ବଦଳିଯିବ କ୍ରିକେଟ୍‌ର ପରିଭାଷା: ୨୦୧୯ରୁ ବିଶ୍ୱ ଟେଷ୍ଟ ଲିଗ୍ ଓ ୨୦୨୦ରୁ ଦିନିକିଆ ଲିଗ୍ ଖେଳାଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଟେଷ୍ଟ ଲିଗକୁ ଆଇସିସିର ଗ୍ରୀନ୍ ସିଗ୍ନାଲ। ୨୦୧୯ରୁ ଆରମ୍ଭ ହେବ ବିଶ୍ୱ ଟେଷ୍ଟ ଲିଗ୍ ସେହିପରି ୨୦୨୦ରୁ ହେବ ଦିନିକିଆ। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଅନୁଷ୍ଠିତ ଆଇସିସିର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଟି- ଟ୍ୱେଣ୍ଟି ଫର୍ମାଟ ଆସିବା ପରେ ଧୀରେ ଧୀରେ କମୁଛି ଟେଷ୍ଟ କ୍ରିକେଟର ଲୋକପ୍ରିୟତା। ଏହାକୁ ନଜରରେ ରଖି ବିଶ୍ୱ ଟେଷ୍ଟ ଲିଗ୍ ପାଇଁ ଆଇସିସି ଯୋଜନା କରିଥିବା କହିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ […]

prv_1507890187

prv_1507890187

Rakesh Mallick
  • Published: Friday, 13 October 2017
  • Updated: 13 October 2017, 05:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଟେଷ୍ଟ ଲିଗକୁ ଆଇସିସିର ଗ୍ରୀନ୍ ସିଗ୍ନାଲ। ୨୦୧୯ରୁ ଆରମ୍ଭ ହେବ ବିଶ୍ୱ ଟେଷ୍ଟ ଲିଗ୍ ସେହିପରି ୨୦୨୦ରୁ ହେବ ଦିନିକିଆ। ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ଅନୁଷ୍ଠିତ ଆଇସିସିର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଟି- ଟ୍ୱେଣ୍ଟି ଫର୍ମାଟ ଆସିବା ପରେ ଧୀରେ ଧୀରେ କମୁଛି ଟେଷ୍ଟ କ୍ରିକେଟର ଲୋକପ୍ରିୟତା। ଏହାକୁ ନଜରରେ ରଖି ବିଶ୍ୱ ଟେଷ୍ଟ ଲିଗ୍ ପାଇଁ ଆଇସିସି ଯୋଜନା କରିଥିବା କହିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭ୍ ରିଚାର୍ଡସନ୍।

ବିଶ୍ୱ ଟେଷ୍ଟ ଲିଗରେ ଭାଗ ନେବେ ୯ଟି ଦେଶ। ଦୁଇ ବର୍ଷରେ ୬ଟି ସିରିଜ ଖେଳାଯିବ। ୩ଟି ସିରିଜ ଘରୋଇ ମାଟିରେ ଏବଂ ବାକି ୩ଟି ସିରିଜ ବିଦେଶରେ ଖେଳାଯିବ। ପ୍ରତି ଟେଷ୍ଟ ମ୍ୟାଚ ୫ଦିନିଆ ହେବ ପ୍ରତି ଟିମ୍ ଅତି କମରେ ୨ଟି ଏବଂ ଅତି ବେଶିରେ ୫ଟି ଟେଷ୍ଟ ମ୍ୟାଚ ଖେଳିବେ। ଶେଷରେ ବିଶ୍ୱ ଟେଷ୍ଟ ଲିଗ୍ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଖେଳାଯିବ।

ସେହିପରି ୨୦୨୦ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଲିଗରେ ମୋଟ ୧୩ଟି ଟିମ୍ ଭାଗ ନେବେ। ଏଥିରେ ଆଇସିସିର ୧୨ଟି ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ଆଇସିସି ୱାଲର୍ଡ କ୍ରିକେଟ ଲିଗ ଚାମ୍ପିୟନସିପରେ ବିଜେତା ଦଳ ଭାଗ ନେବେ। ଲିଗରେ ପ୍ରଥମ ସଂସ୍କରଣରେ ପ୍ରତି ଟିମ୍ ୪ଟି ସିରିଜ ନିଜ ମାଟିରେ ଏବଂ ୪ଟି ସିରିଜ ବିଦେଶ ମାଟିରେ ଖେଳିବେ। ସବୁ ଟିମ୍ ପରସ୍ପର ଭିତରେ ତିନୋଟି ଲେଖାଏଁ ଦିନିକିଆ ମ୍ୟାଚ ଖେଳିବେ।

ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏହାଦ୍ୱାରା କ୍ରିକେଟରେ ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି କହିଛନ୍ତି ଶଶାଙ୍କ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story