ବୁମ୍ରାଙ୍କୁ ନେଇ ଏମିତି ବୟାନ ଦେଲେ ଅବଦୁଲ ରଜାକ୍‌

ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବର୍ତ୍ତମାନ ସମୟର ଅନ୍ୟତମ ସର୍ବଶ୍ରେଷ୍ଠ ବୋଲର କୁହାଯାଉଛି। ସମଗ୍ର ବିଶ୍ୱର ପୂର୍ବତନ ଏବଂ ବର୍ତ୍ତମାନ କ୍ରିକେଟର ମଧ୍ୟ ବୁମ୍ରାଙ୍କ ବୋଲିଂକୁ ପ୍ରଶଂସା କରିଛନ୍ତି। କିନ୍ତୁ ବୁମ୍ରାଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ଭିନ୍ନ ମତ ରଖିଛନ୍ତି। ରଜାକ କହିଛନ୍ତି, ବୁମ୍ରା ତ ଛୋଟ ଛୁଆ ଏବଂ ତାଙ୍କୁ ଖେଳିବାରେ ମୋତେ କୌଣସି ଅସୁବିଧା ହେବ ନାହିଁ। ଏକ ସାକ୍ଷାତକାରରେ ରଜାକଙ୍କୁ ପଚରାଯାଇଥିଲା ଯେ, ଯଦି ବୁମ୍ରାଙ୍କ […]

bumrah-and-razzaq

bumrah-and-razzaq

Ranjit Kumar Jena
  • Published: Wednesday, 04 December 2019
  • Updated: 04 December 2019, 09:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବର୍ତ୍ତମାନ ସମୟର ଅନ୍ୟତମ ସର୍ବଶ୍ରେଷ୍ଠ ବୋଲର କୁହାଯାଉଛି। ସମଗ୍ର ବିଶ୍ୱର ପୂର୍ବତନ ଏବଂ ବର୍ତ୍ତମାନ କ୍ରିକେଟର ମଧ୍ୟ ବୁମ୍ରାଙ୍କ ବୋଲିଂକୁ ପ୍ରଶଂସା କରିଛନ୍ତି। କିନ୍ତୁ ବୁମ୍ରାଙ୍କୁ ନେଇ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ଭିନ୍ନ ମତ ରଖିଛନ୍ତି। ରଜାକ କହିଛନ୍ତି, ବୁମ୍ରା ତ ଛୋଟ ଛୁଆ ଏବଂ ତାଙ୍କୁ ଖେଳିବାରେ ମୋତେ କୌଣସି ଅସୁବିଧା ହେବ ନାହିଁ।

ଏକ ସାକ୍ଷାତକାରରେ ରଜାକଙ୍କୁ ପଚରାଯାଇଥିଲା ଯେ, ଯଦି ବୁମ୍ରାଙ୍କ ସାମ୍ନାରେ ଆପଣଙ୍କୁ ଶେଷ ଓଭରରେ ୧୫ ରନ୍ କରିବାକୁ ଅଛି, ତାହେଲେ ଆପଣଙ୍କର ରଣନୀତି କ'ଣ ହେବ। ଜବାବରେ ରଜାକ୍ କହିଥିଲେ, "ମୁଁ ବିଶ୍ୱର ସର୍ବଶ୍ରେଷ୍ଠ ବୋଲିଂ ଆକ୍ରମଣକୁ ସାମ୍ନା କରିଛି। ତେଣୁ ବୁମ୍ରାଙ୍କୁ ଖେଳିବାରେ ମୋତେ କୌଣସି ସମସ୍ୟା ହେବ ନାହିଁ। ଓଲଟା ମୋତେ ବୋଲିଂ କରୁଥିବା ବେଳେ ବୁମ୍ରାଙ୍କ ଉପରେ ଚାପ ରହିବ। ମୁଁ ଗ୍ଲେନ୍ ମ୍ୟାକଗ୍ରା, ୱାସିମ୍ ଆକ୍ରାମ ଓ ଶୋଏବ ଅଖତରଙ୍କ ଭଳି ବିଶ୍ୱସ୍ତରୀୟ ବୋଲରଙ୍କୁ ସାମ୍ନା କରିଆସିଛି ଏବଂ ଏଭଳି ବୋଲରଙ୍କ ବିରୋଧରେ ଖେଳିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ। ଯଦି ମୁଁ ଏଭଳି ବୋଲରଙ୍କୁ ସାମ୍ନା କରିପାରୁଛି, ତାହେଲେ ବୁମ୍ରା ମୋ ପାଇଁ 'ବେବି ବୋଲର୍‌' (ଛୋଟ ପିଲା) ହେବେ। ମୁଁ ସହଜରେ ତାଙ୍କୁ (ବୁମ୍ରା) ସାମ୍ନା କରିପାରିବି। ସେ (ବୁମ୍ରା) ମଧ୍ୟ ଭଲଭାବେ ଜାଣନ୍ତି ଯେ ମୁଁ ମୋ ସମୟର ସର୍ବଶ୍ରେଷ୍ଠ ବୋଲରଙ୍କୁ ସାମ୍ନା କରିଛି।"

କ୍ରିକେଟ୍ ପାକିସ୍ତାନ ସହ ଆଲୋଚନା ବେଳେ ସେ ଆହୁରି କହିଥିଲେ ଯେ, "ବର୍ତ୍ତମାନ ସମୟର ବ୍ୟାଟ୍ସମ୍ୟାନଙ୍କ ପାଇଁ ବୁମ୍ରା ଜଣେ ଭଲ ବୋଲର ଏବଂ ତାଙ୍କର ନିଆରା ବୋଲିଂ ଆକ୍ସନ ହିଁ ସଫଳତାର ମୂଳ ରହସ୍ୟ। ଏବେକାର ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ବୁମ୍ରା ବହୁତ ଭଲ ବୋଲିଂ କରୁଛନ୍ତି। ସେ ନିଜ ବୋଲିଂରେ ବହୁତ ଉନ୍ନତି ମଧ୍ୟ ଆଣିଛନ୍ତି। ତାଙ୍କ ବୋଲିଂ ଆକ୍ସନ ସାମାନ୍ୟ ଭିନ୍ନ। ସେ ଅଲଗା ଭାବେ ଦୌଡ଼ନ୍ତି, କିନ୍ତୁ ତାଙ୍କର ବୋଲିଂ ରିଲିଜ୍ କରିବାର ତରିକା ବହୁତ ଭଲ।"

ସୂଚନାଯୋଗ୍ୟ, ପାକିସ୍ତାନର ଅନ୍ୟତମ ସଫଳ ଅଲରାଉଣ୍ଡରଙ୍କ ମଧ୍ୟରୁ ଅନ୍ୟତମ ବୁମ୍ରା ୪୬ ଟେଷ୍ଟରେ ୧୯୪୬ ରନ୍ କରିଛନ୍ତି, ଯେଉଁଥିରେ ୩ ଶତକ ଓ ୭ ଅର୍ଦ୍ଧଶତକ ସାମିଲ୍ ଅଛି। ସେ ୨୬୫ ଦିନିକିଆ ଖେଳି ୩ ଶତକ ଓ ୨୩ ଅର୍ଦ୍ଧଶତକ ସହ ୫୦୮୦ ରନ୍ କରିଛନ୍ତି। ସେ ଟେଷ୍ଟରେ ୧୦୦, ଦିନିକିଆରେ ୨୬୯ ଏବଂ ଟି-୨୦ରେ ୨୦ ୱିକେଟ୍ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story