ଘରୁ କାମ କରିବେ ଆଇସିସି କର୍ମଚାରୀ

ଦୁବାଇ: କରୋନା ଭାଇରସକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତା’ର କର୍ମଚାରୀ ପାଇଁ ଘରୁ କାମ କରିବା ନେଇ ନୀତି ଆପଣାଇଛି। ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସାହନୀଙ୍କ ବ୍ୟତୀତ ଆଇସିସିର ଶୀର୍ଷ ଅଧିକାରୀ ଏକାଠି ମିଶି ଏହି ଭାଇରସର ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା କ୍ରିକେଟ୍ କ୍ୟାଲେଣ୍ଡର ନୂଆ ପ୍ରସ୍ତୁତି ପାଇଁ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆଇସିସି […]

icc

icc

Ranjit Kumar Jena
  • Published: Monday, 23 March 2020
  • Updated: 23 March 2020, 09:24 PM IST

Sports

Latest News

ଦୁବାଇ: କରୋନା ଭାଇରସକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତା'ର କର୍ମଚାରୀ ପାଇଁ ଘରୁ କାମ କରିବା ନେଇ ନୀତି ଆପଣାଇଛି। ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସାହନୀଙ୍କ ବ୍ୟତୀତ ଆଇସିସିର ଶୀର୍ଷ ଅଧିକାରୀ ଏକାଠି ମିଶି ଏହି ଭାଇରସର ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା କ୍ରିକେଟ୍ କ୍ୟାଲେଣ୍ଡର ନୂଆ ପ୍ରସ୍ତୁତି ପାଇଁ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଆଇସିସି ଏହି ବୈଠକ ପାଇଁ କୌଣସି ସମୟସୀମା ନିର୍ଦ୍ଧାରିତ କରିନାହିଁ। ଏ ନେଇ ଆଇସିସି ଅଫିସିଆଲ୍ସ ପକ୍ଷରୁ କୁହାଯାଇଛି ଯେ, ଅନ୍ୟମାନଙ୍କ ଭଳି ଆଇସିସି ମଧ୍ୟ କରୋନା ସଂକ୍ରମଣର ସୁରକ୍ଷା ପାଇଁ ସବୁ ପ୍ରକାରର ଗାଇଡଲାଇନକୁ ପାଳନ କରିବ।

ବର୍ତ୍ତମାନର ଆମର ସମସ୍ତ କର୍ମଚାରୀ ଘରୁ କାମ କରୁଛନ୍ତି। କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ହେଉଛି ଆମର ମୁଖ୍ୟ ପ୍ରାଥମିକତା। ଆମ ଟିମ୍ ପାଖରେ ଘରୁ କାମ କରିବାର ସବୁ ପ୍ରକାର ଉପକରଣ ଉପଲବ୍ଧ ରହିଛି, ଯଦ୍ଦ୍ୱାରା ଆମେ ନିଜର କର୍ମଚାରୀ, ସେମାନଙ୍କ ପରିବାର ଏବଂ ବ୍ୟାପକ ସମୁଦାୟକୁ ସୁରକ୍ଷିତ ରଖି ସମ୍ପୂର୍ଣ୍ଣ ଭାବେ କାମ କରିପାରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story