୨୦୧୭ ଲଣ୍ଡନ ଚାମ୍ପିଅନ୍ସଟ୍ରଫି: ପାକିସ୍ତାନ ଇନ୍, ୱେଷ୍ଟ ଇଣ୍ଡିଜ୍ ଆଉଟ୍

ଲଣ୍ଡନ: ଇଂଲଣ୍ଡରେ ହେବାକୁ ଥିବା ୨୦୧୭ ଆଇସିସି ଚାମ୍ପିଅନ୍ସଟ୍ରଫି ଶୃଙ୍ଗଳାରୁ ବାଦ ପଡିଛି ୱେଷ୍ଟ ଇଣ୍ଡିଜ୍। ରୋମାଞ୍ଚକର ଭାବେ ଏଥିରେ ସ୍ଥାନ ପାଇଛି ପାକିସ୍ତାନ। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଆଇସିସି ମାନ୍ୟତାର ପ୍ରଥମ ୮ଟି ଦଳ ଏହି ଶୃଙ୍ଗଳାରେ ଭାଗ ନେଇପାରିବେ ‍ବୋଲି ପୂର୍ବରୁ ଆଇସିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଗତ କିଛିଦିନ ହେବ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଏଥିରେ ସ୍ଥାନ ପାଇବାକୁ ଚେଷ୍ଟା ଜାରି ରଖିଥିଲେ। ନିକଟରେ ପାକିସ୍ଥାନର ଆଇସିସି ରେଟିଂରେ ଉନ୍ନତି ଘଟିଛି। […]

west_indies_cricket_logo_Fotor_Collage

west_indies_cricket_logo_Fotor_Collage

Rakesh Mallick
  • Published: Wednesday, 30 September 2015
  • Updated: 30 September 2015, 04:05 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡରେ ହେବାକୁ ଥିବା ୨୦୧୭ ଆଇସିସି ଚାମ୍ପିଅନ୍ସଟ୍ରଫି ଶୃଙ୍ଗଳାରୁ ବାଦ ପଡିଛି ୱେଷ୍ଟ ଇଣ୍ଡିଜ୍। ରୋମାଞ୍ଚକର ଭାବେ ଏଥିରେ ସ୍ଥାନ ପାଇଛି ପାକିସ୍ତାନ। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଆଇସିସି ମାନ୍ୟତାର ପ୍ରଥମ ୮ଟି ଦଳ ଏହି ଶୃଙ୍ଗଳାରେ ଭାଗ ନେଇପାରିବେ ‍ବୋଲି ପୂର୍ବରୁ ଆଇସିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଗତ କିଛିଦିନ ହେବ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଏଥିରେ ସ୍ଥାନ ପାଇବାକୁ ଚେଷ୍ଟା ଜାରି ରଖିଥିଲେ। ନିକଟରେ ପାକିସ୍ଥାନର ଆଇସିସି ରେଟିଂରେ ଉନ୍ନତି ଘଟିଛି। ପାକିସ୍ତାନ ଏବେ ୯୦ ରେଟିଂ ପାଇ ଅଷ୍ଟମ ସ୍ଥାନରେ ରହି ୨୦୧୭ରେ ଲଣ୍ଡନ ଚାମ୍ପିଆନ୍ସଟ୍ରଫିରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ୱେଷ୍ଟ ଇଣ୍ଡିଜ୍ ନିକଟରେ ଆଇସିସି ରେଟିଂରେ ଉନ୍ନତି ଆଣିଲା ଭଳି ଆଖି ଦୃର୍ଶିଆ ପ୍ରଦର୍ଶନ କରିପାରିନାହିଁ। ଏହି ଦଳ ଏବେ ୮୮ ରେଟଇଂ ସହ ନବମ ସ୍ଥାନରେ ରହିଛି।

ଇଂଲଣ୍ଡରେ ହେବାକୁ ଥିବା ୨୦୧୭ ଆଇସିସି ଚାମ୍ପିଅନ୍ସଟ୍ରଫି ଲାଗି ଯୋଗ୍ୟ ୮ଟି ଦଳ ମଧ୍ୟରେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ୧୨୭ ରେଟିଂ ସହ ପ୍ରଥମ ସ୍ଥାନରେ ରହିଛି। ସେହିପରି ୧୧୫ ରେଟିଂ ପାଇ ଭାରତ ଦ୍ୱିତୀୟ, ଦକ୍ଷିଣ ଅଫ୍ରିକା ୧୧୦ ରେଟିଂରେ ତୃତୀୟ, ନ୍ୟୁଜିଲାଣ୍ଡ ୧୦୯ ରେଟିଂରେ ଚତୁର୍ଥ, ଶ୍ରୀଲଙ୍କା ୧୦୩ ରେଟିଂରେ ପଞ୍ଚମ, ଇଂଲଣ୍ଡ ୧୦୦ ରେଟିଂରେ ଷଷ୍ଠ, ବାଙ୍ଗଳାଦେଶ ୯୬ ରେଟିଂରେ ସପ୍ତମ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story