ଆଇବିଏସଏଫ୍ ୱାର୍ଲ୍ଡ ବିଲିୟାର୍ଡସ୍ ଚାମ୍ପିଅନସିପ୍: ପଙ୍କଜ ଆଡଭାନୀ ଚାମ୍ପିଅନ୍

ଆଡିଲେଡ୍: ଭାରତୀୟ ବିଲିୟାର୍ଡ ଷ୍ଟାର୍ ପଙ୍କଜ ଆଡଭାନୀ ଆଜି ତାଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ଆଜି ସେ ଜିତିଛନ୍ତି ଆଇବିଏସଏଫ୍ ୱାର୍ଲ୍ଡ ବିଲିୟାର୍ଡସ୍ ଚାମ୍ପିଅନସିପ୍। ଏହା ସହିତ ସେ ବିଲିୟାର୍ଡରେ ତାଙ୍କର ୧୪ତମ ବିଶ୍ୱ ଟାଇଟଲ୍ ଜିତିଛନ୍ତି।