟାଚ୍ ନେଦରଲାଣ୍ଡ ସହିତ ଖେଳିବ।

ଗ୍ରୁପ୍ ମ୍ୟାଚ୍ ଗୁଡ଼ିକ ନଭେମ୍ବର ୨୭ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଡିସେମ୍ବର ୨ ଓ ୩ରେ କ୍ୱାର୍ଟର ଫାଇନାଲଗୁଡ଼ିକ ଖେଳାଯିବ। ସେହିପରି ୪ ଓ ୫ ରେ ସେମି ଫାଇନାଲ୍ ମ୍ୟାଚଗୁଡ଼ିକ ଖେଳାଯିବ। ଡିସେମ୍ବର ୬ରେ ହେବ ଫାଇନାଲ୍ ମ୍ୟାଚ୍।

ଗ୍ରୁପ ‘ଏ’ରେ ଅଷ୍ଟ୍ରେଲିଆ, ବେଲଜିୟମ୍, ଗ୍ରେଟ୍ ବ୍ରିଟେମନ୍ ଓ କାନାଡା ରହିଥିବା ବେଳେ ଗ୍ରୁପ୍ ‘ବି’ରେ ରହିଛନ୍ତି ଭାରତ, ଆର୍ଜେଣ୍ଟିନା, ନେଦରଲାଣ୍ଡ୍ ଓ ଜର୍ମାନୀ।

ଛତିଶଗଡ଼ର ରାୟପୁରରେ ନିର୍ମାଣ ହୋଇଥିବା ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଏଭଳି ଏକ ଅନ୍ତର୍ଜାତୀୟ ହକି ସିରିଜର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story