ହଂକଂର ଦୁଇ କ୍ରିକେଟରଙ୍କୁ ଆଜୀବନ ବାସନ୍ଦ

ଦୁବାଇ: ହଂକଂ କ୍ରିକେଟ୍ ଟିମର ଖେଳାଳି ତଥା ଦୁଇ ଭାଇ ଇରଫାନ୍ ଅହମ୍ମଦ ଓ ନଦୀମ ଅହମ୍ମଦଙ୍କୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଆଜୀବନ ବାସନ୍ଦ କରାଯାଇଛି। ସେମାନଙ୍କ ସହ ସାଥୀ ଖେଳାଳି ହସୀବ ଅମଜାଦଙ୍କ ଉପରେ ପାଞ୍ଚବର୍ଷର ବାସନ୍ଦାଦେଶ ଲଗାଯାଇଛି। ଶୁଣାଣି ବେଳେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଆଣ୍ଟି କରପସନ୍ ଟ୍ରିବ୍ୟୁନାଲ୍ ସାକ୍ଷ୍ୟକୁ ଶୁଣିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଏହି ତିନି ଖେଳାଳିଙ୍କ ଉପରେ ଅନ୍ତର୍ଜାତୀୟ ମ୍ୟାଚ୍ ଫିକ୍ସ କରିବା କିମ୍ବା ମ୍ୟାଚ୍ […]

hongkong

hongkong

Ranjit Kumar Jena
  • Published: Monday, 26 August 2019
  • Updated: 26 August 2019, 08:23 PM IST

Sports

Latest News

ଦୁବାଇ: ହଂକଂ କ୍ରିକେଟ୍ ଟିମର ଖେଳାଳି ତଥା ଦୁଇ ଭାଇ ଇରଫାନ୍ ଅହମ୍ମଦ ଓ ନଦୀମ ଅହମ୍ମଦଙ୍କୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଆଜୀବନ ବାସନ୍ଦ କରାଯାଇଛି। ସେମାନଙ୍କ ସହ ସାଥୀ ଖେଳାଳି ହସୀବ ଅମଜାଦଙ୍କ ଉପରେ ପାଞ୍ଚବର୍ଷର ବାସନ୍ଦାଦେଶ ଲଗାଯାଇଛି।

ଶୁଣାଣି ବେଳେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଆଣ୍ଟି କରପସନ୍ ଟ୍ରିବ୍ୟୁନାଲ୍ ସାକ୍ଷ୍ୟକୁ ଶୁଣିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଏହି ତିନି ଖେଳାଳିଙ୍କ ଉପରେ ଅନ୍ତର୍ଜାତୀୟ ମ୍ୟାଚ୍ ଫିକ୍ସ କରିବା କିମ୍ବା ମ୍ୟାଚ୍ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।

ଇରଫାନ୍ ୧୩ ଜାନୁଆରୀ, ୨୦୧୪ରେ ହଂକଂରେ ହୋଇଥିବା ସ୍କଟଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍, ୧୭ ଜାନୁଆରୀ, ୨୦୧୪ରେ ହଂକଂ-କ୍ୟାନାଡା ମ୍ୟାଚ୍, ୧୨ ମାର୍ଚ୍ଚ, ୨୦୧୪ରେ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଫିକ୍ସିଂ ଓ ଫଳାଫଳକୁ ପ୍ରଭାବିତ କରିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହାବ୍ୟତୀତ ଇରଫାନ୍ ୨୦୧୪ରେ ଆଇସିସି ଟି-୨୦ ବିଶ୍ୱକପ୍ କ୍ୱାଲିଫାୟର୍ ମୁକାବିଲାକୁ ଫିକ୍ସ କରିବା ପାଇଁ ଅର୍ଥ ନେଇଥିଲେ। ୨୦୧୬ରେ ଆୟୋଜିତ ଟି-୨୦ ବିଶ୍ୱକପ୍ ମ୍ୟାଚକୁ ଫିକ୍ସ କରିବା ପାଇଁ ସେ ଲାଞ୍ଚ ନେଇଥିବା ଅଭିଯୋଗରେ ଦୋଷୀ ହୋଇଛନ୍ତି।

ଏ ନେଇ ଆଇସିସିର ଜେନେରାଲ୍ ମ୍ୟାନେଜର୍ ଆଲେକ୍ସ ମାର୍ଶାଲ୍ କହିଛନ୍ତି, "ଏହା ଏକ ଲମ୍ବା ତଦନ୍ତ ପ୍ରକ୍ରିୟା ଥିଲା, ଯେଉଁଥିରେ ଜଣାପଡ଼ିଛି ଯେ ଏହି ଅନ୍ତର୍ଜାତୀୟ କ୍ରିକେଟରମାନେ ମ୍ୟାଚକୁ ପ୍ରଭାବିତ କରିବା ପାଇଁ ସୁନିୟୋଜିତ ପ୍ରୟାସ କରିଥିଲେ। ଦୁଇ ଭାଇ ଇରଫାନ୍ ଓ ନଦୀମ ଅନ୍ୟମାନଙ୍କୁ ମଧ୍ୟ ଦୁର୍ନୀତିଗସ୍ତ କରିବାକୁ ପ୍ରୟାସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story